Tag Archives: Home Middle

ପ୍ରଥମେ ପ୍ରତିଶ୍ରୁତି ପରେ ଦୁର୍ନୀତି କରିଥାଏ କଂଗ୍ରେସ, କହିଲେ ପ୍ରଧାନମନ୍ତ୍ରୀ…

ଡେରାଡୁନ୍‌, ୧୨।୨ : କଂଗ୍ରେସ ପ୍ରଥମେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପରେ ଦୁର୍ନୀତି କରିଥାଏ। ଉତ୍ତର।ଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏଭଳି କହିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ନିର୍ବାଚନୀ...

ଉଦ୍ୟୋଗପତି ରାହୁଲ ବଜାଜ୍‌ଙ୍କ ପରଲୋକ…

ପୁଣେ, ୧୨।୨ : ଖ୍ୟାତି ସମ୍ପନ୍ନ ଉଦ୍ୟୋଗପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ୍‌ଙ୍କ ପରଲୋକ ଘଟିଛି। ଶନିବାର ପୁଣେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ୧୯୩୮...

ଲୋକାଲ ଟ୍ରେନ୍‌ରେ ଫିଲ୍ମ-ଟିଭି ଶୋ ଦେଖିପାରିବେ ଯାତ୍ରୀ…

ମୁମ୍ବାଇ, ୧୨।୨ : ଏଣିକି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ଫିଲ୍ମ ଏବଂ ଟିଭି ଶୋ ଦେଖିପାରିବେ। ଭାରତୀୟ ରେଳ ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ରେଳବାଇ ଏବଂ ସୁଗାରବକ୍ସ ନେଟୱାର୍କ ସ୍ଥାନୀୟ ଟ୍ରେନରେ ‘କଣ୍ଟେଣ୍ଟ...

ବାହାରୁ ସବଳ, ଭିତରୁ ଦୁର୍ବଳ ଚାଇନା, ନିଜ ପାଦରେ ଚୋଟ ମାରୁଛନ୍ତି ଜିନ୍‌ପିଙ୍ଗ୍‌…

ଲଣ୍ଡନ, ୧୨।୨ : ବାହାରୁ ଶକ୍ତିଶାଳୀ ମନେ ହେଉଥିବା ଚାଇନା ପ୍ରକୃତରେ ଭିତରୁ ଦୁର୍ବଳ। ଏନେଇ ବିଶେଷଜ୍ଞ ମତପୋଷଣ କରିଛନ୍ତି। ବେଜିଂରେ ବ୍ରିଟିଶ ଦୂତାବାସରେ ଦୁଇଥର କାର୍ଯ୍ୟ କରିଥିବା ରୋଜର ଗାର୍ସାଇଡ କହିଛନ୍ତି ଯେ ଆଭ୍ୟନ୍ତରୀଣ କାରଣଗୁଡିକ ଯୋଗୁ ଚାଇନାର...

ଆମେରିକାର ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ୱାଶିଂଟନ,୧୨ ।୨: ୟୁକ୍ରେନ୍ ମାମଲାରେ ରୁଷିଆ ସହ ପଶ୍ଚିମ ଦେଶର ତୁତୁ ମେମେ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନସଲର ଓଲାଫ ସ୍କୋଲ୍‌ଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲ ମ୍ୟାକ୍ରୋ ସମେତ ପଶ୍ଚିମ ଦେଶର...

ଟିମ୍‌ ଇଣ୍ଡିଆର କ୍ଲିନ୍‌ ସୁଇପ୍‌

ଅହମ୍ମଦାବାଦ,୧୧।୨: ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ରେ ବିଜୟ ସହ ସିରିଜ ପୋଛି ନେଲା ଟିମ ଇଣ୍ଡିଆ। ଏଠାରେ ଅନୁଷ୍ଠିତ ଶେଷ ଦିନିକିଆରେ ଜବରଦସ୍ତ ବୋଲିଂ କରି ଟିମ୍‌ ଇଣ୍ଡିଆ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ...

ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ ପୂଣ୍ଣ୍ୟତିଥି । ପଣ୍ଡିତ ଦିନଦୟାଲଙ୍କ ସାରା ଜୀବନ ଦେଶ ସେବାରେ ସମର୍ପିତ ହୋଇଥିଲା...

ଖୋଲିଲା ପଶୁପତିନାଥ ମନ୍ଦିର ଦ୍ୱାର

କାଠମାଣ୍ଡୁ,୧୧ା୨: ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ନେପାଳର ପଶୁପତିନାଥ ମନ୍ଦିର ଦ୍ୱାର ଖୋଲାଯାଇଛି। ଶିବରାତ୍ରି ପୂର୍ବରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିରର କବାଟ ଖୋଲାଯାଇଛି। ଏହି ମନ୍ଦିର ନେପାଳର ରାଜଧାନୀ କାଠମାଣ୍ଡୁରେ ଅବସ୍ଥିତ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜାନୁୟାରୀ...

‘ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ’

ନୂଆଦିଲ୍ଲୀ,୧୧।୨: “ଆମେ ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ”। ଏଭଳି କହି କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କୀତ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ହିଜାବ ପରିଧାନ ଉପରେ...

ଏଡିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼,୧୧ା୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ୍‌ ମହାପାତ୍ରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ତାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଜଗତସିଂହପୁର ଜିଲାର ପୈତୃକ ଘର ଜଡ଼ାତିରା, ରଘୁନାଥପୁରର...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨୦୧୭ ତୁଳନାରେ ହୋଇଛି ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ,୧୧ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ନିର୍ବାଚନ କମିଶନ ପକ୍ଷରୁ ବହୁ ସଂଖ୍ୟାରେ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ବ୍ୟବସ୍ଥା...

‘ଓମିକ୍ରନ ପରେ ବି ଶେଷ ହେବ ନାହିଁ କରୋନା’

ଓ୍ବାଶିଂଟନ,୧୧।୨: ସମଗ୍ର ବିଶ୍ୱରେ କରୋନା ମାମଲା ଦେଖାଯାଉଛି। ନୂଆ ଭାରିଆଣ୍ଟ ଓମିକ୍ରନ ଯଦିଓ ଅଧିକ ପ୍ରଭାବ ପକାଇ ନାହିଁ, ତଥାପି ଅନେକ ଲୋକଙ୍କ ଜୀବନ ଯାଇଛି। ଏଭଳି ପରିସ୍ଥିତିରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନେ କରୋନା ଉପରେ ଲଗାଯାଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri