Tag Archives: Home Middle

କୁମ୍ଭାରଙ୍କ ସହ ମାଟିପାତ୍ର ଗଢ଼ିଲେ ରାହୁଲ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ରାୟପୁର ଗସ୍ତରେ ଯାଇଛନ୍ତି। ରାହୁଲ ‘ଅମର ଯଓ୍ବାନ ଜ୍ୟୋତି’ର ମୂଳଦୁଆ ପକାଇବାକୁ ଏଠାରେ ପହଞ୍ଚିଛନ୍ତି। ରାୟପୁରରେ ପହଞ୍ଚିଥିବା ରାହୁଲ ଏହି ସମୟରେ କୁମ୍ଭାରଙ୍କ ସହ ମିଶି ମାଟିପାତ୍ର ତିଆରି କରିବାକୁ ଚେଷ୍ଟା...

ଗଲଓ୍ବାନରେ ୪ ନୁହେଁ, ୧୦ ଗୁଣା ଅଧିକ ଚାଇନିଜ ସୈନ୍ୟ ପ୍ରାଣ ହରାଇଥିଲେ

ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହଁମୁହିଁ ହୋଇଥିଲେ। ଏଥିରେ ୪୨ ଚାଇନିଜ ଯବାନଙ୍କ ମୃତ୍ୟୁ ହୋଇଥିଲା, ଯାହାକି ଚାଇନା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟଠାରୁ ୧୦ ଗୁଣା ଅଧିକ। ତେବେ ବେଜିଂ ପକ୍ଷରୁ ଗଲଓ୍ବାନ...

ମୌଳିକ ସୁବିଧାଠାରୁ ଦୂରରେ ଚଣ୍ଡିଜାନିଗୁଡ଼ା

ଦଶମନ୍ତପୁର, ୩ା୨ ( ଡ଼ି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚଣ୍ଡିଜାନୀଗୁଡା ଗ୍ରାମ। ଏଠାରେ ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ଆସୁଥିବା ଅଭିଯୋଗ ହେଉଛି। ୬୦ ପରିବାର ଆଦିବାସୀ କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକେ ବସବାସ...

ଯୋଗୀଙ୍କ ସଫଳତାର ରିପୋର୍ଟ କାର୍ଡ, ୫ ବର୍ଷରେ ରାଜ୍ୟରେ ଦଙ୍ଗା ନାହିଁ…

ଲକ୍ଷ୍ନୌ, ୩।୨ : ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପା ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ସେ ଗୋଟି ଗୋଟି କରି ସବୁ ସଫଳତା ସମ୍ପର୍କରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା...

ଗେଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ, ୩।୨ : କରୋନା ମହାମାରୀ କାରଣରୁ ଗ୍ରାଜୁଏଟ ଆପ୍ଟିଚ୍ୟୁଡ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ (ଗେଟ୍‌ )କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପରୀକ୍ଷାକୁ କିଛି ଦିନ ସ୍ଥଗିତ ରଖିବାଦ୍ୱାରା ଲକ୍ଷ...

ଭାରତର ସହାୟତା ଲୋଡିଲେ ଜେଲେନେସ୍କି…

କାଇଭ୍‌, ୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁକ୍ରେନର ରାଷ୍ଟ୍ରପତି ବ୍ଲାଡିମୀର ଜେେଲେକେସ୍କି ଶାନ୍ତି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମୟେତ୍ରୋ କୁଲେବା ରୁଷିଆ ଶାନ୍ତ ପ୍ରୟାସ...

ରୁଷିଆ-ୟୁକ୍ରେନ ବିବାଦ ବଢୁଛି, ୩୦୦୦ ସୈନ୍ୟ ପଠାଇବାକୁ ଆମେରିକାର ଘୋଷଣା

ଓ୍ବାଶିଂଟନ,୩ା୨: ରୁଷିଆ ସହିତ ୟୁକ୍ରେନ ସୀମାରେ ଯୁଦ୍ଧ ତିକ୍ତତା ବଢ଼ି ଚାଲିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂର୍ବ ୟୁରୋପକୁ ୩୦୦୦ ଅତିରିକ୍ତ ସୈନ ପଠାଇବାକୁ ଆମେରିକା ବୁଧବାର ଘୋଷଣା କରିଛି। ପେଣ୍ଟାଗନ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ଆମେରିକା ଦୁଇ...

ୟୁକ୍ରେନ୍‌ରେ ଯୁଦ୍ଧର ପଦଧ୍ୱନୀ, ଆମେରିକା ମୁତୟନ କଲା ସୈନ୍ୟ…

ଓ୍ବାଶିଂଟନ, ୩।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ହେବାର ଭୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ସପ୍ତାହରେ ପୋଲାଣ୍ଡ ଏବଂ ଜର୍ମାନୀକୁ ପ୍ରାୟ ୨,୦୦୦ ସୈନ୍ୟ ପଠାଇବାର ବ୍ୟବସ୍ଥା କରୁଛନ୍ତି। ଏପରି କରି ନାଟୋର ପୂର୍ବ...

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସମ୍ପତ୍ତି ୭ କୋଟିରୁ ଅଧିକ ହୋଇ...

ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଶ୍ମଶାନ-କବରସ୍ତାନରେ ଲମ୍ବା ଲାଇନ୍‌…

ନୂଆଦିଲ୍ଲୀ, ୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୨ ହଜାର ୪୩୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ରୁଷିଆ ବୋମା ମାଡ଼ କଲେ ଷ୍ଟ୍ରିପ୍‌ କ୍ଲବ୍‌ରେ ଆଶ୍ରୟ ନେବେ ୟୁକ୍ରେନ୍‌ ଜନସାଧାରଣ…

କାଇଭ୍‌, ୩।୨ : ପୂର୍ବ ୟୁରୋପରେ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ଯେ ଯଦି ରୁଷିଆ ଆକ୍ରମଣ କରେ, ତେବେ ୟୁକ୍ରେନୀୟମାନେ ଏକ ଷ୍ଟ୍ରିପ କ୍ଲବ୍‌ରେ ଲୁଚି...

ମୋଦି ଆସିିବେ ଇସଲାମାବାଦ୍‌, ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଆଲୋଚନା, ପାକିସ୍ତାନୀ କୁବେରଙ୍କ ଦାବି…

ଇସଲାମାବାଦ୍‌, ୩।୨ : ଭାରତ ଏବଂ ପାକିସ୍ତାନର ସମ୍ପର୍କକୁ ନେଇ ପାକିସ୍ତାନର ବିଲିୟନେୟାର ବ୍ୟବସାୟୀ ମିଆଁ ମାଂଶା ଦାବି କରିଛନ୍ତି। ମିଆଁ ମାଂଶା କହିଛନ୍ତି ଯେ ପରଦା ପଛରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଚାଲିଛି। ସେ ଆହୁରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri