Tag Archives: Home Middle

ନିର୍ବାଚନ ଫିକା ଫିକା, ଆସିବେନି ଷ୍ଟାର ପ୍ରଚାରକ !…

ଲକ୍ଷ୍ନୌ, ୧୬।୧: ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ଫିକା ଫିକା ହେବାର...

ଟିକାର ଉଭୟ ଡୋଜ୍‌ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ…

ନୂଆଦିଲ୍ଲୀ, ୧୬।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଗତ ଏକ ବର୍ଷରେ ଦେଶର ୬୯.୮ ପ୍ରତିଶତ ଜନ ସଂଖ୍ୟା ଟିକାର ଉଭୟ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ଦେଶର...

ଦୁଇ ମହାମାରୀ ସହିତ ଲଢୁଛି ପୃଥିବୀ…

ନୂଆଦିଲ୍ଲୀ, ୧୬।୧: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକୃତି ଏବଂ ପରିବର୍ତ୍ତନ ବିଷୟରେ ନିରନ୍ତର ଗବେଷଣା ଜାରି ରଖୁଛନ୍ତି। ଏପରିସ୍ଥଳେ ଖ୍ୟାତିସମ୍ପନ୍ନ ଭିରୋଲୋଜିଷ୍ଟ ତଥା ଇଣ୍ଡିଆନ କାଉନସିଲ...

ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍‌ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କର ଟିକାକରଣକୁ ଅପେକ୍ଷା କରିବାର କୌଣସି ଅର୍ଥ...

ରାଜଧାନୀରେ ସଂକ୍ରମଣକୁ ରୋକିଲା ସପ୍ତାହନ୍ତ କର୍ଫ୍ୟୁ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସପ୍ତାହନ୍ତ କର୍ଫ୍ୟୁ ଏବଂ କଡ଼ା କଟକଣା ଲାଗୁ ହେବା ଯୋଗୁ କରୋନା ମହାମାରୀ ସଂକ୍ରମଣ...

କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…

ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟଠାରୁ ଢ଼େର ଅଧିକ। ଏହା ସରକାରୀ ରିପୋର୍ଟରେ...

ଜାନୁୟାରୀ ୨୩ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ସରକାରଙ୍କ ଘୋଷଣା…

ଲକ୍ଷ୍ନୌ, ୧୬।୧: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୬...

ଖୁସି ଖବର: ୬ ଦେଶରେ କମିଲା ଓମିକ୍ରନ୍ ସଂକ୍ରମଣ

ନୂଆଦିଲ୍ଲୀ,୧୬ ।୧: ଦୀର୍ଘ ୩ ମାସ ପରେ ବିଶ୍ୱର ପ୍ରାୟ ୬ଟି ଦେଶରେ ୟୁଟର୍ଣ୍ଣ ନେଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଅର୍ଥାତ୍ ସଂକ୍ରମଣ କମ୍ ହେଲାଣି । ଏହି ଦେଶମାନଙ୍କ ମଧ୍ୟରେ ରହିଛନ୍ତି, ବ୍ରିଟେନ, କନାଡା, ଇଟାଲୀ,...

କରୋନା ଟିକାକରଣକୁ ପୂରଣ ହେଲା ବର୍ଷେ: ଦିଆଗଲାଣି ୧୫୭ କୋଟି ଡୋଜ

ନୂଆଦିଲ୍ଲୀ,୧୬ ।୧: ଜାନୁୟାରୀ ୧୬ ଦେଶପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଦିନରେ ଅର୍ଥାତ୍ ୧୬ ଜାନୁୟାରୀ ୨୦୨୧ରେ କରୋନା ଭଳି ମହାମାରୀ ବିରୋଧରେ ଲଢିବାକୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ...

ବିଶେଷଜ୍ଞଙ୍କ ଦାବି ସବୁଦିନ ପାଇଁ ରହିବ ନାହିଁ କରୋନା, ଖୁବଶୀଘ୍ର ହେବ ଶେଷ

ୱାଶିଂଟନ,୧୬ ।୧: ସାରା ବିଶ୍ୱ କରୋନା ମହାମାରୀର ନୂଆ ନୂଆ ଭାରିଏଣ୍ଟକୁ ଦେଖି ସାରିଲାଣି । ଏହାର ଭୟାବହତାକୁ ବି ଅଙ୍ଗେ ଲିଭାଇଲାଣି । କରୋନା ସବୁକ୍ଷେତ୍ରରେ ପ୍ରଭାବ ପକାଇ ସାରିଲାଣି । ଫଳରେ ଲୋକେ ବହୁ ସମସ୍ୟାର ସାମ୍ନା...

କୋର୍ଟରେ ମାମଲାର ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍‌-ରାଜକୁମାର ବ୍ୟବହାର କରିବା ନେଇ କେନ୍ଦ୍ର-ରାଜ୍ୟର ମତାମତ ଲୋଡ଼ାଗଲା…

ଜୟପୁର, ୧୫।୧ : ହାଇକୋର୍ଟ ଅବା ନିମ୍ନ କୋର୍ଟରେ କୌଣସି ମାମଲାରେ ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍‌-ରାଜକୁମାର ବ୍ୟବହାର କରି ହେବ କି ନାହିଁ ସେ ନେଇ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ମତାମତ...

୪ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଅଫିସରଙ୍କୁ ସ୍ତରରେ ପଦୋନ୍ନତି ଦେଇଛନ୍ତି। ୪ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ୧୯୯୧ ବ୍ୟାଚ୍‌ର  ଆଇଏଏସ୍‌ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ, ବିଜୟ ଆରୋରାଙ୍କୁ ଅତିରିକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri