Tag Archives: Home Middle

ଫିନ୍‌ଲାଣ୍ଡ-ସ୍ବିଡ଼େନ୍‌କୁ ଧମକ, ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରୁହ…

ମସ୍କୋ, ୨୬।୨ : ରୁଷିଆ ଏବେ ଫିନ୍‌ଲାଣ୍ଡ ଏବଂ ସ୍ବିଡ଼େନ୍‌କୁ ଧମକ ଦେଇଛି। ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରସ୍ତୁତ ରହିବାକୁ ରୁଷିଆ ଚେତାବନୀ ଦେଇଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରବକ୍ତା ମାରିଆ...

ରୁଷିଆ ମିଡ଼ିଆର ଦାବି, ପଳାୟନ କରିଛନ୍ତି ଜେଲେନସ୍କି !…

ମସ୍କୋ, ୨୬।୨ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ମିଡ଼ିଆ ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କ୍ୱିଭ୍‌ ଛାଡ଼ି ପଳାୟନ କରିଛନ୍ତି। ତେବେ ଏହାକୁ ନେଇ...

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଭାଜପା ଜାଣିଶୁଣି କଂଗ୍ରେସକର୍ମୀଙ୍କୁ ନିଜ ଆଡ଼କୁ କରିବାରେ ଲାଗିଛି। ତେବେ ସତ୍ୟଯୁଦ୍ଧରେ କଂଗ୍ରେସ...

ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ, ଆମେରିକାକୁ ହଟାଇ ଚାଇନାକୁ ସୁଯୋଗ ଦେଇପାରେ ରୁଷିଆ…

ମସ୍କୋ, ୨୬।୨ : ରୁଷିଆ ୟକ୍ରେନ୍‌ ଯୁଦ୍ଧ ଯୋଗୁ ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ ଦେଖାଦେଇଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଶନିବାର କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ମିଳିତ ମହାକାଶ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ। ସେ କହିଛନ୍ତି...

ଯୁଦ୍ଧରେ ଆମେରିକା ଯୋଗଦେଲେ ଆଣବିକ ଶକ୍ତି ବ୍ୟବହାର କରିପାରନ୍ତି ପୁଟିନ୍‌ , ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସୂଚନା…

ମସ୍କୋ/କ୍ୱିଭ୍‌, ୨୬।୨ : ୟୁକ୍ରେନ ଉପରେ ଆକ୍ରମଣର ତୃତୀୟ ଦିନ ବିତିଛି। ରୁଷିଆ ଦାବି କରିଛି ଯେ ଆକ୍ରମଣରେ ୟୁକ୍ରେନର ୮୦୦ ସାମରିକ ଶିବିର ଧ୍ୱଂସ ହୋଇଛି। ସେଥିମଧ୍ୟରେ ୧୪ ଟି ସାମରିକ ଏୟାରଫିଲ୍ଡ, ୧୯ ଟି କମାଣ୍ଡ ପୋଷ୍ଟ,...

ସୁପର୍‌ଟେକ୍‌ ଟୁଇନ୍‌ ଟାଓ୍ବାର ଧ୍ୱଂସ ପାଇଁ ଲାଗିବ କେତେ ବିସ୍ଫୋରକ, ବିଚାରବିମର୍ଷ ଆରମ୍ଭ…

ନୋଏଡା, ୨୬।୨ : ଦିଲ୍ଲୀ ଏନସିଆର୍‌ର ନୋଏଡାର ସେକ୍ଟର ୯୩-ଏ’ଠାରେ ଥିବା ସୁପର୍‌ଟେକ୍‌ ଟୁଇନ୍‌ ଟାଓ୍ବାର ଧ୍ୱଂସ ପାଇଁ ବିଚାର ବିମର୍ଷ ଜାରି ରହିଛି। ଏଥିପାଇଁ କେତେ ପରିମାଣର ବିସ୍ଫୋରକ ଲାଗିବ ତାହାର ହିସାବ ଲାଗି ଦକ୍ଷିଣ ଆଫ୍ରିକାରୁ ସ୍ବତନ୍ତ୍ର...

ଏବେ ଏଷ୍ଟୋନିଆ-ଲାଟିଭିଆ-ଲିଥୋନିଆ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ/ଓ୍ବାଶିଂଟନ, ୨୬।୨ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ତେବେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ କେବଳ ଏତିକିରେ ସନ୍ତୁଷ୍ଟ ହେବେ ନାହିଁ। ଅଗାମୀ ଦିନରେ ଏଷ୍ଟୋନିଆ, ଲାଟିଭିଆ ଏବଂ ଲିଥୋନିଆ ଉପରେ ପୁଟିନ୍‌ଙ୍କ ନଜର ରହିଛି। ସେ...

କୋବ୍ରା ଓ୍ବାରିୟର୍ସ ଅଭ୍ୟାସରେ ଯୋଗ ଦେବନି ଭାରତୀୟ ବାୟୁସେନା…

ନୂଆଦିଲ୍ଲୀ, ୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ରକ୍ତାକ୍ତ ଯୁଦ୍ଧ ମଧ୍ୟରେ ଭାରତ ବ୍ରିଟେନରେ ହେବାକୁ ଥିବା କୋବ୍ରା ୱାରିୟର୍ସ ଅଭ୍ୟାସ ୨୦୨୨ରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି। ବ୍ରିଟେନରେ ଆୟୋଜିତ ହେବାକୁ ଥିବା କୋବ୍ରା ୱାରିୟର୍ସ...

୨୧୯ ଭାରତୀୟଙ୍କୁ ନେଇ ରୋମାନିୟାରୁ ଭାରତ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ରୋମାନିୟା ଚାଲିଆସିଥିବା ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶନିବାର ସକାଳେ ବିମାନଟି ରୋମାନିୟାରେ...

ୟୁକ୍ରେନ୍‌କୁ ଆମେରିକା ସମେତ ୨୮ ଦେଶର ଆର୍ଥିକ ସହାୟତା…

କ୍ୱିଭ୍‌,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ବିନାଶର ଚାଣ୍ଡବ ଜାରି ରହିଛି। ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏହି ସମୟରେ ଅନେକ ଦେଶ ୟୁକ୍ରେନକୁ ସହାୟତା ପ୍ରଦାନ କରିଛନ୍ତି। ଆମେରିକା,...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୬।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧୨ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧୧ ହଜାର ୪୯୯ରେ...

ଏବେ ସୁଦ୍ଧା ୨୬୪ ଜୋନ୍‌ରେ ବିଜେଡି ଆଗୁଆ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶନିବାର ଭୋଟ ଗଣତି ଜାରି ରହିଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ସମସ୍ତଙ୍କୁ ପଛରେ ପକାଇ ଆଗରେ ଚାଲିଛି। ୩୧୫ ଜୋନରେ ଭୋଟ ଗଣତି ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ଆସନର ପ୍ରାରମ୍ଭିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri