Tag Archives: Home Middle

ସାଇପ୍ରସରୁ ‘ଡେଲ୍ଟାକ୍ରନ’ ଭାରିଆଣ୍ଟ

ନିକୋସିଆ,୯।୧: କୋଭିଡ୍‌-୧୯ ଭାଇରସର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ସାଇପ୍ରସରେ। ଏହାର ନାମ ‘ଡେଲ୍ଟାକ୍ରନ’। ଏଥିରେ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ମିଳିତ ଅଛି। ସାଇପ୍ରସ ବିଶ୍ୱବିଦ୍ୟାଳୟରେ ଜୈବିକ ବିଜ୍ଞାନ ପ୍ରଫେସର ଲେଓଣ୍ଡିଅସ କୋଷ୍ଟ୍ରିକିସ କହିଛନ୍ତି। “ନୂଆ ଭାରିଆଣ୍ଟ...

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ…

ନୂଆଦିଲ୍ଲୀ, ୯।୧ : ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିବ। ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର ଆଦି ୫ ରାଜ୍ୟରେ ଏଭଳି କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ସହିତ...

ରାଜଧାନୀରେ କରୋନା ବେଲଗାମ୍‌…

ନୂଆଦିଲ୍ଲୀ, ୯।୧ : ରାଜଧାନୀ ଦିଲ୍ଲୀରେ କରୋନା ବେଲଗାମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨ ହଜାର ୭୫୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାଯୋଗୁ ସଂକ୍ରମଣ ହାର ୨୫.୫୩ ପ୍ରତିଶତ ଛୁଇଁଛି। ଫଳରେ ମୋଟ...

କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ, କୌଣସି ପାର୍ଟି ବିରୋଧରେ କରାଯିବନି ନିର୍ବାଚନ ପ୍ରଚାର…

ନୂଆଦିଲ୍ଲୀ, ୯।୧ : ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁରର ଫେବୃୟାରୀ ୧୦ଠାରୁ ନିର୍ବାଚନ ହେବାକୁ ଯାଉଛି। ଏେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ସହିତ ଭୋଟରଙ୍କୁ ହାତେଇବାର ଯୋଜନା ପ୍ରସ୍ତୁତ କରାଯାଇଛ। ଏହି ମର୍ମରେ ଆମ୍‌...

ନିର୍ବାଚନ ପ୍ରଚାରରେ ରାଲି ବନ୍ଦ ପାଇଁ ୪୧ ପ୍ରତିଶତଙ୍କ ସମର୍ଥନ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ରାଲି ନ କରିବାକୁ ୪୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ସମସ୍ତ ରାଜନୈତିକ ରାଲି ଉପରେ ପ୍ରତିବନ୍ଧକ...

ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ୩୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ, ସରକାରଙ୍କ ନିର୍ଦ୍ଦେଶ…

ଜୟପୁର, ୯।୧ : ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦ୍ୱାଦଶ ପର୍ଯ୍ୟନ୍ତ...

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତିି।...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ରିପୋର୍ଟ…

ନୂଆଦିଲ୍ଲୀ, ୯।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ,ଜାନୁଆରୀ ୧ ରେ ଏସପିଜି ଏବଂ ପଞ୍ଜାବ ପୋଲିସ ମଧ୍ୟରେ...

ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୬୪ ପ୍ରତିଶତ ବୃଦ୍ଧି…

ଚଣ୍ଡିଗଡ଼, ୯।୧ : ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ ପ୍ରତିଶତ ବଢ଼ିଛି। ପ୍ରକାଶିତ ରାଜ୍ୟ ମେଡିକାଲ ବୁଲେଟିନ ଅନୁଯାୟୀ, ଶୁକ୍ରବାର...

ଖୁସି ଖବର: ତାମିଲନାଡୁ ସମେତ ୧୦ ରାଜ୍ୟର ସମସ୍ତ ଓମିକ୍ରନ୍ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୯ ।୧: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଦେଶର ୫୫୨ ଓମିକ୍ରନ୍ ସଂକ୍ରମିତ ମିଳିଥିବା ବେଳେ ୨୭ ରାଜ୍ୟ ଓ କେନ୍ଦ୍ର ଶ।।ସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ଓମିକ୍ରନ୍ ସଂକ୍ରମିତଙ୍କ...

‘ବୀର ବାଲ୍‌ ଦିବସ’ ପାଳନ ପାଇଁ ଘୋଷଣା…

ନୂଆଦିଲ୍ଲୀ, ୯।୧: ଏଣିକି ଡିସେମ୍ବର ୨୬ରେ ପାଳନ ‘ବୀର ବାଲ୍‌ ଦିବସ’ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁ ଗୋବିନ୍ଦ ସିଂଙ୍କର ପ୍ରକାଶ ପର୍ବ ପାଳନ ଅବସରରେ ଏଭଳି ଘୋଷଣା କରି...

ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ

ଚେନ୍ନାଇ,୯।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ହେଲେ ପବ୍ଲିକ ଟ୍ରାନ୍ସପୋର୍ଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ ଓ ରେଷ୍ଟୁରାଣ୍ଟରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri