Tag Archives: Home Middle

ଆଜି ଅନ୍ତିମ ପର୍ଯ୍ୟାୟ: ୭ଟାରୁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗୁରୁବାର ସକାଳ ୭ଟାରୁ ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଲାଗି ମତଦାନ ଆରମ୍ଭ ହୋଇଛି । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଅପରାହ୍ନ ୧ଟା...

ୟୁକ୍ରେନ୍‌ରେ ପୁଣି ସାଇବର ଆକ୍ରମଣ, ସରକାରୀ-ବ୍ୟାଙ୍କ କାରବାର ଠପ୍‌…

କ୍ୱିଭ୍‌,୨୪।୨ : ଗୋଟିଏ ପଟେ ରୁଷିଆ ପକ୍ଷରୁ ସୈନ୍ୟବାହିନୀଙ୍କ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରାଯାଇଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ପୁଣି ସାଇବର ଆକ୍ରମଣ ହୋଇଛି। ୟୁକ୍ରେନ ସରକାରଙ୍କ ୱେବସାଇଟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ୱେବସାଇଟ ଏହି ଆକ୍ରମଣର...

ଡୋନେସ୍କରେ ୫ ବିସ୍ଫୋରଣ, ରୁଷିଆ ଆକ୍ରମଣ କରିଥିବା ଆଶଙ୍କା !…

କ୍ୱିଭ୍‌/ମସ୍କୋ,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ବିଦ୍ରୌହୀଙ୍କ ଦଖଲରେ ଥିବା ୟୁକ୍ରେନର ପୂର୍ବ ଡୋନେସ୍କ ସହରରେ ପାଞ୍ଚ ଥର ବିସ୍ଫୋରଣର ଶୁଣିବାକୁ ମିଳିଛି। ଏହା ପରେ ଚାରିଟି ସାମରିକ ଟ୍ରକ ଘଟଣାସ୍ଥଳକୁ...

୪ ଲଶ୍କର ସହାୟକ ଗିରଫ…

ଶ୍ରୀନଗର,୨୪।୨ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରୁ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଚାରିଜଣ ସହାୟକଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛନ୍ତିି। ପୋଲିସ ମୁଖପାତ୍ର କହିଛନ୍ତି ଯେ ବାରମୁଳା ଠାରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର ସହ ଜଡିତ ଆତଙ୍କବାଦୀଙ୍କ ଦୁଇଜଣ...

ରତ୍ନଭଣ୍ଡାରରୁ ଚୋରି ଅଭିଯୋଗ

ପୁରୀ ଅଫିସ/ଭୁବନେଶ୍ୱର, (ବ୍ୟୁରୋ)୨୪।୨: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ବୁଧବାର ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ...

କଟକଣା ଘେରରେ ରୁଷିଆ

କ୍ୱିଭ, ୨୪ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ପୂର୍ବାଞ୍ଚଳର ଡୋନ୍‌ବାସ୍‌ ଭୂଖଣ୍ଡକୁ ଡୋନେସ୍କ ଓ ଲୁହାନସ୍କ ରୂପେ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବା ପରେ ମସ୍କୋକୁ ଘାରିଛି କଟକଣା ଚିନ୍ତା। ରୁଷିଆ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଆର୍ଥିକ କଟକଣା...

ମାଲ୍ୟା, ନୀରବ, ଚୋକ୍‌ସିଙ୍କଠାରୁ ୧୮,୦୦୦ କୋଟି ବ୍ୟାଙ୍କକୁ ଫେରିଛି

ନୂଆଦିଲ୍ଲୀ,୨୪।୨: ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କଠାରୁ ବ୍ୟାଙ୍କକୁ ୧୮,୦୦୦ କୋଟି ଟଙ୍କା ଫେରିଥିବା କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ପଳାତକ ଅର୍ଥନୈତିକ ଅପରାଧ ଆଇନରେ ଏହି ୩ ବ୍ୟବସାୟୀଙ୍କୁ ପଳାତକ ଅପରାଧୀ ଘୋଷଣା...

ଡାଟା ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୨୪ା୨: ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନ ସାକାର ଆଳରେ କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କ ଡାଟା ବା ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିକ୍ରି କରିବାକୁ ଯାଉଛନ୍ତି। ଏଥିଲାଗି ଆଇନ ପ୍ରଣୟନ ପୂର୍ବରୁ ଫେବୃୟାରୀ ୨୧ରେ ବିଧିବଦ୍ଧ ଭାବେ ଡ୍ରାଫ୍ଟ...

ରାତି ୧୦ରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ମାର୍ଚ୍ଚ ୧ରେ ପଡୁଛି ମହାଶିବରାତ୍ରି। ସେଥିପାଇଁ ବୁଧବାର ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଏଥିସହିତ ମନ୍ଦିର ଭିତରେ...

ଖୋଲାଖୋଲି କହିବାରୁ ନଓ୍ବାବଙ୍କୁ ଟାର୍ଗେଟ କରାଗଲା: ପାଓ୍ବାର

ମୁମ୍ବାଇ,୨୩ା୨: କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲାଖୋଲି କହିବାରୁ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଟାର୍ଗେଟ କରାଗଲା ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ଦଳୀୟ ନେତା ନଓ୍ବାବଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଏନ୍‌ସିପି ଆଶଙ୍କା କରୁଥିଲା। ଅଣ୍ଡରଓ୍ବାଲର୍‌ଡ ଡନ୍‌ଙ୍କ ସହ...

ଭାରତରେ ପହଞ୍ଚିଲା ଆଉ ୩ ରାଫାଲ

ନୂଆଦିଲ୍ଲୀ,୨୩ା୨: ଫ୍ରାନ୍ସରୁ ଆଉ ୩ ରାଫାଲ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ଅନୁଯାୟୀ, ୩୬ଟି ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୬୦,୦୦୦ କୋଟି ଟଙ୍କାର ଚୁକ୍ତି ବର୍ତ୍ତମାନ ଶେଷ ହେବାକୁ ଯାଉଛି। କାରଣ ଭାରତୀୟ...

ୟୁକ୍ରେନରେ ୩୦ ଦିନ ପାଇଁ ଲାଗୁହେବ ଜରୁରିକାଳୀନ ପରିସ୍ଥିତି

କ୍ୱିଭ୍‌,୨୩ା୨: ରୁଷିଆର ସେନା ଦ୍ୱାରା ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୟୁକ୍ରେନର ସୁରକ୍ଷା ପରିଷଦ ସମସ୍ତ ଅଞ୍ଚଳରେ ୩୦ ଦିନିଆ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି। ଯଦିଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri