Tag Archives: Home Middle

ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା, ଏହିଦିନ ହେବ ଘୋଷଣା: ଜୟରାମ ରମେଶ

ନୂଆଦିଲ୍ଲୀ,୨୪।୫: ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳ ନିଜର ବହୁମତ ପାଇଁ ଦାବିି କରୁଛନ୍ତି। ଏହାରି ଭିତରେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜୁନ ୪ରେ...

ନ୍ୟାୟିକ ହେପାଜତକୁ ଗଲେ ବିଭବ କୁମାର

ନୂଆଦିଲ୍ଲୀ,୨୪ା୫: ଏଏପି ନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କୋର୍ଟ ବିଶ୍ୱ କୁମାରଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭବ କୁମାର ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ...

ଭୋଟ ପୂର୍ବରୁ କାଶୀବାସୀଙ୍କ ନାଁରେ ବିଶେଷ ବାର୍ତ୍ତା ଦେଲେ ମୋଦି, ୨୦୦୦ ଘରେ ପହଞ୍ଚିବ ଚିଠି, ଜାଣନ୍ତୁ କ’ଣ ମାଗିଲେ ପିଏମ

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ବାରାଣାସୀର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଦେଶର ସମସ୍ତ ଲୋକସଭା ଆସନ ତୁଳନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରାଣାସୀର ସବୁଠାରୁ ବଡ ବିଜୟ ଦେବା ପାଇଁ ଭାଜପା ନିଜର ସମସ୍ତ ଶକ୍ତି...

କେଜରିଓ୍ବାଲଙ୍କ ଦମ୍ଭୋକ୍ତି, ଜେଲରୁ ନିର୍ବାଚନ ଲଢିଲେ ବି ୭୦ରୁ ୭୦ ଆସନରେ ଜିତିବି

ନୂଆଦିଲ୍ଲୀ,୨୪।୫: ଲୋକସଭା ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏଁ ଜେଲରେ ରୁହେ, ତଥାପି ଆମ ଆଦମି...

ରକ୍ଷଣଶୀଳ ଚିନ୍ତାଧାରାରେ ବୁଡି ଯାଇଛି କଂଗ୍ରେସ: ମୋଦି

ମଣ୍ଡି,୨୪।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ମେ ୨୪) ହିମାଚଳ ପ୍ରଦେଶର ମଣ୍ଡିରେ ପହଞ୍ଚି ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସମାବେଶକୁ...

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଭାଜପା ମିଛ କହିବାର ସବୁ ସୀମା ଟପିଯାଇଛି: ନବୀନ

ଭୁବନେଶ୍ୱର,୨୪।୫: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ। ଭାଜପା ମିଛ କହିବାର ସବୁ ସୀମା ଟପି ଯାଇଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି,...

”ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରୁ ପୋଲିସ”: ଭାଜପା

ଭୁବନେଶ୍ୱର,୨୪।୫: ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରୁ ପୋଲିସ। ଶୁକ୍ରବାର ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏଭଳି ଅପିଲ କରିଛି ରାଜ୍ୟ ଭାଜପା। ଭାଜପା କହିଛି ଯେ, ”ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ...

ସାର୍ବଜନିକ ହେଉ ଭୋଟିଂ ଡାଟା, ADRର ଆବେଦନକୁ ନିନ୍ଦା କଲେ ସୁପ୍ରିମକୋର୍ଟ, ଆବେଦନ ଟାଇମିଂକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୫: ସୁପ୍ରିମକୋର୍ଟ ଶୁକ୍ରବାର (୨୪ ମେ’)ରେ ନିର୍ବାଚନ ଆୟୋଗଙ୍କୁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି। ସଂପୂର୍ଣ୍ଣ ଭୋଟିଂ ଆକଳନ ବିଳମ୍ବରେ ପ୍ରକାଶ ପାଇବା ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ଏକ ପିଟିସନ ଶୁଣାଣି କରିଥିଲେ। ଲୋକ ସଭା ନିର୍ବାଚନ ସମୟରେ...

କଂଗ୍ରେସ ସମୟରେ ପାକିସ୍ତାନ ଭାରତର ଛାତି ଉପରେ ଚଢି ନାଚୁଥିଲା: ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏକ ସମୟରେ ପାକିସ୍ତାନ ଭାରତର ଛାତି ଉପରେ ଚଢି ନାଚୁଥିଲା। କିନ୍ତୁ ଯେତେବେଳେ ମୋଦି ନିଷ୍ପତ୍ତି ନେଲେ ଯେ ଭାରତ ଘରେ ପଶି କରି ହତ୍ୟା କରିବ, ଦେଖନ୍ତୁ ଆଜି ଏହାର...

ମୋତେ କେତେଦିନ ଜେଲରେ ରଖାଯିବ ଏହାର ଉତ୍ତର କେବଳ ମୋଦି ଦେଇପାରିବେ, ଗିରଫକୁ ନେଇ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କ୍ରମାଗତ ଭାବେ ଭାଜପା ଉପରେ ଆକ୍ରମଣ କରୁଛନ୍ତି। ସଦ୍ୟତମ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମ ଆଦମୀ...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା

କଟକ,୨୪।୫(କାର୍ତ୍ତିକ ସାହୁ):ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି...

ପାଣ୍ଡିଆନ୍‌ ଦେଲେ ବଡ଼ ବୟାନ, କହିଲେ ଭାଜପାର ଟାର୍ଗେଟ୍‌ ହେଉଛି…

ଭୁବନେଶ୍ୱର,୨୪।୫: ଭାଜପାର ଇଣ୍ଟରନାଲ ଟାର୍ଗେଟ୍‌ ହେଉଛି ୩୦ ବିଧାନସଭା ଆସନ। ପ୍ରେସମିଟରେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି। ପାଣ୍ଡିଆନ୍‌ କହିଛନ୍ତି, ରାଜ୍ୟବାସୀ ଦେଖିବେ ଭାଜପା ୩୦ରୁ କେତେ ପାଉଛନ୍ତି । ରାଜ୍ୟ ଭାଜପାରେ କେହି ଏପରି ନେତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri