Tag Archives: Home Middle

ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ

ରାଞ୍ଚତ୍,୨୪ା୧: ଆଫ୍ରିକୀୟ ଦେଶ ମାଲିରେ ବିଦ୍ୟୁତ୍‌ ଲାଇନ ବିଛାଯିବା କାମରେ ନିୟୋଜିତ ଝାଡଖଣ୍ଡର ୩୩ ଶ୍ରମିକ ଫସିଛନ୍ତି। ସେମାନେ ଭାରତ ଫେରିବା ପାଇଁ କେନ୍ଦ୍ର ସରକାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହାୟତା ଲୋଡ଼ିଛନ୍ତି। କର୍ମଚାରୀଙ୍କ ସହ ସମ୍ପାଦିତ...

ଯୁକ୍ତ୨ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କରୋନା ପାଇଁ ଗତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କିନ୍ତୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ନ ହେଲେ ବିକଳ୍ପ ପଦ୍ଧତିରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ଯୁକ୍ତ୨...

ହରିୟାଣା ପୋଲିସ ହଟହଟା

ବାହାନଗା, ୨୪ା୧(ଡି.ଏନ.ଏ.): ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଫେରାର ଥିବା ବାଲେଶ୍ୱର ବାହାନଗା ଅଞ୍ଚଳର ୨ଯୁବକଙ୍କୁ ଗିରଫ କରିବାକୁ ଆସି ହରିୟାଣା ପୋଲିସ ହଟହଟା ହୋଇଛି। ଅଭିଯୁକ୍ତଙ୍କୁ ନ ପାଇ ସେମାନଙ୍କ ପରିବାର ଲୋକଙ୍କୁ ଖନ୍ତାପଡ଼ା ଥାନାକୁ ଆଣିଥିବାରୁ ପୋଲିସ...

ୟୁରୋପରେ ଷ୍ଟିଲଥ୍‌ ଓମିକ୍ରନ୍‌ ଆତଙ୍କ, ୪୦ରୁ ଅଧିକ ଦେଶକୁ ବ୍ୟାପିଲା…

ଓ୍ବାଶିଂଟନ, ୨୩।୧ : ଓମିକ୍ରନ୍‌ ପରେ ଏବେ ୟୁରୋପରେ ନୂଆ ଭାରିଆଣ୍ଟ୍‌ ଷ୍ଟିଲଥ୍‌ ଓମିକ୍ରନ୍‌ ( ବିଏ.୨)ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଷ୍ଟିଲଥ୍‌ ଓମିକ୍ରନ୍‌ ୪୦ରୁ ଅଧିକ ଦେଶକୁ ବ୍ୟାପିଛି। ଷ୍ଟିଲଥ୍‌ ଓମିକ୍ରନ୍‌ ଭୂତାଣୁ ଆଣଶିଟି-ପିସିଆର ପରୀକ୍ଷାରେ ମଧ୍ୟ ଜଣାପଡ଼ି...

ଉତ୍ତରପ୍ରଦେଶରେ ପରିବର୍ତ୍ତନ ଚାହୁଁଛନ୍ତି ଲୋକେ !…

ଲକ୍ଷ୍ନୌ, ୨୩।୧ : ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହଁୁଥିବା ଏକ ସର୍ଭେରୁ ଜଣାପଡିଛି। ଏବିପି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ୨୦ ନଭେମ୍ବର, ୧୮ ଡିସେମ୍ବର ଏବଂ ୨୨ ଜାନୁୟାରୀରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ...

ନେତାଜୀଙ୍କ ୨୮ ଫୁଟ ଉଚ୍ଚ ହଲୋଗ୍ରାମ ପ୍ରତିମା ଲୋକାର୍ପିତ…

ନୂଆଦିଲ୍ଲୀ, ୨୩।୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ୨୮ ଫୁଟ ଉଚ୍ଚ ହଲୋଗ୍ରାମ୍‌ ପ୍ରତିମାର ଲୋକାର୍ପଣ କରିଛନ୍ତି। ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ...

ରାଜଧାନୀରେ ହାଡ଼ଭଙ୍ଗା ଶୀତ ନେଲାଣିି ୧୦୬ ଜୀବନ !…

ନୂଆଦିଲ୍ଲୀ, ୨୩।୧ : ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତଯୋଗୁ ଚଳିତବର୍ଷ ଜାନୁୟାରୀରେ ଇତିମଧ୍ୟରେ ୧୦୬ ଜଣଙ୍କର ଜୀବନ ଗଲାଣି। ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ (ସିଏଚଡି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏନଜିଓ...

ମହାକାଶ ପାଲଟୁଛି ଅଳିଆ ଗଦା, ବିଶେଷଜ୍ଞଙ୍କ ଚେତାବନୀ…

ଓ୍ବାଶିଂଟନ, ୨୩।୧ : କମର୍ସିଆଲ ସ୍ପେସ୍‌ ଇଣ୍ଡଷ୍ଟ୍ରିର ବିକାଶ ଧାରା ଜାରି ରହିଛି। ଏହା ଯୋଗୁ ମହାକାଶ ଏବେ ଅଳିଆ ଗଦା ପାଲଟିବା ଆରମ୍ଭ କରିଛି। ମହାକାଶରେ କୁଢ଼ କୁଢ଼ ଆବର୍ଜନା ସୃଷ୍ଟି ହେବାରେ ଲାଗିଛି। ସ୍ପେସ ବର୍ଜ୍ୟବସ୍ତୁ ବିଷୟରେ...

ଉପରାଷ୍ଟ୍ରପତି କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୨୩।୧ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ନିଜକୁ ଆଇସୋଲେଶନରେ ରଖିଥିବା ସମ୍ପର୍କରେ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି ରବିବାର ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ଏକ ସପ୍ତାହ...

୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବ ସଂକ୍ରମଣ…

ନୂଆଦିଲ୍ଲୀ, ୨୩।୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି। ତୃତୀୟ ଲହର ଆଉ ୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବାର ଆଶଙ୍କା ରହିଛି ବୋଲି ଆଇଆଇଟି ମାଡ୍ରାସ୍‌ର ଗବେଷକଙ୍କ ପ୍ରାଥମିକ ବିଶ୍ଳେଷଣରୁ ଏସମ୍ପର୍କରେ ସୂଚନା ମିଳିଛି। ଆସନ୍ତା...

ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ, ୨୩।୧ : ଦେଶରେ ଓମିକ୍ରନ ଭାରିଆଣ୍ଟ୍‌ର ଗୋଷ୍ଠୀ ସଂକ୍ରମଣ ହେବାର ସଙ୍କେତ ମିଳିିଛି। ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜେନୋମିକ୍ସ କନସୋର୍ଟିୟମ୍‌ (ଇନସାକୋଗ୍‌) ଏହାର ସର୍ବଶେଷ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ୍‌ ଦେଶରେ ଗୋଷ୍ଠୀସ୍ତରରେ ବ୍ୟାପିବାରେ...

୧୦୦ କଏଦୀ ହେବେ ମୁକ୍ତ…

ଲକ୍ଷ୍ନୌ, ୨୩।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭଲ ଆଚରଣ, ବୃଦ୍ଧାବସ୍ଥାରେ ପହଞ୍ଚିଥିବା ଏବଂ ଗୁରୁତର ରୋଗରେ ପୀଡିତ ୧୦୦ କଏଦୀଙ୍କୁ ସରକାର ମୁକ୍ତ କରିବେ। ଯେଉଁମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri