Tag Archives: Home Middle

ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ, ୬୨୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ଭୋଟର ଭାଗ ନେଉଥିବା ପରିଲକ୍ଷିତ ହୋଇଛି । ଭୋଟରଙ୍କ ଲମ୍ବା ଲାଇନ ସେମାନଙ୍କ ଉତ୍ସାହକୁ ଦର୍ଶାଉଛି...

ବଢ଼ିପାରେ ଖାଇବା ତେଲ ଦର

ମୁମ୍ବାଇ,୧୦।୨: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଖାଇବା ତେଲ ଦର କମାଇବା ପାଇଁ ସରକାର ଉଦ୍ୟମ ଚଳାଇଥିଲେ। କିନ୍ତୁ ବିଶ୍ୱର ସର୍ବବୃହତ୍‌ ତେଲ ଯୋଗାଣକାରୀ ରାଷ୍ଟ୍ର ଇଣ୍ଡୋନେସିଆ ରପ୍ତାନି ଉପରେ କଟକଣା ଲଗାଇବାରୁ ଅନ୍ତର୍ଜାତୀୟ ବଜାରରେ ଏହି ତେଲ...

ଓଡ଼ିଶାରେ ହେଲିକପ୍ଟର ସେବା କେବେ: ଉତ୍ତର ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ,୧୦ା୨: ଓଡ଼ିଶାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଆହତଙ୍କୁ ଏୟାରଲିଫ୍ଟିଂ ପାଇଁ ନିରବଚ୍ଛିନ୍ନ ହେଲିକପ୍ଟର ସେବାକୁ ନେଇ ବିଜେଡି ପକ୍ଷରୁ କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ ଆବଶ୍ୟକ ମଣିନାହିଁ କେନ୍ଦ୍ର। ରାଜ୍ୟ ସଭାରେ ବିଜେଡି ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନକୁ...

ଆମକୁ ‘ଗୁଜରାଟର ଗଧ’ କହୁଥିଲେ: ମୋଦି

ନୂଆଦିଲ୍ଲୀ,୧୦ା୨: ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୫ ବର୍ଷ ତଳର କଟାକ୍ଷକୁ ଏ ଯାଏ ଭୁଲି ପାରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅବ୍ୟବହିତ...

ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଏଥିରେ ୧୧ ଜିଲାର ୫୮ ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବେରୋଜଗାରୀ, ଋଣ ବୋଝରେ ୨୫,୦୦୦ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୦।୨: ବେରୋଜଗାରୀ କିମ୍ବା ଋଣ ବୋଝ ଯୋଗୁ ୨୦୧୮ରୁ ୨୦୨୦ ମଧ୍ୟରେ ଭାରତରେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ବୁଧବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ...

ଅଫ୍‌ଲାଇନରେ ହେବ ସିବିଏସ୍‌ଇ ପରୀକ୍ଷା: ଏପ୍ରିଲ ୨୬ରୁ ଦଶମ, ଦ୍ୱାଦଶ ଟର୍ମ-୨ ଆରମ୍ଭ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ ମୋଡ୍‌ରେ ହେବ। ଏପ୍ରିଲ ୨୬ ତାରିଖରୁ ଉଭୟ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ବୋର୍ଡର ଓ୍ବେବ୍‌ସାଇଟ୍‌...

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଲେ…

ନୂଆଦିଲ୍ଲୀ,୯ା୨: କଂଗ୍ରେସର ପୂର୍ବତନ ସଭାପତି ତଥା ଏମ୍‌ପି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ’କୁ ଟାର୍ଗେଟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ତେଲେଙ୍ଗାନାରେ ପ୍ରତିଷ୍ଠିତ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ଚାଇନାର ଏକ କମ୍ପାନୀ ସାହାଯ୍ୟରେ...

ସିରିଜ କବ୍‌ଜା କଲା ଭାରତ

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଭାରତ...

ଇରାନ କ୍ଷେପଣାସ୍ତ୍ର ପାଇଁ ଆମେରିକା ଚିନ୍ତିତ

ତେହରାନ,୯ା୨: ୨୦୧୫ ପରମାଣୁ ଚୁକ୍ତିନାମାକୁ ରକ୍ଷା କରିବାକୁ ଯାଇ ଭିଏନାରେ ଆମେରିକା ସହ ଆଲୋଚନା ଆରମ୍ଭ ହେବାର ଗୋଟିଏ ଦିନ ପରେ ଇରାନ ଏକ ନୂତନ କ୍ଷେପଣାସ୍ତ୍ର ଲଞ୍ଚ୍‌ କରିଛି। ଯାହାକୁ ନେଇ ଆମେରିକା ଚିନ୍ତାରେ ପଡ଼ିଛି। ବୁଧବାର ଏହି...

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଗଜପତି ମହାରାଜାଙ୍କ କନ୍ୟା

ପୁରୀ ଅଫିସ,୯ା୨:  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ। ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହିତ ବୁଧବାର ହେବ। ଗଜପତିଙ୍କ କନ୍ୟା ବାହାଘର ପାଇଁ ବ୍ୟାପକ...

ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ଗଲା ହିଜାବ ମାମଲା…

ବେଙ୍ଗାଲୁରୁ, ୯।୨ : କର୍ନାଟକରେ ଦେଖାଦେଇଥିବା ହିଜାବ ବିବାଦରେ ନୂଆ ମୋଡ଼ ଆସିଛି। ଏବେ ଏହାକୁ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏକକ ଖଣ୍ଡପୀଠର ବିଚାରପତି କୃଷ୍ଣା ଏସ୍‌ ଦୀକ୍ଷୀତ୍‌ ବୁଧବାର ନିର୍ଦ୍ଦେଶ ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri