Tag Archives: Home Middle

ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ,ଡେଲ୍‌ଟା ଭାରିଆଣ୍ଟ୍‌ ଯୋଗୁ ଏକ୍ଟୋପିକ୍‌ ଗର୍ଭାବସ୍ଥା ଅଧିକ ସୃଷ୍ଟି ହେଉଛି…

ନୂଆଦିଲ୍ଲୀ, ୭।୨ : ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ୪୦୦ରୁ ଅଧିକ କରୋନା ଭାରିଆଣ୍ଟ୍‌ ଦୃଷ୍ଟିଗୋଚର ହୋଇ ସାରିଛି। ସେଥିମଧ୍ୟରୁ କେବଳ ଅଳ୍ପ କିଛି ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ସଙ୍କଟ ଜନକ ରହିଛି। କରୋନା ମହାମାରୀର ଡେଲ୍‌ଟା ଭାରିଆଣ୍ଟ୍‌ ଗର୍ଭବତୀ ମହିଳାଙ୍କ...

ଆମେରିକାର ଦାବି, ୟୁକ୍ରେନ୍‌ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି ରୁଷିଆ…

ଓ୍ବାଶିଂଟନ, ୭।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି। ଆମେରିକାର ଅଧିକାରୀମାନେ ଏହା ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ରୁଷିଆ ବର୍ତ୍ତମାନ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ...

ଧର୍ମ ସଂସଦଠାରୁ ଦୂରତା ବଢ଼ାଇଲା ଆର୍‌ଏସ୍‌ଏସ୍‌, ମୋହନ ଭାଗଓ୍ବତ କହିଲେ ଏଭଳି…

ନୂଆଦିଲ୍ଲୀ, ୭।୨ : ଧର୍ମ ସଂସଦରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ନେଇ ସଂସଦଠାରୁ ଆର୍‌ଏସ୍‌ଏସ୍‌ ନିଜର ଦୂରତା ବଢ଼ାଇଛି। ରବିବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌)ର ମୁଖ୍ୟ ମୋହନ ଭଗଓ୍ବତ କହିଛନ୍ତି ଯେ ଧର୍ମ ସଂସଦରେ ଆୟୋଜକଙ୍କ ପକ୍ଷରୁ...

ନେପାଳ ସୀମାରେ ବଢ଼ୁଛି ମଦ୍ରାସା

ନୂଆଦିଲ୍ଲୀ,୭।୨: ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗକୁ ଲାଗିଥିବା ଭାରତ-ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଗତ ୩ ବର୍ଷ ମଧ୍ୟରେ ମସ୍‌ଜିଦ ଓ ମଦ୍ରାସା ସଂଖ୍ୟା ଅନେକ ବଢ଼ିଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହି ମସ୍‌ଜିଦ ଓ ମଦ୍ରାସା ଚଳାଇବା ପାଇଁ...

ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୭।୨(ବ୍ୟୁରୋ): କୋଭିଡ୍‌ କଟକଣା ସହ ରାଜ୍ୟରେ ସୋମବାରଠାରୁ ଶିକ୍ଷାନୁଷ୍ଠାନ ଖୋଲିବ। ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଦଶମ ଛାତ୍ରୀଛାତ୍ର ଶ୍ରେଣୀ ଗୃହରେ ବସି ପାଠ ପଢ଼ିବେ। ଏଥିସହିତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସମେତ ସମସ୍ତ ବୈଷୟିକ ଓ ପ୍ରଫେଶନାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ...

ସବୁ ଭାରିଆଣ୍ଟ ପାଇଁ ‘ଅଭିସ୍କୋଭାକ୍‌’

ନୂଆଦିଲ୍ଲୀ,୭ା୨: ଭାରତୀୟ ବୈଜ୍ଞାନିକମାନେ କୋଭିଡ୍‌ ମହାମାରୀର ସବୁ ଭାରିଆଣ୍ଟକୁ ପ୍ରତିହତ କରିବା ଭଳି ଏକ ଭାକ୍ସିନ ବିକଶିତ କରିଥିବା ଦାବି କରିଛନ୍ତି। ନୂଆ ଟିକାର ନାମ ‘ଅଭିସ୍କୋଭାକ୍‌’ ରଖାଯାଇଛି। ଏହି ଗବେଷଣାରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ...

ଗୋଟିଏ ଡୋଜ୍‌, କରୋନା ଛୁ’: ସ୍ପୁଟ୍‌ନିକ୍‌ ଲାଇଟ ଟିକାକୁ ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ,୬।୨:ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। କରୋନା ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ବିରୋଧ ଲଢେଇରେ କେବଳ ଟିକା ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି। ଭାରତରେ ପୂର୍ବରୁ ଦୁଇଟି ସ୍ବଦେଶୀ କରୋନା...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ଯାଞ୍ଚ୍‌ ଟିମ୍‌ଙ୍କ ଘଟଣାସ୍ଥଳ ପରିଦର୍ଶନ…

ନୂଆଦିଲ୍ଲୀ, ୬।୨ : ଜାନୁୟାରୀ ୫ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ଅବହେଳାର ଯାଞ୍ଚ୍‌ ପାଇଁ ଗଠିତ ହୋଇ ଥିବା ଟିମ୍‌ ରବିବାର ଫିରୋଜପୁରରେ ପହଞ୍ଚିଛନ୍ତି। ଅବସର ପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ...

ଆତଙ୍କବାଦୀଙ୍କ ପାଖରେ ବୋମାବର୍ଷୀ ଡ୍ରୋନ୍‌…

ଓ୍ବାଶିଂଟନ, ୬।୨ : ଏବେ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିବା କଷ୍ଟକର ହେବାକୁ ଯାଉଛି। ଏନେଇ ଅନ୍ତର୍ଜାତୀୟସ୍ତରରେ ବିକଶିତ ରାଷ୍ଟ୍ରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୌଦି ଏବଂ ୟୁଏଇରେ ଡ୍ରୋନ୍‌ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହି ଦୁଇ ଦେଶରେ...

ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…

ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ ଭରା ଆଖିରେ ଦେଶବାସୀ ଚିର ବିଦାୟ ଦେଇଛନ୍ତି। ଭାଇ ହୃଦୟନାଥ ମଙ୍ଗେସକର ଲତାଙ୍କୁ...

ଆମେରିକା-ଚାଇନା ବିବାଦର ସମାଧାନ କରିବାକୁ ଚାହାନ୍ତି ଇମ୍ରାନ

ଇସଲାମାବାଦ,୬ା୨: ଆମେରିକା-ଚାଇନା ମଧ୍ୟରେ ବିବାଦର ସମାଧାନ ପାଇଁ ପାକିସ୍ତାନ ଏହାର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ପାକିସ୍ତାନର ଫେଡେରାଲ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ ହୁସେନ ଏହା କହିଛନ୍ତି। ସେ କହିଛନ୍ତି, ଥିଙ୍କ ଟ୍ୟାଙ୍କଙ୍କ ସହ ସାକ୍ଷାତ...

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ବର୍ତ୍ତମାନ ସାଇବର ଠକମାନେ ଏହାକୁ ଟାର୍ଗେଟ କରିବା ଆରମ୍ଭ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri