Tag Archives: Home Middle

ବଦଳିବନି ମେଡିକାଲ ପାଠ୍ୟକ୍ରମରେ ଇଡବ୍ଲ୍ୟୁଏସ୍‌ ମାନଦଣ୍ଡ

ନୂଆଦିଲ୍ଲୀ, ୩।୧: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆର୍ଥତ୍କ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌) ଚୟନ ନିମନ୍ତେ ବର୍ତ୍ତମାନର ମାନଦଣ୍ଡ ଚଳିତ ଶିକ୍ଷାବର୍ଷ ଲାଗି କାଏମ ରହିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଛନ୍ତି। ଇଡବ୍ଲ୍ୟୁଏସ୍‌ ଚୟନ ପାଇଁ...

୧୫-୧୮ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା: ୧ ପ୍ରତିଶତ କରିଛନ୍ତି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୩ ।୧: କରୋନା ମହାମାରୀ ସହ ଲଢେଇ କରିବାକୁ ସୋମବାରଠାରୁ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ । ସାରା ଦେଶରେ ୧୫-୧୮ ବର୍ଷ ବୟସର ପ୍ରାୟ ୮ କୋଟି ପିଲା ରହିଛନ୍ତି । ଏମାନଙ୍କ...

ଆସିଲା କରୋନାର ତୃତୀୟ ଲହର, ଏକ ସପ୍ତାହରେ ୩ ଗୁଣା ସଂକ୍ରମଣ

ନୂଆଦିଲ୍ଲୀ,୩ ।୧: କରୋନାର ସଂକ୍ରମଣକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଅନ୍ୟ କଟକଣା ବି ଲାଗୁ କରାଯାଇଛି । ଏହାପରେ ବି ଦ୍ରୁତ ଗତିରେ ବଢି ଚାଲିଛି ସଂକ୍ରମଣ । ମହାରାଷ୍ଟ୍ରରେ ଏବେ କରୋନା ବେକାବୁ...

୩୨ ହଜାର ସଂକ୍ରମିତ, ଶହେରୁ ଊର୍ଦ୍ଧ୍ୱ ମୃତ୍ୟୁ, ଚିନ୍ତା ବଢାଇଲାଣି କରୋନା

ନୂଆଦିଲ୍ଲୀ,୩ ।୧: କଟକଣା ପରେ ବି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ପଟେ କରୋନା ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ଏବେ ଦୋବଶସୀଙ୍କୁ ଚିନ୍ତାରେ ପକାଇଦେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ହଜାରରୁ...

ବାୟୁ ସେନା ଚପର ଦୁର୍ଘଟଣାର ତଦନ୍ତ ଶେଷ

ନୂଆଦିଲ୍ଲୀ,୨।୧: ଗତ ଡିସେମ୍ବର ୮ ତାରିଖରେ ଘଟିଥିବା ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍‌ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁ ସେନାର...

ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ; ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ଆଇଏଏସ୍‌ ସ୍ତରରେ ରବିବାର ବଡ଼ ଧରଣର ଅଦଳବଦଳ ହୋଇଛି। ଆଇଏଏସ୍‌ ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ୱ ମିଳିଥିବା ବେଳେ ଆଇଏଏସ୍‌ ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ମିଳିଛି। ଆଇଏଏସ୍‌...

ମୁହାଁମୁହିଁ ହୋଇପାରନ୍ତି ଆମେରିକା-ଚାଇନା

ଓ୍ବାଶିଂଟନ,୨ା୧: ନୂଆବର୍ଷରେ ତାଇଓ୍ବାନ ଏବଂ ତିବ୍ଦତକୁ ନେଇ ଆମେରିକା-ଚାଇନା ମଧ୍ୟରେ ମୁହାଁମୁହିଁ ହୋଇପାରେ।  ନୂତନବର୍ଷର ଠିକ୍‌ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତିବ୍ଦତ ପ୍ରସଙ୍ଗ ପାଇଁ ଭାରତୀୟ ମୂଳ କୂଟନୀତିଜ୍ଞ ଆଜ୍ରା ଜିଆଙ୍କୁ ତାଙ୍କର ବିଶେଷ ସଂଯୋଜକ ଭାବରେ...

ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨ା୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲଏସ) ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି।...

ବୁଲି ବାଈ ଆପ୍‌ ମାଧ୍ୟମରେ ୧୦୦ରୁ ଅଧିକ ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌…

ନୂଆଦିଲ୍ଲୀ, ୨।୧ : ବୁଲି ବାଈ ନାମକ ଏକ ଆପ୍‌ ଦ୍ୱାରା ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କିଛିଦିନ ତଳେ ସୁଲ୍ଲି ଡିଲ୍ସ୍‌ ଆପ୍‌କୁ ନେଇ ଏଭଳି କେତେକ ବିବାଦ ଉପୁଜିଥିଲା। ସୁଲ୍ଲି ଡିଲ୍ସ୍‌ ଆପ୍‌...

ଜିମ୍‌ରେ ପ୍ରଧାନମନ୍ତ୍ରୀ..

ମିରଟ, ୨।୧ : ଉତ୍ତରପ୍ରଦେଶ ମିରଟରେ ମେଜର ଧାନଚାନ୍ଦ୍‌ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ୍‌ରେ ଥିବା ଜିମ୍‌ରେ ପହଞ୍ଚି କେତେକ ବ୍ୟାୟାମ କରିଛନ୍ତି। ଏଠାରେ...

ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ଭୟଭୀତ ନ ହେବାକୁ କହିଲେ କେଜରିୱାଲ

ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି ସତ । କିନ୍ତୁ ଏହାକୁ ନେଇ କିଛି ଭୟଭୀତ ହେବାର ନାହିଁ ବୋଲି...

ଚାଇନାର ଦାଦାଗିରି, ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଷଡ଼ଯନ୍ତ୍ର…

ବେଜିଂ, ୨।୧ : ତିବ୍ବତକୁ ନେଇ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ଇତିମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶରେ ଆଉ ୧୫ଟି ସ୍ଥାନର ନାମକରଣ କରିଛି। ଏହା ସହିତ ଦାବି କରିଛି ଯେ ତିବ୍ଦତର ଦକ୍ଷିଣ ଭାଗ ପ୍ରାଚୀନ କାଳରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri