Tag Archives: Home Middle

ଏସବୁ ରାଜ୍ୟରେ ବିଦ୍ୟାଳୟ ବନ୍ଦ ରହିବାକୁ ଘୋଷଣା

ନୂଆଦିଲ୍ଲୀ,୬ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବୃଦ୍ଧି ପରେ ଦେଶର ଅନେକ ରାଜ୍ୟରେ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମାମଲା ବୃଦ୍ଧି ମଧ୍ୟରେ ଉତ୍ତରପ୍ରଦେଶ ବିହାର, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ସମେତ ଅନେକ...

ଭୋଟିଂ ଅନ୍‌ଲାଇନ୍‌ରେ ହୋଇପାରିବ କି ? ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୈନିତାଲ, ୬।୧ : ଉତ୍ତରାଖଣ୍ଡରେ ଓମିକ୍ରନ ଏବଂ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାଖଲ ହୋଇଛି। ଏହାର ବିଚାର କରି ନୈନତାଲ...

ଆମେରିକାର ନିଦ ହଜାଇଲା ଉତ୍ତର କୋରିଆ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୬ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ-ଉନ୍‌ ଜଣେ ବିଶ୍ୱ ବ୍ୟକ୍ତିତ୍ୱ, ଯିଏ କ୍ରମାଗତ ଭାବରେ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଚର୍ଚ୍ଚାର କାରଣ ମଧ୍ୟ କିଛି ଅଲଗା। ବାସ୍ତବରେ କିମ୍‌ ନିଜର ଶାସକଦଳର ମନୋଭାବ ଅନୁସରଣ କରି ଦେଶର ଶକ୍ତି...

ତୃତୀୟ ଲହର ଟାର୍ଗେଟରେ କରୋନା ଯୋଦ୍ଧା, ୧୦୦୦ରୁ ଅଧିକ ଡାକ୍ତର ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତୃତୀୟ ଲହର କରୋନା ଯୋଦ୍ଧାଙ୍କୁ ଟାର୍ଗେଟ କରିଛି। ଇତି ମଧ୍ୟରେ ଦେଶରେ ୧୦୦୦ରୁ ଅଧିକ ଡାକ୍ତର...

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି ଓମିକ୍ରନ। କରୋନାରେ ଆକ୍ରାନ୍ତ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ୩ ଦିନ ତଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ପରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି...

ଆଇପିସି-ସିଆର୍‌ପିସି ସଂଶୋଧନ ଲାଗି ସମସ୍ତ ଏମ୍‌ପିଙ୍କୁ ଚିଠି ଲେଖି ମତାମତ ଲୋଡିଲେ ଶାହା…

ନୂଆଦିଲ୍ଲୀ, ୬।୧ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମସ୍ତ ଏମ୍‌ପିମାନଙ୍କୁ ଚିଠି ଲେଖି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), ଆପରାଧିକ ଦଣ୍ଡ ପ୍ରଦାନ ପ୍ରକିୟା ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ସଂଶୋଧନ ଲାଗି ମତାମତ ଲୋଡିଛନ୍ତି।...

କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହେବାର ଲକ୍ଷଣ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ନିକଟରେ ହୋଇଥିବା ଏକ...

ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ମନା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୧ : ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ଦେବା ମନା। ଏନେଇ ସତର୍କ ସୂଚନା ଜାରି ହୋଇଛି। କୋଭାକ୍ସିନ୍‌ ଟିକା ନିର୍ମାତା ଭାରତ ବାୟୋଟେକ ସ୍ପଷ୍ଟ କରିଛି ଯେ ଟିକା ନେବା ପରେ ୧୫ରୁ ୧୮ ବର୍ଷ...

ତିହାର ଜେଲ୍‌ରେ ଅଘଟଣ, ୫ କଏଦୀଙ୍କ ସାମୁହିକ ଆତ୍ମହତ୍ୟା ଉଦ୍ୟମ…

ନୂଆଦିଲ୍ଲୀ, ୬।୧ : ତିହାର ସେଣ୍ଟ୍ରାଲ ଜେଲରେ ଅଘଟଣ ଘଟିଛି। ଏଠାରେ ୫ ଜଣ କଏଦୀ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲର କର୍ମଚାରୀମାନେ ଠିକ ସମୟରେ ଏହା ଜାଣିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜଣେ...

ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିଲେ ମୋଦି, ପାକ୍ ସୀମା ଥିଲା ମାତ୍ର ୩୦ କିଲୋମିଟର ଦୂର!

ନୂଆଦିଲ୍ଲୀ,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିବା ଜଣାପଡିଛି । କେତେଜଣ ବିରୋଧ ପ୍ରଦର୍ଶନକାରୀ ହଠାତ୍ ଚାଲି ଆସିବାରୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଅଧା ରାସ୍ତାରେ ଅଟକି ଯାଇଥିଲା ।...

୨୬ ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦…

ନୂଆଦିଲ୍ଲୀ, ୬।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦...

ସ୍ଥିତି ଅଣାୟତ୍ତ, ୯୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୯୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri