Tag Archives: Home Middle

ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୫।୨ : ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ। ସମାଜ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ କିଭଳି ଚିନ୍ତା କରୁଛି ତାହାକୁ ଜାମିନ୍‌ ବିଚାର କ୍ଷେତ୍ରରେ ପରିସରଭୁକ୍ତ କରାଯିବା ଅନୁଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।...

ଭୋର୍‌ ସାଢ଼େ ୨ଟାରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବ ରୁଷିଆ, ଆମେରିକାର ଦାବି…

ଓ୍ପାଶିଂଟନ, ୧୫।୨ : ୟୁକ୍ରେନ୍‌ ଉପରେ ବୁଧବାର ସ୍ଥାନୀୟ ସମୟ ଭୋର୍‌ ସାଢ଼େ ୫ଟାରେ ରୁଷିଆ ଆକ୍ରମଣ କରିବାର ଯୋଜନା କରିଛି ବୋଲି ଆମେରିକା ପ୍ରତିରକ୍ଷା ବିିଭାଗ ପକ୍ଷରୁ ଦାବି କରାଯାଇଛି। ସ୍ଥାନୀୟ ସମୟ ଭୋର୍‌ ୩ଟାରେ ରୁଷିଆ ରାଷ୍ଟ୍ରପତି...

୪ ମାସ ମଧ୍ୟରେ ନିଯୁକ୍ତି କ୍ଷେତ୍ର-ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୫।୨ : ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ତଥା ସମସ୍ତ ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସେମାନଙ୍କୁ ସମାଜର ପଛୁଆ ବର୍ଗରେ ସାମିଲ୍‌...

ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା, ୮ ବର୍ଷର ରେକର୍ଡ ଭାଙ୍ଗିଲା ଆଶୋଧିତ ତୈଳ…

ନୂଆଦିଲ୍ଲୀ, ୧୫।୨ : ସମ୍ପ୍ରତି ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି। ଏହାପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ବଜାରରେ...

୪ ମାସ ପରେ ଜେଲ୍‌ରୁ ବାହାରିଲେ ଆଶିଷ…

ଲଖିମପୁର, ୧୫।୨ : ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍‌ ମିଳିଛି। ୪ ମାସ ପରେ ସେ ଲଖିମପୁର ଜେଲ୍‌ରୁ ବାହାରକୁ ଆସିଛନ୍ତି। ଗତ ସପ୍ତାହରେ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଆଶିଷଙ୍କ ଜାମିନ୍‌...

ଯୁଦ୍ଧ ହେଲେ ପୃଥିବୀରେ ବଢ଼ିବ ଦରଦାମ୍‌,ତେଲରେ ଲାଗିବ ନିଆଁ….

ମସ୍କୋ, ୧୫।୨ : ୟୁକ୍ରେନ୍‌ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ଯୁଦ୍ଧ ହେଲେ ପୃଥିବୀରେ ଦରଦାମ୍‌ ବଢ଼ିବାର ଆଶଙ୍କା ଦେଖାଦେଇଛି। ରୁଷିଆ ପ୍ରାକୃତିକ ଗ୍ୟାସ୍‌ର ସର୍ବବୃହତ୍‌ ସପ୍ଲାୟର। ଏହା ସହିତ ଅଶୋଧିତ...

ନର୍ଡ ଷ୍ଟ୍ରିମ-୨ ପ୍ରକଳ୍ପ ଉପରେ ପ୍ରଶ୍ନଚିହ୍ନ…

ଓ୍ବାଶିଂଟନ/ମସ୍କୋ, ୧୫।୨ : ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ନର୍ଡ ଷ୍ଟ୍ରିମ-୨ ନିର୍ମାଣ କ୍ଷେତ୍ରରେ ସଙ୍କଟ ଉପୁଜିବାର ଆଶଙ୍କା ରହିଛି। ଏହାକୁ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ...

ଜର୍ମାନୀ ସହ ଆଲୋଚନା ପରେ ପଛକୁ ହଟିଲେ ରୁଷିଆ ସୈନ୍ୟ…

ମସ୍କୋ, ୧୫।୨ : ଜର୍ମାନୀ ସହିତ ଆଲୋଚନା ପରେ ୟୁକ୍ରେନ୍‌କୁ ଘେରି ରହିଥିବା ରୁଷିଆ ସୈନ୍ୟ ପଛକୁ ହଟିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏଫ୍‌ପି ପକ୍ଷରୁ କୁହାଯାଇଛି ଯେ, ରୁଷିଆ ସୈନ୍ୟ ଏବେ ସୀମାରୁ ହଟିବା ଆରମ୍ଭ କରିଛନ୍ତି।...

ୟୁକ୍ରେନ୍‌କୁ ୧୦ ପଟୁ ଘେରିଲେ ରୁଷିଆ ସୈନ୍ୟ…

ମସ୍କୋ/କାଇଭ୍‌, ୧୫।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ରୁଷିଆ ୟୁକ୍ରେନ ସୀମାରେ ପ୍ରାୟ ଲକ୍ଷେ ୩୦ ହଜାର ଲକ୍ଷ ସୈନ୍ୟ ମୁତୟନ କରିଛି। ସୈନ୍ୟମାନେ ପୂର୍ବ ଏବଂ ଦକ୍ଷିଣ ସୀମାରେ ୟୁକ୍ରେନକୁ ୧୦ ପଟୁ...

ଦାଉଦ୍‌ଙ୍କ ଭଉଣୀଙ୍କ ଘରେ ଇଡ଼ି ଚଢ଼ାଉ, ରାଜନୈତିକ ଲିଙ୍କର ଖିଅ ଖୋଜା ଜାରି..

ମୁମ୍ବାଇ, ୧୫।୨ : ଅଣ୍ଡରୱାଲର୍‌ଡ କାର୍ଯ୍ୟକଳାପ, ବେଆଇନ ସମ୍ପତ୍ତି କ୍ରୟ ବିକ୍ରୟ ତଥା ହାୱାଲା କାରବାର ସହ ଜଡିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ ଅନ୍ତର୍ଗତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁମ୍ବାଇର ୯ ଟି ଏବଂ ଠାଣେର ଗୋଟିଏ...

ନିର୍ବାଚନ ସମୟରେ ଗୋଖାଦ୍ୟ ଦୁର୍ନୀତି ଫଇସଲା: ୭୫ ଦୋଷୀ, ୬ ଫେରାର୍‌ …

ପାଟନା, ୧୫।୨ : ବିଧାନସଭା ନିର୍ବାଚନ ସମୟରେ ପୁଣି ବିହାରରେ ଗୋଖାଦ୍ୟ ଦୁର୍ନୀତିକୁ ନେଇ ରାଜନୈତିକ ସ୍ଥିତି ସରଗରମ ହୋଇଉଠିଛି। ୫ ରାଜ୍ୟର ବିଧାନସଭାରୁ ଫାଇଦା ନେବା ପାଇଁ କେନ୍ଦ୍ର ସରକାର ଏଭଳି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ୨୬...

କାନାଡାରେ ୫୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗୁ ହେଲା ଏମରଜେନ୍ସି

ଓଟାୱା,୧୫ ।୨: କାନାଡାରେ କରୋନା ମହାମାରୀକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରି କରାଯାଉଥିବା ପ୍ରଦର୍ଶନକୁ ରୋକିବା ପାଇଁ ସେଠାରେ ସୋମବାରଠାରୁ ଏମରଜେନ୍ସି ଲାଗୁ କରାଯାଇଛି । ଏଏନ୍‌ଆଇର ସୂଚନା ଅନୁଯାୟୀ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶରେ ଜରୁରୀକାଳୀନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri