Tag Archives: Home Middle

ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଓଡ଼ିଶାରୁ ବିଜେଡିକୁ ହଟାଇବୁ: ସ୍ମୃତି ଇରାନୀ

କୁଜଙ୍ଗ,୨୫।୫: ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଏଠାରେ ସେ ବିଜେଡି ଉପରେ ବର୍ଷିଛନ୍ତି। ଏବେ ଲୋକେ ମୋଦିଙ୍କ ଗ୍ୟାରେଣ୍ଟି ଚାହୁଁଛନ୍ତି। ଆମେଠିରୁ ରାହୁଲଙ୍କୁ ହଟାଇଛୁ,...

ଭୋଟ ଦେଉଛି ଓଡ଼ିଶା: ଅପରାହ୍ନ ୧ଟା ସୁଦ୍ଧା ୩୫.୬୯% ଭୋଟିଂ ରେକର୍ଡ

ଭୁବନେଶ୍ୱର,୨୫।୫: ରାଜ୍ୟରେ ଲୋକ ସଭା ଏବଂ ବିଧାନସଭା ଲାଗି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଶନିବାର ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ ହୋଇଛି। ଅନୁଗୋଳରେ ୩୬.୩୬% ଭୋଟିଂ ହୋଇଥିବାବେଳେ କଟକରେ ୩୩.୩୩ % ମତଦାନ ହୋଇଛି...

ଭୋଟ ଦେଇ ନବୀନ କହିଲେ-ବିଜେଡି ବଡ଼ ବିଜୟ ହାସଲ କରି ସ୍ଥିର ସରକାର ଗଠନ କରିବ…

ଭୁବନେଶ୍ୱର,୨୫।୫(ବନ୍ଦନା ସେଠୀ): ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୪ ନମ୍ବର ବୁଥ୍‌ରେ ଶନିବାର ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ଆସି ମୁଖ୍ୟମନ୍ତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ...

କେନ୍ଦ୍ରାପଡ଼ାରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ମୋଦି ସରକାର ଆସିଲେ …

କେନ୍ଦ୍ରାପଡ଼ା,୨୫।୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ସ୍ମୃତି ଇରାନୀ ବିଜେଡି ଉପରେ ବର୍ଷିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ଏଠି ତାମିଲ ଠିକାଦାର ଖାଇଗଲେ। ମୋଦି ଆବାସ, ଜଳ ଜୀବନ ମିଶନ ପାଇଁ ଟଙ୍କା...

ଖରା, ଗୁଳୁଗୁଳି ସତ୍ତ୍ୱେ ଭୋଟରଙ୍କ ଉତ୍ସାହ: ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଲମ୍ବା ଲାଇନରେ ଛିଡା ହୋଇ ଲୋକେ ନିଜ ମତଦାନ କରୁଛନ୍ତି। ପ୍ରବଳ ଖରା, ଗୁଳୁଗୁଳି ସତ୍ତ୍ୱେ ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୩୦...

‘ମମତା ଦିଦି ଠିକ କହୁଛନ୍ତି, ଜୁନ ୪ରେ ସରକାର ତ ଯିବ ହେଲେ…’, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ/କୋଲକାତା,୨୫।୫: ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବର୍ତ୍ତମାନର ସରକାର ଅର୍ଥାତ ମୋଦି ସରକାର ଜୁନ ୪ରେ କ୍ଷମତାରୁ ଯିବେ। ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବର୍ତ୍ତମାନର...

ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ସମେତ ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୮ଟି ଆସନ ପାଇଁ ଶନିବାର ଭୋଟ ଅନୁଷ୍ଠିତ ହେଉଛି। ମିଳିଥିବା ଖବର ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା...

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଏହି ସବୁ ହେଭିଓ୍ବେଟ୍‌

ଭୁବନେଶ୍ୱର,୨୫।୫: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ବହୁ ହେଭିଓ୍ବେଟ୍‌ ନେତା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଲମ୍ବା ଲାଇନ୍‌ରେ ଆସି ଭୋଟ ଦେଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଏମ୍‌ପି ପ୍ରାର୍ଥୀ ତଥା...

ଷଷ୍ଠ ପର୍ଯ୍ୟାୟ ଭୋଟିଂ ଜାରି, ମତଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ତାଙ୍କ କାଳି ଲଗାଯାଇଥିବା ଆଙ୍ଗୁଠି ଦେଖାଇଛନ୍ତି। ସୂଚନାଯୋଗ୍ୟ, ସାତ-ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ୨୦୨୪ର...

‘୪୦୦ ପାର୍‌ କଥା ଛାଡି ଦିଅନ୍ତୁ’, ମତଦାନ ପୂର୍ବରୁ ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୨୫।୫: ଦେଶରେ ଷଷ୍ଠ ପର୍ଯ୍ୟାୟ ପାଇଁ ଭୋଟ ଆରମ୍ଭ ହୋଇଯାଇଛି। ତେବେ ମତଦାନ ଠିକ୍‌ ପୂର୍ବରୁ ପୂର୍ବରୁ ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ତାଙ୍କର ଶେଷ ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି। ଏହି ନିର୍ବାଚନ ସମ୍ପର୍କରେ ତାଙ୍କର ଅନ୍ତିମ ମୂଲ୍ୟାଙ୍କନ ବୋଲି...

ଜଳୁଛି ରାଜସ୍ଥାନ, ପଶ୍ଚିମ ରାଜସ୍ଥାନରେ ତାପମାତ୍ରା ପହଞ୍ଚିଲା ୪୯ ଡିଗ୍ରୀ

ଜୟପୁର,୨୫।୫: ଅତ୍ୟଧିକ ଉତ୍ତାପ ଯୋଗୁଁ ରାଜସ୍ଥାନରେ ହାହାକାର ସୃଷ୍ଟି ହୋଇଛି। ପଶ୍ଚିମ ରାଜସ୍ଥାନର ଫାଲୋଦିରେ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଯେତେବେଳେ କି ଜୈସଲମେରରେ ଏହା ୪୮.୩ଡିଗ୍ରୀ ଏବଂ ବାଡ଼ମେରରେ ତାପମାତ୍ରା ୪୮.୨ ଡିଗ୍ରୀ ଥିଲା ।...

୧୧ କୋଟି ଭୋଟର ପ୍ରତିନିଧି ବାଛିବେ

ନୂଆଦିଲ୍ଲୀ,୨୫ା୫: ଅଷ୍ଟାଦଶ ଲୋକ ସଭାର ୫୪୩ ଆସନ ପାଇଁ ନିର୍ବାଚନ ସରିବାକୁ ବସିଲାଣି। ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ୪୨୮ ଲୋକ ସଭା ଆସନରେ ପ୍ରଥମ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଥିବାବେଳେ ଶନିବାର ଷଷ୍ଠ ପର୍ଯ୍ୟାୟରେ ୫୮...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri