Tag Archives: Home Middle

ମନରେଗାରେ ୧୫୦ ଦିନର ନିଶ୍ଚିତ କର୍ମନିଯୁକ୍ତି-ସବୁ ରାଜ୍ୟରେ ସମାନ ମଜୁରୀ,ପାର୍ଲାମେଣ୍ଟାରୀ କମିଟିର ସୁପାରିଶ…

ନୂଆଦିଲ୍ଲୀ, ୯।୨ : ପାର୍ଲାମେଣ୍ଟର ସ୍ଥାୟୀ କମିଟି ମନରେଗାର କାର୍ଯ୍ୟକାରିତାକୁ ସମୀକ୍ଷା କରିବାକୁ ସୁପାରିଶ କରିଛି। ପରିବର୍ତ୍ତିତ ପରିବେଶରେ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କମିଟି ସୁପାରିସ କରିଛି। ଏହା ସହିତ ଏହାର ସାମ୍ପ୍ରତିକ କାର୍ଯ୍ୟକାରିତାର କିଛି...

ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରିବା ଯୋଜନା ପଣ୍ଡ,ଇସ୍ରାଏଲ୍‌ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ସିରିଆ …

ଦାମାସ୍‌କସ୍‌, ୯।୨ : ସିରିଆ ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରି ଉତ୍‌କ୍ଷେପଣ କରାଯାଇଥିବା ଇସ୍ରାଏଲର କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ସିରିଆ ବୁଧବାର ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରି ଉତ୍‌କ୍ଷେପଣ କରାଯାଇଥିବା ବହୁ ଇସ୍ରାଏଲ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥିବା ନେଇ ଦାବି...

ଘନେଇଲା ଯୁଦ୍ଧ ଆଶଙ୍କା, କୃଷ୍ଣ ସାଗରରେ ରୁଷିଆର ୬ ଯୁଦ୍ଧପୋତ…

ମସ୍କୋ, ୯।୨ : ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ନିଜର ସୈନ୍ୟମାନଙ୍କୁ ନିୟୋଜିତ କରୁଥିବାବେଳେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା...

ପାକିସ୍ତାନର ଡ୍ରୋନ୍‌ ଷଡ଼ଯନ୍ତ୍ର, ଅଜନାଲା ସେକ୍ଟରରୁ ୨ ସନ୍ଦିଗ୍ଧ ପ୍ୟାକେଟ ଜବତ…

ଅମୃତସର, ୯।୨ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ପ୍ରଦାନ କାର୍ଯ୍ୟ ପାକିସ୍ତାନ ପକ୍ଷରୁ ଜାରି ରହିଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ରଚିଛି। ଏବେ ପଞ୍ଜାବର ଅମୃତସରର ଅଜନାଲା ସେକ୍ଟରର ପଞ୍ଜ ଗାରାଇ...

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବେଟିଂ ବଜାର ସରଗରମ, ଉତ୍ତରପ୍ରଦେଶ ଉପରେ ଅଧିକ-ପଞ୍ଜାବ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୯।୨ : ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ନିର୍ବାଚନରେ କେଉଁ ରାଜ୍ୟରେ କିଏ କ୍ଷମତା ଦଖଲ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି...

ଭାଲେଣ୍ଟାଇନ୍‌ ଡେ’ରେ ଉତ୍‌କ୍ଷେପଣ ହେବ ଇଓଏସ୍‌-୪ …

ଶ୍ରୀହରିକୋଟା, ୯।୨ : ୟୁକ୍ରେନ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍‌ ୫ଟା ୫୯ରେ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହ ପିଏସ୍‌ ଏଲ୍‌ଭି-ସି-୫୨ ରକେଟ ମାଧ୍ୟମରେ...

କଶ୍ମୀର ବିବାଦରେ ବହୁରାଷ୍ଟ୍ରୀୟ କମ୍ପାନୀ

ନୂଆଦିଲ୍ଲୀ, ୯ା୨:କଶ୍ମୀର ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ। କାର୍‌ ନିର୍ମାଣକାରୀ ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ, କିଆ, ଆମେରିକୀୟ ଫାଷ୍ଟଫୁଡ୍‌ କମ୍ପାନୀ କେଏଫ୍‌ସି ଏବଂ ପିଜ୍ଜା ହଟ୍‌ ସମେତ ଡୋମିନୋସ୍‌,...

୧୪ରୁ ଖୋଲିବ ପ୍ରି-ସ୍କୁଲ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ରାଜ୍ୟର ସମସ୍ତ ଘରୋଇ ପ୍ରି-ସ୍କୁଲ (ପ୍ଲେ ଓ କେଜି ଶ୍ରେଣୀ) ଖୋଲିବା ପାଇଁ ମଙ୍ଗଳବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନ ସହ ଆସନ୍ତା ୧୪ ତାରିଖରୁ ପ୍ଲେ ସ୍କୁଲ ଖୋଲିବ। କରୋନା ତୃତୀୟ ଲହର...

ରାଜ୍ୟ ସଭାରେ ନବୀନଙ୍କ ପ୍ରଶଂସା କଲେ ମୋଦି, ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୮ା୨- କୋଇଲା ଓ ଖଣି କ୍ଷେତ୍ରରେ କେନ୍ଦ୍ର ସରକାର ଆଣିଥିବା ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ...

ଆସନ୍ତା ୧୪ରୁ ଖୋଲିବ ପ୍ଲେ’ ସ୍କୁଲ, କେଜି

ଭୁବନେଶ୍ୱର,୮।୨(ବ୍ୟୁରୋ): ସ୍କୁଲ ଓ କଲେଜ ଖୋଲିବା ପରେ ଏବେ ଘରୋଇ ପ୍ଲେ’, ନର୍ସରୀ ଏବଂ କେଜି ଶ୍ରେଣୀ ଖୋଲିବ। ଏଥିନେଇ ମଙ୍ଗଳବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଫେବୃୟାରୀ ୧୪ରୁ ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ...

ଆସନ୍ତା ୧୯ରେ ପୁରୀ ଆସିବେ ରାଷ୍ଟ୍ରପତି!

ପୁରୀ ଅଫିସ,୮।୨: ଚଳିତ ମାସରେ ପୁରୀ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବୃୟାରୀ ୧୯ରେ ପୁରୀ ଆସିବେ। ଦିନକ ପରେ ଅର୍ଥାତ ୨୦ରେ ସେ ଫେରିଯିବେ। ଏହି ଗସ୍ତକାଳରେ ସେ ଶ୍ରୀମନ୍ଦିର ଯାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri