Tag Archives: Home Middle

ଆଜି ୬ ଲୋକ ସଭା, ୪୨ ବିଧାନସଭା ଆସନରେ ଭୋଟ

ଭୁବନେଶ୍ୱର,୨୫ା୫(ଅନିଲ ଦାସ): ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟର ୬ ଲୋକ ସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ...

ବାତ୍ୟା ‘ରେମଲ’ ଆଣୁଛି ବର୍ଷା

ଭୁବନେଶ୍ୱର, ୨୫।୫(ଅସମାପିକା ସାହୁ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସକାଳେ ଅବପାତରେ ପରିଣତ ହେବା ସହ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ସନ୍ଧ୍ୟା ସୁଦ୍ଧା ଏହା ବାଂଲାଦେଶ ଖେପୁପାରା ଉପକୂଳରୁ ୮୦୦ କି.ମି. ଦକ୍ଷିଣ...

ଭୋଗରାଇ ରାଜନୀତିରେ ବଡ଼ ହଲଚଲ, ବିଜେଡି ଛାଡିଲେ ବଡ଼ ନେତା

ବାଲେଶ୍ୱର,୨୪।୫: ରୋଚକ ମୋଡରେ ଭୋଗରାଇ ରାଜନୀତି। ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଦଳଡିଆଁ କାର୍ଯ୍ୟକ୍ରମ ଏବେ ବି ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ବିଜେଡି ଛାଡିଛନ୍ତି ଦଳର ଭେଟେରାନ ନେତା ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ...

ମୋତେ ଭୋଟ ଦେଲେ ପୂଣ୍ୟ ମିଳିବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୫:ଉତ୍ତର ପ୍ରଦେଶର ଏକ ବସ୍ତିରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ଅଭିଯାନ ସମୟରେ ସେ ନିଜକୁ ଇଶ୍ୱର ପ୍ରଦତ୍ତ କହିବା ସହ ଇଶ୍ୱରଙ୍କ ଅଂଶ ବୋଲି କହିଛନ୍ତି। ଏହି କ୍ରମରେ ସେ ଲୋକଙ୍କୁ ଭୋଟ ମାଗିବା...

ପ୍ରଚାର ପାଇଁ ଏକାଠି ଦେଖାଯାଉ ନାହାନ୍ତି ରାହୁଲ-କେଜରିଓ୍ବାଲ, କାରଣରେ ବିସ୍ଫୋରକ ବୟାନ ଦେଲେ କଂଗ୍ରେସର ବଡ଼ ନେତା

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ୭ ଲୋକ ସଭା ଆସନରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଏକାଠି ନିର୍ବାଚନ ଲଢୁଛି। ଆଉ ଏହି ସିଟ୍‌ରେ ମେ ୨୫ ଅର୍ଥାତ୍‌ ଶନିବାର ଭୋଟ୍‌ ପଡିବାକୁ ଯାଉଛି। ମତଦାନ ସମୟ ଆସି ଯାଇଥିଲେ ମଧ୍ୟ...

୨ ମାସ ପାଇଁ କୋଲକାତାରେ ଲାଗୁ ହେବ ୧୪୪ ଧାରା

କୋଲକାତା,୨୪ା୫: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ। ଏହି ଅନୁଯାୟୀ କୋଲକାତାର ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ...

ମେଧା ପାଟକର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୪ା୫: କୋର୍ଟ ମେଧା ପାଟକରଙ୍କୁ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ତଥା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସାକ୍ସେନାଙ୍କ ତରଫରୁ ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧାଙ୍କ ବିରୋଧରେ ମାନହାନି ମକଦ୍ଦମା...

କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ,୨୪।୫; କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ଏମପି ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ଏମପି ରେଭାନ୍ନାଙ୍କୁ ନୋଟିସ ପଠାଯାଇଛି। ଏହି ମାମଲା ଉପରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।...

ଅଖିଳେଶଙ୍କ ଏହି ବିଧାୟିକା ଭାଜପା ପାଇଁ କରୁଛନ୍ତି ପ୍ରଚାର, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୨୪ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଆସନରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଛି। ଯାହା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟେନ୍‌ସନ୍‌କୁ ବଢ଼ାଇ ଦେଇଛି। ସମାଜବାଦୀ...

ପ୍ରବଳ ବର୍ଷିବ, ୪ଜିଲାକୁ ଆଲର୍ଟ କଲେ SRC

ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ବାଂଲାଦେଶ ମୁହାଁ ହେଉଛି। ଯାହା ମେ ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ...

ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ନିର୍ବାଚନ ପରେ କ’ଣ ହେବାକୁ ଯାଉଛି କହିଲେ …

ଲକ୍ଷ୍ନୌ,୨୪।୫: ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଯେକୌଣସି ନିର୍ବାଚନରେ ତାଙ୍କର ଆକଳନ ଉପରେ ସମସ୍ତଙ୍କ ନଜର ରହିଥାଏ। କାରଣ ତାଙ୍କ ଆକଳନ ଅନେକ ମାତ୍ରାରେ ଠିକ୍‌ ସାବ୍ୟସ୍ତ ହୋଇଥାଏ। ଏମିତିରେ ଚଳିତ ଲୋକ ସଭା...

ଦିଲ୍ଲୀ ଭୋଟ୍‌ ପୂର୍ବରୁ ମୋଦିଙ୍କୁ ଏହି କଥା କହି ପ୍ରଶଂସା କଲେ ଶୀଲା ଦୀକ୍ଷିତଙ୍କ ପୁଅ

ନୂଆଦିଲ୍ଲୀ,୨୪ା୫: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମଧ୍ୟ ମତଦାନ ହେବ। ଏଥି ସହିତ, ଭୋଟ୍‌ ଦେବାର ଠିକ୍‌ ପୂର୍ବରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri