Tag Archives: Home Middle

ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ

କ୍ୱିଭ୍‌,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର ଅଧିକାଂଶ ଅଞ୍ଚଳରେ ଆକ୍ରମଣ କରାଯାଉଛି । ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ତୃତୀୟ...

ପୁଟିନଙ୍କ ସହ ୫୦ ମିନିଟ୍‌ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୨ଦିନରେ ପହଞ୍ଚିଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୫୦ ମିନିଟ କଥା ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା।...

କରୋନା ମୃତ୍ୟୁ କ୍ଷତିପୂରଣ, ନକଲି ମେଡ଼ିକାଲ ପ୍ରମାଣପତ୍ର ନେଇ ସୁପ୍ରିମ୍‌କୋର୍ଟଙ୍କ ଚିନ୍ତା ପ୍ରକଟ…

ନୂଆଦିଲ୍ଲୀ,୭।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା ଅତ୍ୟନ୍ତ...

ଯୁଦ୍ଧ କରି ଫସିଗଲା ରୁଷିଆ

କ୍ୱିଭ୍‌,୭ା୩: ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ରୁଷିଆ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ରୁଷିଆ  ଏହି ଅଭିଯୋଗକୁ ଅସ୍ବୀକାର କରିଛି। ଅଭିଯୋଗ ପରେ ରୁଷିଆ ବିରୋଧରେ ସମ୍ଭାବ୍ୟ ଯୁଦ୍ଧ ଅପରାଧିକ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଏଭଳି...

୩୫ ମିନିଟ୍‌ କଥାବାର୍ତ୍ତା, ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଦେଲେ ମୋଦି…

ନୂଆଦିଲ୍ଲୀ/କ୍ୱିଭ୍‌,୭।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ସୋମବାର ୩୫ ମିନିଟ୍‌ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ମୋଦି ୟୁକ୍ରେନ୍‌ରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ...

ମାର୍ଚ୍ଚ ୮ ପରେ ଏଲ୍‌ପିଜି ସିଲିଣ୍ଡର-ପେଟ୍ରୋଲ ଡିଜେଲ ଦାମ ବଢ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୭।୩ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଛି। ତେବେ ଭାରତ ସରକାର ଘରୋଇ ଏଲ୍‌ପିଜି ଅବା ପେଟ୍ରୋଲ ଡିଜେଲ ଦାମ ୫ ରାଜ୍ୟରେ ଜାରି ରହିଥିବା...

କ୍ୱିଭ୍‌ ଦଖଲ ପାଇଁ ସିରିଆ ଯୋଦ୍ଧାଙ୍କୁ ନିଯୁକ୍ତ କରୁଛି ରୁଷିଆ…

ମସ୍କୋ,୭।୩ : ୟୁକ୍ରେନ ଯୁଦ୍ଧରେ ରାଜଧାନୀ କ୍ୱିଭ୍‌ ଦଖଲ କରିବା ଲାଗି ରୁଷିଆ ସିରିଆ ଯୋଦ୍ଧାଙ୍କୁ ସାମିଲ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ସିରିଆ ଯୋଦ୍ଧାଙ୍କୁ କ୍ୱିଭ୍‌ ଦଖଳ କାର୍ଯ୍ୟରେ ନିୟୋଜିତ କରିବାକୁ ଯୋଜନା...

ଜେଲେନସ୍କିଙ୍କ ମୃତ୍ୟୁ ଘଟିଲେ କ’ଣ ରହିଛି ବିକଳ୍ପ, ଆମେରିକା ଏପରି ଉତ୍ତର ଦେଲା…

ଓ୍ବାଶିଂଟନ/କ୍ୱିଭ୍‌,୭।୩ : ଯଦି ରୁଷିଆର ଆକ୍ରମଣ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରାଯାଏ, ତେବେ ୟୁକ୍ରେନ ସରକାରଙ୍କର ଏକ ବିକଳ୍ପ ଯୋଜନା ଅଛି। ରବିବାର ସିବିଏସଇ ନ୍ୟୁଜ ‘ଫେସ ଦି ନେଶନ’କୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକାର...

ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ସତର୍କ ସୂଚନା ଜାରି…

ବେଜିଂ,୭।୩ : କରୋନା ପୁଣି ଥରେ ଏହାର ଏନ୍ତୁଡ଼ିଶାଳ ଚାଇନାକୁ ଫେରିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ମହାମାରୀର ଆରମ୍ଭ ଉହାନରେ ହୋଇଥିଲା। ତେବେ ସମ୍ପ୍ରତି ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି। ଚାଇନାରେ ସମ୍ପ୍ରତି ଗୋଟିଏ...

ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

ମସ୍କୋ,୭।୩: ଦୀର୍ଘ ୧୨ ଦିନର ଯୁଦ୍ଧ ପରେ ରୁଷିଆ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି। ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨.୩୦ରୁ ଏହି ବିରତି ଘୋଷଣା କରିଛି ରୁଷିଆ। ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରୁଷିଆ ଏପରି...

ଶ୍ରୀମନ୍ଦିରରେ ରକ୍ତଛିଟା: ନୀତି ବିଳମ୍ବ

ପୁରୀ ଅଫିସ,୭ା୩: ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ସବୁ ନୀତି ବନ୍ଦ କରାଯାଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ଫଳରେ ଘଣ୍ଟାଏରୁ ଅଧିକ ସମୟ ଧରି ଭକ୍ତମାନେ ବଡ଼ଦାଣ୍ଡରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ଭିତକାଠ ନିକଟରେ ରକ୍ତଛିଟା...

ଜୀବନ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା, ପ୍ଲାଟଫର୍ମରେ ପାଦ ଥୋଇବାକୁ ସ୍ଥାନ ନାହିଁ…

କ୍ୱିଭ୍‌,୭।୩ : ୟୁକ୍ରେନର ଖାର୍କିଭ ସହର ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏଠାରେ ରୁଷିଆ କ୍ରମାଗତ ଭାବରେ ବୋମା ଏବଂ କ୍ଷେପଣାସ୍ତ୍ର ମାଡ଼ କରୁଛି। ଲୋକମାନେ ଭୟରେ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡୁଛନ୍ତି। ଫଳରେ ଖାର୍କିଭ ଷ୍ଟେଶନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri