Tag Archives: Home Middle

ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼, ୧୮।୧ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏ ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଛନ୍ତିି। ସାଧାରଣ ଜନତାଙ୍କ ମତାମତ ଆଧାରରେ ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ...

ଇତିହାସରେ ପ୍ରଥମ ଘଟଣା, ୩୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ…

ନୂଆଦିଲ୍ଲୀ, ୧୮।୧ : ଦେଶରେ ୨୬ ଜାନୁୟାରୀ ୨୦୨୨ ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀର ରାଜପଥରେ ପରେଡ ଅନୁଷ୍ଠିତ ହୋଇଥା। କିନ୍ତୁ ଚଳିତ ବର୍ଷ ପରେଡ ନିର୍ଦ୍ଧାରିତ ସମୟଠାରୁ ୩୦ ମିନିଟ୍‌ ବିଳମ୍ବରେ...

ଋଣଛାଡ ଆଶାରେ କୃଷକ କରୁ ନାହାନ୍ତି ପରିଶୋଧ, ସୁପ୍ରିମ୍‌କୋର୍ଟରେ ବ୍ୟାଙ୍କର ଉତ୍ତର…

ନୂଆଦିଲ୍ଲୀ, ୧୮।୧ : କୃଷକମାନେ ଋଣ ପରିଶୋଧ କରୁନାହାଁନ୍ତି ବୋଲି ପଞ୍ଜାବର ଏକ ବ୍ୟାଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବ୍ୟାଙ୍କ କହିଛି ଯେ ଏହାର କାରଣ ହେଉଛି ରାଜ୍ୟରେ ବିଧାନସଭା ନିର୍ବାଚନ। କୃଷକମାନେ ଆଶା କରୁଛନ୍ତି ଯେ ରାଜ୍ୟରେ ନୂଆ...

ଚେତାବନୀ, ସମସ୍ତଙ୍କର ଟିକାକରଣ ନ ହେଲେ, ଆସୁଥିବ ନୂଆ ନୂଆ ଭାରିଆଣ୍ଟ…

ନୂଆଦିଲ୍ଲୀ, ୧୮।୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ୨୦୨୨ ବର୍ଷରେ ବହୁବିଧ ସଂସ୍କାର ଆଣିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ସମାନତା ଏବଂ ନିରପେକ୍ଷତାର...

ସ୍ଥିତି ସଙ୍କଟ ଜନକ, ମୃତ୍ୟୁ ସଂଖ୍ୟା ବଢ଼ାଉଛି ଚିନ୍ତା …

ନୂଆଦିଲ୍ଲୀ, ୧୮।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୩୮ ହଜାର ୧୮...

ସାଧାରଣତନ୍ତ୍ର ଦିବସ ପୂର୍ବରୁ ବଢିଲା ରାଜପଥର ସୁରକ୍ଷା: ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୧୮ ।୧: ପାଖେଇ ଆସିଲାଣି ସାଧାରଣତନ୍ତ୍ର ଦିବସ । ଦିନକ ପୂର୍ବରୁ ରାଜଧାନୀ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ମିଳିବା ପରେ ଏବେ ଦିଲ୍ଲୀ ପୋଲିସ ସକ୍ରିୟ ହୋଇ ଉଠିଛି । ରାଜପଥ ଓ ଏହାର ଆଖପାଖର ସୁରକ୍ଷାକୁ...

ପ୍ରଭାବ ଶୂନ୍ୟ ୫୦୦ କୋଟି ଟଙ୍କାର କରୋନା ଔଷଧ ସେବନ କରିଛନ୍ତି ଲୋକେ!

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ସାରା ବିଶ୍ୱ ଏହାକୁ ଭୟ କରିଯାଇଛି । ତେବେ କରୋନା ମହାମାରୀର ଚିକିତ୍ସା ପାଇଁ ସଫଳ କୁହାଯାଉଥିବା ଓ କୋଭିଡ ପ୍ରୋଟୋକଲରେ ସାମିଲ କରାଯାଇଥିବା କିଛି...

ୟୁପି ନିର୍ବାଚନ: ମୋଦି କରିବେ ଭର୍ଚୁଆଲ ପ୍ରଚାର, ନମୋ ଆପରେ ଭାଜପା କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର

ନୂଆଦିଲ୍ଲୀ,୧୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ବାରାଣସିରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହେବେ । ନିର୍ବାଚନ କମିଶନଙ୍କଦ୍ୱାରା ଉତ୍ତରପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ...

ସାଧାରଣତନ୍ତ୍ର ଦିବସରେ ହୋଇପାରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ,୧୮ ।୧: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରେ ବ୍ୟାପକ ପରିମାଣର ହିଂସା ହୋଇପାରେ ବୋଲି ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି । ଆଇଏସର ଇସାରାରେ ଘାଟିରେ ଆଇଇଡି ବିସ୍ଫୋରଣର ଯୋଜନା କରାଯାଇଛି । ଏହା ବ୍ୟତୀତ ସୁରକ୍ଷାକର୍ମୀ, ପୋଲିସ ଓ ସାଧାରଣ...

ଆମେରିକାରେ କରୋନା ପାଲଟିଛି ଶିଶୁଙ୍କ ପାଇଁ ବଡ ଶତ୍ରୁ

ୱାଶିଂଟନ,୧୮ ।୧: କରୋନାର ପ୍ରଭାବ ଶିଶୁଙ୍କ ଉପରେ ବେଶୀ ରହିବ ନାହିଁ । ଏବେ ଏହାର ବିପରିତ ପରିଣାମ ଆମେରିକାରେ ଦେଖିବାକୁ ମିଳିଲାଣି । ଏବେ ଶିଶୁଙ୍କ ପାଇଁ କରୋନା ସବୁଠାରୁ ବଡ ଶତ୍ରୁ ପାଲଟିଛି । ଯାହା ସାରା...

‘ଭାରତରେ ନିବେଶ କରିବାର ସମୟ’

ନୂଆଦିଲ୍ଲୀ,୧୭।୧: ଭାରତରେ ନିବେଶ କରିବାର ଶ୍ରେଷ୍ଠ ସମୟ ଆସିଯାଇଛି। ବିଶ୍ୱ ନେତାଙ୍କୁ ଉଦ୍‌ବୋଧନ ଦେଇ ବିଶ୍ୱ ଇକୋନୋମିକ୍‌ ଫୋରୋମ (ଡବ୍ଲ୍ୟୁଇଏଫ୍‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଏଥିସହ ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ବିନିଯୋଗ ଲକ୍ଷ୍ୟସ୍ଥଳ ନିର୍ମାଣ କରିବା...

୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ

ବଲାଙ୍ଗୀର ଅଫିସ,୧୭ା୧: ଗଣତନ୍ତ୍ରର ସଶକ୍ତିକରଣ, ତୃଣମୂଳସ୍ତରରୁ ଲୋକଙ୍କ ଭାଗିଦାରୀ ଏବଂ ବିକାଶମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ସହଭାଗିତାକୁ ସୁଦୃଢ଼ କରୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଗୋଟିଏ ପଞ୍ଚାୟତର ସରପଞ୍ଚ ପଦକୁ ନିଲାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri