Tag Archives: Home Middle

୧୦୦ ବସ୍‌ର ବ୍ୟବସ୍ଥା କଲା ରୁଷିଆ…

ନୂଆଦିଲ୍ଲୀ /କ୍ୱିଭ୍‌/ମସ୍କୋ, ୫।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଲଗାତାର ୧୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ରୁ ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ରଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି।...

ୟୁକ୍ରେନରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର ବିଧାନସଭା ନିର୍ବାଚନରେ ସକାରାତ୍ମକ ପ୍ରଭାବ ପକାଇବ: ଶାହା

ନୂଆଦିଲୀ,୫ା୩: ଜାନୁୟାରୀରୁ ୟୁକ୍ରେନର ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି  ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପ୍ରଭାବିତ ଦେଶରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର କରିବା ବିଧାନସଭା...

ଜେଲେନସ୍କି ହିରୋ ନା ଅସଫଳ ରାଷ୍ଟ୍ରପତି ?…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ପରେ ଧ୍ୱଂସସ୍ତୁପ ପାଲଟିଥିବା ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ପ୍ରଶ୍ନ ଚିହ୍ନ ଉଠିବାରେ ଲାଗିଛି। ସେ ହିରୋ ନା ଜିରୋ ଅବା ଅସଫଳ ରାଷ୍ଟ୍ରପତି?...

ରାହୁଲଙ୍କ କଟାକ୍ଷ,ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି, ଶୀଘ୍ର ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରନ୍ତୁ…

ନୂଆଦିଲ୍ଲୀ, ୫।୩ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ କଟାକ୍ଷ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି। ଏହାପରେ ଦେଶରେ ପେଟ୍ରୋଲ ଡିଜେଲ...

କୁଳଭୂଷଣ ଯାଦବ ମାମଲା: ଏପ୍ରିଲ ୧୩ ସୁଦ୍ଧା ଓକିଲ ନିଯୁକ୍ତି ପାଇଁ ଭାରତକୁ କହିଲା ପାକିସ୍ତାନ

ଇସଲାମାବାଦ,୫ା୩: ପାକିସ୍ତାନୀ ହାଇକୋର୍ଟ  ଭାରତକୁ କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କହିଛନ୍ତି। ଗୁପ୍ତଚର ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ୱାରା ୫୧ ବର୍ଷୀୟ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ...

୧୦ ହଜାର ରୁଷିଆ ସୈନ୍ୟଙ୍କୁ ମାରିଛୁ…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ସତ୍ତ୍ୱେ ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଆମେ ୧୦ ହଜାର ରୁଷିଆ ସୈନ୍ୟଙ୍କୁ ମାରିଛୁ। ବହୁ ସୈନ୍ୟଙ୍କୁ ଯୁଦ୍ଧବନ୍ଦୀ ମଧ୍ୟ କରାଯାଇଛି। ୟୁକ୍ରେନ୍‌ବାସୀ...

ଡ. ସୁନୀତି ମୁଣ୍ଡ୍‌ ଭାଜପାର ମେୟର ପ୍ରାର୍ଥୀ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି। ପୂର୍ବରୁ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏବେ ଭାଜପା ମଧ୍ୟ ତା’ର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ମହାନଗର...

୬୬ ହଜାର ୟୁକ୍ରେନ୍‌ବାସୀ ରୁଷିଆ ସହିତ ଲଢ଼ିବା ପାଇଁ ସ୍ବଦେଶ ଫେରିଲେ…

କ୍ୱିଭ୍‌, ୫।୩ : ୟୁକ୍ରେନ୍‌ରେ ରୁଷିଆ ପାଇଁ ବାଧା ସାଜିଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ। ଆଖିରେ ଲୁହ, ମନରେ କୋହ ଥିଲେ ବି ମାତୃଭୂମିର ସୁରକ୍ଷା ପାଇଁ ସେମାନେ ହାତରେ ଅସ୍ତ୍ର ଧରିବାରେ ଲାଗିଛନ୍ତି। ଦିନକୁ ଦିନ ଏଭଳି ନାଗରିକଙ୍କ...

ଜେଲେନସ୍କିଙ୍କ ହାତ ଛାଡ଼ିଲା ନାଟୋ…

କ୍ୱିଭ୍‌, ୫।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ବଡ଼ ଝଟ୍‌କା ଲାଗିଛି। ନାଟୋ ନୋ ଫ୍ଲାଏ ଜୋନ୍‌ ଘୋଷଣା କରିବାକୁ ମନା କରିଛି। ଫଳରେ ଜେଲେନସ୍କି ଏବେ ଅଡୁଆରେ ପଡ଼ିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଏହା ଦ୍ୱାରା ୟୁକ୍ରେନ୍‌ର...

ପୁଟିନ୍‌ଙ୍କ ଅସ୍ତ୍ରବିରତି ପଛରେ ମୋଦିଙ୍କ ହାତ…

ନୂଆଦିଲ୍ଲୀ, ୫।୩ : ରୁଷିଆ ୟୁକ୍ରେନ୍‌ର ମାରିଓପୋଲ ଏବଂ ଭଲଭୋନାଖାରେ ଅସ୍ତ୍ରବିରତି ଘୋଷଣା କରିଛି। ଗୋଟିଏ ଦିନ ପୂର୍ବରୁ ଅସ୍ତ୍ରବିରତି ଘୋଷଣା କରିବାକୁ ଭାରତ ଅନୁରୋଧ କରିଥିଲା। ଯାହା ଦ୍ୱାରା ପ୍ରାୟ ୩୦୦୦ ଭାରତୀୟ ନାଗରିକଙ୍କୁଏୟାର ଲିଫ୍ଟ କରାଯାଇପାରିବ। ବିଶେଷକରି...

ୟୁକ୍ରେନ୍‌ ଫେରନ୍ତା ମେଡ଼ିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇରେ ପରିବର୍ତ୍ତନ ଆଣିବେ କେନ୍ଦ୍ର ସରକାର, ଆଲୋଚନା ଜାରି…

ନୂଆଦିଲ୍ଲୀ,୫।୩ : ୟୁକ୍ରେନରୁ ସ୍ବଦେଶ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କୁ ଭାରତର କଲେଜଗୁଡ଼ିକରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ଜାତୀୟ ମେଡିକାଲ କମିଶନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆଲୋଚନା କରୁନ୍ତି। ଯାହା ଦ୍ୱାରା ସେମାନଙ୍କର ଅଧ୍ୟୟନ ଜାରି...

୬ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୫ ହଜାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri