Tag Archives: Home Middle

ରୁଷିଆକୁ ବଡ଼ ଝଟ୍‌କା

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ୟୁକ୍ରେନରେ ରୁଷିଆ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଛି। ଏହି ସମୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ କରି ରୁଷିଆର ସୈନିକମାନଙ୍କୁ ୟୁକ୍ରେନରୁ...

ଗୁରୁବାର ଘର ବାହୁଡ଼ିବେ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟ…

ନୂଆଦିଲ୍ଲୀ,୩।୩ : ଅପରେଶନ ଗଙ୍ଗା ଅନ୍ତର୍ଗତ ଗୁରୁବାର ୟୁକ୍ରେନରୁ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟଙ୍କୁ ଫେରାଇ ଅଣାଯିବ। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି। ଏନେଇ ୧୮ଟି ବିମାନ ଉଡାଣ କରିବ। ସେ କହିଛନ୍ତି ଯେ...

ଭାରତ ସରକାର ନିଜ କାମ କରୁଛନ୍ତି, ପୁଟିନ୍‌ଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରି ହେବନି…

ନୂଆଦିଲ୍ଲୀ,୩।୩ : ୟୁକ୍ରେନ୍‌ରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଭାରତ ସରକାରଙ୍କ ପକ୍ଷରୁ କରାଯାଉଛି। ସରକାର ନିଜ କାମ କରୁଛନ୍ତି। କିନ୍ତୁ ଭାରତ ସରକାର ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିପାରିବେ...

୬ ଘଣ୍ଟା ଯୁଦ୍ଧ ବନ୍ଦ କରିବ ରୁଷିଆ

କ୍ୱିଭ୍‌,୩ା୩: ଗୁରୁବାର ହେଉଛି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଭାରତ ସରକାର ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏଥିପାଇଁ ବାୟୁସେନାର ସାହାଯ୍ୟ...

୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍‌ ପହଞ୍ଚିଲେ ୪ ବିମାନ…

ଗାଜିଆବାଦ୍‌,୩।୩ : ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି ବିମାନ ଗାଜିଆବାଦ୍‌ର ହିଣ୍ଡନ ଏୟାରବେସ୍‌ରେ ପହଞ୍ଚିଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ...

‘ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ ଆସିନାହିଁ’

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭାରତୀୟ ସରାକର। ଫସିଥିବା ଭାରତୀୟ ନାଗରିକଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ କ୍ରମାଗତ ଯୋଗାଯୋଗ ରଖିଥିବା କୁହାଯାଇଛି। “କୌଣସି ଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ...

ସାଟେଲାଇଟ୍‌ ହ୍ୟାକିଂ ପରେ ସାଇବର ଯୁଦ୍ଧର ଧମକ ଦେଲା ରୁଷିଆ…

ମସ୍କୋ,୩।୩ : ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଦେଶର ଉପଗ୍ରହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ହ୍ୟାକରମାନଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ ଘୋଷଣା ଭାବେ ବ୍ୟାଖ୍ୟା କରାଯାଇପାରେ ବୋଲି ଏଜେନ୍ସି କହିଛି। ଯାହା ଯୁଦ୍ଧ ପାଇଁ...

୬୦ ବର୍ଷ ତଳର କଥା ମନେ ପକାଉଛି ଆମେରିକା…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌,୩।୩ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ଆମେରିକା ୬୦ ବର୍ଷ ତଳେ ୧୯୬୨ରେ ହୋଇଥିବା କ୍ୟୁବା ଯୁଦ୍ଧ ମନେ ପକାଇଛି। ସେତେବେଳେ ସୋଭିଏତ୍‌ ୟୁନିଅନ କ୍ୟୁବା ଉପରେ ଆକ୍ରମଣ କରିଥିଲା। କୁବ୍ୟ ଆକ୍ରମଣ ଭଳି ରୁଷିଆ କିଛି ମାସ ପୂର୍ବରୁ...

ପଳାତକ ରାଷ୍ଟ୍ରପତିଙ୍କୁ ୟୁକ୍ରେନ୍‌ର ଦାୟିତ୍ୱ ଦେବାକୁ ଚାହୁଁଛନ୍ତି ପୁଟିନ୍‌…

ମସ୍କୋ/କ୍ୱିଭ୍‌,୩।୩ : ୟୁକ୍ରେନ୍‌ ବିଜୟ ପରେ ଏହାର ଦାୟିତ୍ୱ ପଳାତକ ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଓ୍ବିଚ୍‌ଙ୍କୁ ପ୍ରଦାନ କରିବାକୁ ରୁଷ୍ରିା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଚିନ୍ତା କରୁଛନ୍ତି। ଭିକ୍ଟର ବର୍ତ୍ତମାନ ମିନସ୍କରେ ଅଛନ୍ତି ଏବଂ କ୍ରେମଲିନ ତାଙ୍କୁ ଏକ ସ୍ବତନ୍ତ୍ର...

୭ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୭ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୬ ହଜାର...

କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…

ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍‌ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ ଶୀତକାଳୀନ ଅଲିମ୍ପିକ୍ସ୍‌ ପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆମେରିକା...

ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିଛି ୟୁକ୍ରେନ୍‌, ରୁଷିଆ ଆଣିଲା ଅଭିଯୋଗ…

ମସ୍କୋ/କ୍ୱିଭ୍‌,୩।୩ : ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ୍‌ ବନ୍ଧକ ରଖିଛି। ଏଭଳି ଅଭିଯୋଗ ରୁଷିଆ କରିଛି। ତେବେ ଏହାକୁ ଆମେରିକା ପକ୍ଷରୁ ଖଣ୍ଡନ କରାଯାଇଛି।ଯୁଦ୍ଧ ସମୟରେ ଏହା ରୁଷିଆର ଏକ ପ୍ରକାର ମିଥ୍ୟା ପ୍ରଚାର ବୋଲି ଆମେରିକା କହିଛି। ରୁଷିଆର ପ୍ରତିରକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri