Tag Archives: Home Middle

ଘନ କୁହୁଡ଼ି ଯୋଗୁ ୪୮୧ ଟ୍ରେନ୍‌ ବାତିଲ…

ନୂଆଦିଲ୍ଲୀ, ୨୪।୧ : ସାରା ଦେଶରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଯୋଗୁ ରେଲଓ୍ବେର ସମସ୍ୟା ବୃଦ୍ଧି ପାଇଛି। ଘନ କୁହୁଡ଼ି ଯୋଗୁ ୪୮୧ ଟ୍ରେନକୁ ବାତିଲ କରାଯାଇଛି। ଏହା ସହିତ ବହୁ ସ୍ଥାନରେ ଟ୍ରାକର ମରାମତି କାର୍ଯ୍ୟ...

ଓମିକ୍ରନ୍‌ ଏବେ ଛୋଟ ସହର-ଗାଁ ମୁହାଁ…

ନୂଆଦିଲ୍ଲୀ, ୨୪।୧ : ଭାରତରେ କରୋନା ମହାମାରୀର ତୃତୀୟ ଲହର ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କେରଳର କୋଚି, ଆଇଏମଏରେ କରୋନା ଟାସ୍କ ଫୋର୍ସର ଉପଦେଷ୍ଟା ଡ. ରାଜୀବ ଜୟଦେବନ କହିଛନ୍ତି ଯେ ଏବେ ଓମିକ୍ରନ୍‌ ସଂକ୍ରମଣ ଛୋଟ ସହର...

ସିରିଆରେ ଗୃହଯୁଦ୍ଧ, ଆଇଏସ୍‌-କୁର୍ଦ୍ଦ ସୈନ୍ୟ ମୁହାଁମୁହିଁ…

ଦାମାସ୍‌କସ୍‌, ୨୪।୧ : ସିରିଆରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀ ଏବଂ କୁର୍ଦ୍ଦ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଏବଂ କୁର୍ଦ୍ଦ ବାହିନୀ ମଧ୍ୟରେ ଏହି ବିବାଦ ଗୁରୁବାର...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ …

ନୂଆଦିଲ୍ଲୀ, ୨୪।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬ ହଜାର ୬୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି...

ଆମେରିକା ସେନା ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ରକୁ ବିକ୍ରି କରୁଛି ତାଲିବାନ

ଶ୍ରୀନଗର,୨୪ ।୧: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ସେଠାରେ ଥିବା ଆମେରିକା ସେନାଙ୍କର ହୋଇଥିଲା ଘର ବାହୁଡା । ହେଲେ ଆମେରିକା ସେନା ଆଫଗାନିସ୍ତାନରେ କିଛି ଅସ୍ତ୍ରଶସ୍ତ୍ର ଛାଡି ଆସିଥିଲେ । ଏବେ ଏହାକୁ ତାଲିବାନ ବିକ୍ରି...

୬୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ…

ମୁମ୍ବାଇ, ୨୪।୧ : ସୋମବାରଠାରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏବେ ବିଦ୍ୟାଳୟରେ ଅଫଲାଇନ ଶିକ୍ଷା ଆରମ୍ଭ ହେବ। କୋଭିଡ ନିୟମ ଅନୁସରଣ କରି ବିଦ୍ୟାଳୟରେ ଶିକ୍ଷାଦାନ...

ଛିଣ୍ଡୁନି ଭାଗବଣ୍ଟା, ୨୦୮ ଆସନ ନେଇ ସସ୍‌ପେନ୍ସ୍‌ ଜାରି…

ଲକ୍ଷ୍ନୌ, ୨୪।୧ : ଉତ୍ତରପ୍ରଦେଶ ପାଇଁ ଭାଜପା ଏବଂ ସହଯୋଗୀଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଣ୍ଡୁନି। ବୈଠକ ପରେ ବୈଠକ ଶେଷ ହେଲେ ବି ରାଜ୍ୟର ୨୦୮ ବିଧାନସଭା ଆସନ ନେଇ ସସ୍‌ପେନ୍ସ୍‌ ଜାରି ରହିଛି। ଏଥିପାଇଁ ନିର୍ବାଚନ ପାଖେଇ...

ଟିକା ନେଇ ନ ଥିବା ଲୋକଙ୍କ ପାଇଁ ଘାତକ ହେବ ଓମିକ୍ରନ୍‌: ଡବ୍ଲୁଏଚଓ

ଜେନେଭା,୨୪ ।୧: କରୋନା ସଂକମ୍ରଣ ମାମଲା କିଛିଦିନ ହେବ ୩୩ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହାଯୋଗୁ ମୃତ୍ୟୁ ସଂଖ୍ୟାରେ ବି ୪୪ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ସାରା ଦେଶରେ ସଂକ୍ରମଣ ୮ ପ୍ରତିଶତ ଓ...

‘ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟୁ’

ନୂଆଦିଲ୍ଲୀ,୨୪।୧ (ପି.ଟି.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ଏବେ ଲୋକପ୍ରିୟ ଲୋକକଥାର ଅଂଶବିଶେଷ ହୋଇଗଲାଣି। ନେତାଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଯିବା ତାଙ୍କ ପରିବାର ଓ ତାଙ୍କ ଜୀବନୀ ଉପରେ ଗବେଷଣା ଚଳାଇଥିବା ଲୋକେ...

ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁଛି ରୁଷିଆ

ଲଣ୍ଡନ, ୨୪ା୧: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ଆଶଙ୍କା ଦିନକୁ ଦିନ ଦୃଢ଼ୀଭୂତ ହେବାରେ ଲାଗିଥିବାବେଳେ କ୍ରେମେଲିନ୍‌ ନାଁରେ ସଙ୍ଗିନ ଅଭିଯୋଗ ଆଣିଛି ବ୍ରିଟେନ। ୟୁକ୍ରେନରେ ବର୍ତ୍ତମାନ ଥିବା ସରକାରଙ୍କୁ ହଟାଇ ସେଠାରେ ରୁଷିଆ ନିଜ ସପକ୍ଷରେ ଏକ...

ଯୋଗୀଙ୍କ ଧ୍ରୁବୀକରଣ ରାଜନୀତି

ଲକ୍ଷ୍ନୌ,୨୪ା୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଗାଜିଆବାଦରେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଜିଆବାଦରେ ହଜ୍‌...

କେନ୍ଦ୍ର ପ୍ରସ୍ତାବକୁ ବିରୋଧ ବଢୁଛି

ନୂଆଦିଲ୍ଲୀ,୨୪ା୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ତାହା ହେଲା ଉକ୍ତ ରୁଲ୍ସର ରୁଲ୍‌ ୬ରେ ଏକ ନୂଆ ନିୟମ ଯୋଡ଼ାଯିବ। ପ୍ରସ୍ତାବିତ ସଂଶୋଧନ ବଳରେ ରାଜ୍ୟ ସରକାରମାନଙ୍କ ସଂରକ୍ଷଣକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri