Tag Archives: Home Middle

କ୍ରୋମ୍‌ ଅପଡେଟ୍‌ରେ କମ୍ପ୍ୟୁଟରରେ ଭାଇରସ ସହିତ ବ୍ଲାକ୍‌ମେଲିଂ ଆଶଙ୍କା…

ନୂଆଦିଲ୍ଲୀ, ୧୫।୧ : କମ୍ପ୍ୟୁଟର, ସ୍ମାର୍ଟଫୋନ କିମ୍ବା ଅନ୍ୟାନ୍ୟ ଡିଭାଇସରେ ଅପଡେଟ ଆସିବାକୁ ସକାରାତ୍ମକ ଭାବେ ଗ୍ରହଣ କରାଯାଇଥାଏ। ଏହା ଦ୍ୱାରା ଏହାର ସୁରକ୍ଷାସ୍ତର ଅପଡେଟ ହୋଇଥାଏ। ବଗ୍‌ ଫିକ୍ସ୍‌ କରାଯାଇଥାଏ। ଫଳରେ ଭାଇରସ କିମ୍ବା ମାଲୱେର୍‌ ଆକ୍ରମଣର ଆଶଙ୍କା...

ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା

ନୂଆଦିଲ୍ଲୀ,୧୫।୧: ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜ ଟୁଇଟ୍‌ରେ ସେ ଦୀର୍ଘ ୭ ବର୍ଷ ଧରି ଦଳର ସଫଳତା ଲାଗି କାର୍ଯ୍ୟ...

ଲିପୁଲେଖରେ ଭାରତର ସଡ଼କ ପ୍ରଶସ୍ତିକରଣକୁ ନେପାଳ ପକ୍ଷରୁ ବିରୋଧ…

କାଠମାଣ୍ଡୁ/ନୂଆଦିଲ୍ଲୀ, ୧୫।୧ : ଭାରତ ସରକାରଙ୍କ ପକ୍ଷରୁ ଉତ୍ତରାଖଣ୍ଡର ଲିପୁଲେଖରେ ସଡ଼କ ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହାକୁ ନେପାଳ ପକ୍ଷରୁ ବିରୋଧ କରାଯାଇଛି। ଭାରତ ପକ୍ଷରୁ ନେପାଳ ସୀମାରେ ହସ୍ତକ୍ଷେପ କରାଯାଉଥିବା ଅଭିଯୋଗ ହୋଇଛି। ଶାସକ ଏବଂ...

ଜାନୁୟାରୀ ୨୨ ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ରୋକ…

ନୂଆଦିଲ୍ଲୀ, ୧୫।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଉପରେ ରୋକ ଜାନୁୟାରୀ ୨୨ ପର୍ଯ୍ୟନ୍ତ...

ସେନାମୁଖ୍ୟଙ୍କ ଚେତାବନୀ, ଭାରତର ଧୈର୍ଯ୍ୟର ପରୀକ୍ଷା ନ ନେଉ ଚାଇନା…

ନୂଆଦିଲ୍ଲୀ, ୧୫।୧ : ଏଲ୍‌ଏସିରେ ଭାରତ ଚାଇନା ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଛି। ଚାଇନା ଜାଣିଶୁଣି ଶାନ୍ତି ପ୍ରୟାସରେ ବାଧା ସୃଷ୍ଟି କରୁଛି। ତେବେ ଏଭଳି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ। ଚାଇନା ଭାରତର ଧୈର୍ଯ୍ୟର ପରୀକ୍ଷା ନ...

ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଭୋପାଳ, ୧୫।୧ : ଏକ ମାମଲାର ବିଚାର କରି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ,ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି। ଏଥିରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ବିଚାରପତି ଜି.ଏସ୍‌. ଅଲୁଓ୍ବାଲିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି...

ନେତାଜୀଙ୍କ ଜୟନ୍ତୀରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ…

ନୂଆଦିଲ୍ଲୀ, ୧୫।୧ : ଚଳିତ ବର୍ଷଠାରୁ ସାଧାରଣତନ୍ତ୍ର ଦିବସ ସମାରୋହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଜାନୁୟାରୀ ୨୩ରୁ ଆରମ୍ଭ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଏହି ସମାରୋହ...

କରୋନାକୁ ହରାଇଲା ୧ ମାସର ଶିଶୁ, ଭାବୁକ ହେଲେ ହସ୍ପିଟାଲ କର୍ମଚାରୀ

ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି । ଏହି ସମୟରେ ସଂକ୍ରମଣ ତୁଳନାରେ ସୁସ୍ଥତା ହାର ବି ଭଲ ରହିଥିବା ଜଣାପଡିଛି । ନିକଟରେ କରୋନାରେ ସଂକ୍ରମିତ ହୋଇ ଜଣେ ୧ ମାସର...

ପଞ୍ଜାବ ବିଧାନସଭା ନିର୍ବାଚନ: ଚମକୌର ସାହିବରୁ ଚନ୍ନୀ, ଅମୃତସର ପୂର୍ବରୁ ସିଦ୍ଧୁ ଲଢିବେ ନିର୍ବାଚନ

ଚଣ୍ଡିଗଡ଼,୧୫ ।୧: ବାଜିଲା ପଞ୍ଜାବ ବିଧାନସଭା ନିର୍ବାଚନ ବିଗୁଲ । ଶାସକ କଂଗ୍ରେସ ଦଳ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୮୬ ଜଣଙ୍କ ନାମ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ଚରଣଜିତ...

ଜାତୀୟ ଷ୍ଟାର୍ଟ ଅପ୍‌ ଡେ ଘୋଷଣା, ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ…

ନୂଆଦିଲ୍ଲୀ, ୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଷ୍ଟାର୍ଟ ଅପ୍‌ ଡେ ପାଳନ ସମ୍ପର୍କରେ ଶନିବାର ଘୋଷଣା କରିଛନ୍ତି। ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ ଏହି ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀଙ୍କ...

ଗୋରଖପୁରରୁ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍‌ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ...

ଆହୁରି କିଛିଦିନ ଥରାଇବ ଜାଡ଼

ନୂଆଦିଲ୍ଲୀ,୧୫ ।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ ଭାରତ ଓ ଉପକୂଳ ଆନ୍ଧ୍ର ପ୍ରଦେଶରେ ଆସନ୍ତା ୨ ଦିନ ବର୍ଷା ଲାଗି ରହିବ । ଏହାସହ ଆଗାମୀ ୪-୫ ଦିନ ଉତ୍ତର ଭାରତରେ ଘନ କୁହୁଡି ଦେଖାଯିବ ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri