Tag Archives: Home Middle

ଲୁହ କୋହର ପରିବେଶ, ମୃତଦେହ-ଭୋକିଲା ଗୋଟିଏ ସ୍ଥାନରେ…

କ୍ୱିଭ୍‌,୯।୩ : ୟୁକ୍ରେନର ମାରିଅପୋଲରେ ରୁଷିଆର ଆକ୍ରମଣ ପରେ ରାସ୍ତାରେ ପଡ଼ିଥିବା ମୃତଦେହଗୁଡ଼ିକରୁ ସହରର ବିନାଶର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଅନେକ ଦିନ ଧରି ଭୋକିଲା ଲୋକମାନେ ଖାଦ୍ୟ ସନ୍ଧାନରେ ଦୋକାନଗୁଡ଼ିକର ତାଲା ଭାଙ୍ଗୁଛନ୍ତି। ମୃତଦେହ ଏବଂ ଭୋକିଲା ଗୋଟିଏ...

ଶାନ୍ତି ମୁହାଁ ପୁଟିନ୍‌-ଜେଲେନସ୍କି, ବେନେଟଙ୍କ ମଧ୍ୟସ୍ଥତା…

କ୍ୱିଭ୍‌/ମସ୍କୋ,୯।୩ : ଗତ ୧୪ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରୟାସ ସମ୍ଭାବନା ଏବେ ବଢ଼ିବାରେ ଲାଗିଛି। ଇସ୍ରାଏଲ, ଭାରତ ଏବଂ ଫ୍ରାନ୍ସର ବରିଷ୍ଠ ନେତାଙ୍କ ଉଦ୍ୟମର ପ୍ରଭାବ ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି।...

ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଏସମ୍ପର୍କରେ କହିଛନ୍ତି। ସେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ...

ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ତଳମୁହାଁ…

ନୂଆଦିଲ୍ଲୀ, ୯।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର...

ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଯୁଦ୍ଧ, ୫ ବଡ଼ ବିକ୍ରେତା…

ଓ୍ବାଶିଂଟନ/ମସ୍କୋ,୯।୩: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଅସ୍ତ୍ରଶସ୍ତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରୁଷିଆର ଆଣବିକ ଅସ୍ତ୍ର ପ୍ରୟୋଗ ଭୟରେ ଆମେରିକା ଏବଂ ନାଟୋ ଦେଶକୁ ୟୁକ୍ରେନଠାରୁ ଦୂରରେ ରହିଛନ୍ତି। ତୃତୀୟ ବିଶ୍ୱଯୁଦ୍ଧର ଭୟ...

ପୁଟିନ୍‌ଙ୍କ ଭୟରେ ଯୁଦ୍ଧ ବିମାନ ଦେବାକୁ ମନାକଲେ ବାଇଡେନ୍‌…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନକୁ ପୁଣି ଏକ ବଡ ଝଟକା ମିଳିଛି। ପୋଲାଣ୍ଡର ୨୮ ମିଗ -୨୯ ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ପୋଲାଣ୍ଡର ମିଗ-୨୯ ଯୁଦ୍ଧ ବିମାନକୁ ଜର୍ମାନୀର ଆମେରିକାର ବାୟୁସେନା ବେସକୁ ସ୍ଥାନାନ୍ତର କରିବାକୁ...

ଗ୍ୟାସ୍‌ ଟ୍ରାଜେଡି ମୁକାବିଲା ଯୋଜନାକୁ ଅଣଦେଖା

ଯାଜପୁର ଅଫିସ,୯ା୩: ୧୯୮୪ର ଭୋପାଳ ଗ୍ୟାସ୍‌ ଟ୍ରାଜେଡି କଥା ମନେପଡ଼ିଲେ ଏବେ ବି ଦେହ ଶିହରି ଉଠେ। ଏଥିରେ ପ୍ରାୟ ୩,୭୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ସଂଖ୍ୟା ବି କମ୍‌ ନ ଥିଲା। ୨୦୦୮ରେ ସମ୍ବଲପୁର ଜିଲା ଠେଲକୋଲୋଏସ୍ଥିତ ଭୂଷଣ...

ସାମାଜିକ କ୍ରାନ୍ତି ରାତିକ ମଧ୍ୟରେ ସମ୍ଭବ ନୁହେଁ, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୮।୩ : ଦେଶରେ ସାମାଜିକ କ୍ରାନ୍ତି ଗୋଟିଏ ରାତି ମଧ୍ୟରେ ସମ୍ଭବ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏଥି ପାଇଁ ସମୟ ଲାଗିଥାଏ। ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ(ଏନଡ଼ିଏ)ରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ସଂରକ୍ଷଣ ମାମଲାର ବିଚାର କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି।...

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ ସେମାନେ ନିଜ ସାଥୀଙ୍କୁ ହତ୍ୟା କରିବା ସହ ନିଜକୁ ମଧ୍ୟ ଗୁଳି କରୁଛନ୍ତି।...

ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ, ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ…

ନୂଆଦିଲ୍ଲୀ,୮।୩ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ନରାଓ୍ବଣେ କହିଛନ୍ତି ଯେ, ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ। ତେଣୁ ଆମକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ। ଏହି...

ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…

ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ବଡ଼ ଝଟକା ଦେଇଛନ୍ତି। ବାଇଡେନ୍‌ ପୁଟିନ୍‌ଙ୍କ ଚିନ୍ତାକୁ ବୃଦ୍ଧି କରିଛନ୍ତି। ରୁଷିଆରୁ ତୈଳ ଆମଦାନୀ ବନ୍ଦ...

ଜାତିସଂଘର ସୁରକ୍ଷା ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ !…

ଜେନେଭା,୮।୩ : ଜାତିସଂଘର ନିରାପତ୍ତା ପରିଷଦ ପୃଥିବୀର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ସୁରକ୍ଷାର ଦାୟିତ୍ୱବୋଧ(ଆର୍‌ଟୁପି) ଅନ୍ତର୍ଗତ କୌଣସି ରାଷ୍ଟ୍ର ଉପରେ ଅନ୍ୟ ରାଷ୍ଟ୍ର ଆକ୍ରମଣ କଲେ ଏଥିରେ ସୁରକ୍ଷା ପରିଷଦ ହସ୍ତକ୍ଷେପ କରିଥାଏ। ମାତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri