Tag Archives: Home Middle

କରୋନାର ଦୁଇ ବର୍ଷ: ଦେଶରେ ୪ କୋଟିରୁ ଅଧିକ ସଂକ୍ରମିତ, ୪.୯୪ ଲକ୍ଷ ମୃତ୍ୟୁ, ଭାଇରସର ୪୦୦ରୁ ଅଧିକ ମ୍ୟୁଟେସନ

ନୂଆଦିଲ୍ଲୀ,୩୧ ।୧: ଦେଶରେ କରୋନା ମହାମାରୀକୁ ୨ ବର୍ଷ ପୁରଣ ହୋଇ ଗଲାଣି । ଏହାରି ଭିତରେ ଟିକା ଓ ସତର୍କତା ଆମକୁ କରୋନାଠାରୁ ଦୂରେଇ ରଖିବାକୁ ୨ଟି ଅସ୍ତ୍ର ପାଲଟିଛି । ୩୦ ଜାନୁୟାରୀ ୨୦୨୦ରେ ଦେଶରେ ପ୍ରଥମ...

ବଜେଟକୁ ନେଇ ଆଶା, ଆଶଙ୍କା

ଭୁବନେଶ୍ୱର, ୩୧।୧ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ବଜେଟ ଉପସ୍ଥାପନ କରିବେ। ମହାମାରୀ କରୋନା ପାଇଁ ସମଗ୍ର ଦେଶ ଏବେ ସଙ୍କଟ ସ୍ଥିତିରେ ଗତି କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେକାରି,...

ଡବ୍ଲୁଏଚଓ ନକ୍ସାରେ ଜମ୍ମୁ-କଶ୍ମୀର ପାକ ଓ ଚାଇନାର ଅଂଶ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୩୧ ।୧: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୱେବସାଇଟ ନକ୍ସାରେ ଭାରତର ଜମ୍ମୁ-କଶ୍ମୀର ପାକିସ୍ତାନ ଓ ଚାଇନାର ଅଂଶ ବୋଲି ଦର୍ଶାଯାଇଛି । ଡବ୍ଲୁଏଚଓ ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଏମିତି କାହିଁକି ଓ କେମିତି କଲା ତାହା ଏବେ ପ୍ରଶ୍ନବାଚୀ...

ବସି ପାରିଲାନି ବୈଠକ, ସନ୍ଦେହରେ ପ୍ରସଙ୍ଗ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏଥର କେନ୍ଦ୍ର ସରକାର ବଜେଟ୍‌ରେ କେଉଁସବୁ ଦିଗ ଉପରେ ଗୁରୁତ୍ୱ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟତଃ ତ୍ତତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ନିର୍ବାଚନ...

ମୋରାଲ ପୋଲିସିଂକୁ ଅନୁମତି ନାହିଁ, ଧର୍ମପରିବର୍ତ୍ତନ କରି ବିବାହ କରିଥିବା ମହିଳାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୩୦।୧ : ଦୁଇ ସାବାଳକ ନିଜ ପସନ୍ଦର ବିବାହ କରିପାରିବେ। ଏକ୍ଷେତ୍ରରେ ମୋରଲ ପୋଲିସିଂକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କ ଦାମ୍ପତ୍ୟ ଜୀନରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ...

ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ, ହାଇକୋର୍ଟଙ୍କ ରାୟ…

ଗ୍ବାଲିୟର୍‌, ୩୦।୧ : ଯେ କୌଣସି ମାମଲାରେ ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍‌ ବେଞ୍ଚ କହିଛନ୍ତି। ସାକ୍ଷ୍ୟ ପ୍ରମାଣ ଆଇନର ଧାରା ୪୫ ଅନୁଯାୟୀ ଡାକ୍ତରଙ୍କ...

ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା ଆବଶ୍ୟକ…

ନୂଆଦିଲ୍ଲୀ, ୩୦।୧ : ନ୍ୟାୟ ହେଉଥିବାରୁ ପ୍ରମାଣ ମିଳିଥାଏ ଯେତେବେଳେ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯାଏ ପାରିଥାଏ। ନିଜ ଆଖି ସାମ୍ନାରେ ଜନସାଧାରଣ ନ୍ୟାୟିକ ପ୍ରକ୍ରିୟାକୁ ହୃଦୟଙ୍ଗମ କରିପାରିଥାନ୍ତି। ତେଣୁ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ...

ପୁଣି ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ସିଓଲ୍‌/ଟୋକିଓ, ୩୦।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ରବିବାର ପୁଣି ଥରେ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତିି। ଗତ ୪ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କିମ୍‌ କରିଛନ୍ତି। ଆମେରିକାର ସୂଚନା...

ୟେମେନରେ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି, ଜାତିସଂଘ ରିପୋର୍ଟ…

ଜେନେଭା, ୩୦।୧ : ୟେମେନରେ ହୌତି ବିଦ୍ରୋହୀମାନଙ୍କ ଯୋଗୁ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁୂ ହୌତି ବିଦ୍ରୋହୀ ମାନେ ସଂଗଠନରେ ସାମିଲ କରିଥିଲେ। ବାଳୁତଙ୍କ ହାତରେ ବନ୍ଧୁକ ଧରାଇ ହୌତି ବିଦ୍ରୋହୀ ସେମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଥିବା...

ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ

ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ ଲୋକେ ବିଦ୍ୟୁତ୍‌କାଟ୍‌ର ସମ୍ମୁଖୀନ ହେଉଛନ୍ତି। ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ପାଣିପାଗ...

୨ ଜାତିସଂଘ ଅନୁସନ୍ଧାନକାରୀଙ୍କ ହତ୍ୟା ମାମଲା, ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ, ମାତ୍ର କାହାକୁ ବି ଦିଆଯିବନି ଫାଶୀ…

କିନ୍‌ଶାସା, ୩୦।୧ : କଙ୍ଗୋର କାସାଇ ପ୍ରଦେଶରେ ମିଳିତ ଜାତିସଂଘର ଅନୁସନ୍ଧାନକାରୀ ମାଇକେଲ ଶାର୍ପ ଏବଂ ଜୈଦା କାଟାଲାନଙ୍କୁ ହତ୍ୟା କରା ଯିବାର ପ୍ରାୟ ପାଞ୍ଚ ବର୍ଷ ପରେ ଏକ ସାମରିକ କୋର୍ଟ ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।...

ଲୋକତନ୍ତ୍ର ଆଇନ ଦ୍ୱାରା ପରିଚାଳିତ ହୋଇଥାଏ, ବ୍ୟକ୍ତି ବିଶେଷଙ୍କ ଶାସନରେ ନୁହେଁ…

ନୂଆଦିଲ୍ଲୀ, ୩୦।୧ : : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ସଦ୍ୟତମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri