Tag Archives: Home Middle

ଇସ୍ରାଏଲରେ ଫ୍ଲୋରୋନା ସଂକ୍ରମଣ

ନୂଆଦିଲ୍ଲୀ,୧।୧: ବିଶ୍ୱ କରୋନାରୁ ମୁକୁଳିବାକୁ ରାସ୍ତା ଖୋଜୁଥିବାବେଳେ ଇସ୍ରାଏଲର ନୂତନ କରି ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ ହୋଇଛି। ଏହା କରୋନା ଏବଂ ଇନ୍‌ଫ୍ଲୁଏଞ୍ଜାର ଏକ ଦୋହରା ସଂକ୍ରମଣ ବୋଲି ଇସ୍ରାଏଲ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରୋବିନ୍‌ ମେଡିକାଲ ସେଣ୍ଟରେ...

ଥରିଲା ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୧।୧: ଆଫଗାନିସ୍ତାନ ଫାୟାଜାବାଦର ଦକ୍ଷିଣ-ପୂର୍ବରେ ୮୪ କି.ମି. ଦୂରରେ ଶନିବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରବିନ୍ଦୁ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ରହିଛି। ଏହାର ପ୍ରଭାବରେ ଜମ୍ମୁ-କଶ୍ମୀର ପୁଞ୍ଚ ଅଞ୍ଚଳ ଥରି ଉଠିଥିଲା। ହେଲେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ...

ନୂଆବର୍ଷରେ ଖୁସି ଖବର: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧ା୧: ନୂଆବର୍ଷରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮...

ମଦ ଛଡ଼ାଇବା ପାଇଁ ଲୋକଙ୍କୁ କ୍ଷୀର ବାଣ୍ଟିଲେ

ମୁମ୍ବାଇ,୧ା୧: ଲୋକମାନେ କିପରି ମଦ ଛାଡ଼ିବେ ସେନେଇ ନୂଆବର୍ଷରେ ଏକ ନିଆରା ପଦକ୍ଷେପ ନେଇଛନ୍ତି ପୁଣେ ସହରର ଅରୁଣ ଓହାର। ମଦ ଛାଡ଼ିବା ପାଇଁ ସେ ଲୋକଙ୍କୁ କ୍ଷୀର ଯୋଗାଇ ନିବେଦନ କରିଛନ୍ତି।  (କ୍ଷୀର ପିଅ, ମଦ ନୁହେଁ) ଶୀର୍ଷକରେ...

ନୂଆବର୍ଷରେ ଅଘଟଣ: ଧସିଲା ପାହାଡ଼, ଚାପି ହୋଇଗଲେ ୨୦

ଚଣ୍ଡିଗଡ଼,୧ା୧: ବର୍ଷ ଆରମ୍ଭରୁ ଅଘଟଣ। ପାହାଡ଼ ଧସି ହରିୟାଣାର ଭବାନୀ ଜିଲାରେ ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ...

ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ: ୧୦ ମନ୍ତ୍ରୀ, ୨୦ ବିଧାୟକ ସଂକ୍ରମିତ

ମୁମ୍ବାଇ,୧ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଅନ୍ୟପଟେ ଓମିକ୍ରନ୍ ବି ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୧୦ ମନ୍ତ୍ରୀ...

ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧ ।୧: ନୂଆବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଏକ ବଡ କଥା କହିଛନ୍ତି । ମୋଦି କହିଛନ୍ତି ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଶନିବାର ପିଏମ୍ କିଷାନ ସମ୍ମାନ ନିଧି...

ମାତା ବୈଷ୍ଣୋ ଦେବୀ ଭବନ ଦଳାଚକଟାରେ ୧୨ ମୃତ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ ।୧: ନୂଆବର୍ଷରେ ଅଘଟଣ । ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶୁକ୍ରବାର ରାତି ପ୍ରାୟ ୨ଟା ୪୫ରେ ଦଳାଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୩ ଗୁରୁତରଙ୍କୁ ହସ୍ପିଟାଲରେ ଚିକିତ୍ସାଲାଗି...

ଇସ୍ରାଏଲରେ ଚିହ୍ନଟ ହେଲା ‘ଫ୍ଲୋରୋନା’ର ପ୍ରଥମ ସଂକ୍ରମିତ

ଜେରୁଜେଲମ,୧ ।୧: ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ତାଣ୍ଡବ ରଚୁଛି । ଏପଟେ ଇସ୍ରାଏଲରେ ପ୍ରଥମ ‘ଫ୍ଲୋରୋନା’ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ବିଶ୍ୱବାସୀଙ୍କ ଚିନ୍ତା ଦୁଇଗୁଣା ହୋଇଯାଇଛି । ଫ୍ଲୋରୋନା ହେଉଛି କୋଭିଡ...

ମାତା ବୈଷ୍ଣୋଦେବୀ ଭବନରେ ଦଳାଚକଟା: ୨୦ରୁ ଊର୍ଦ୍ଧ୍ୱ ଆହତ

ଜମ୍ମୁ,୧ ।୧: ନୂଆବର୍ଷ ଉପଲକ୍ଷେ ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶ୍ରଦ୍ଧାଳୁଙ୍କ ଭିଡ ଯୋଗୁ ଦଳାକଟା ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ୨୦ରୁ ଊର୍ଦ୍ଧ୍ୱ...

୨୦୨୨ରେ ସେକେଣ୍ଡ ପିଛା ୪ରୁ ଊର୍ଦ୍ଧ୍ୱ ଛୁଆ ଜନ୍ମ ହେବେ

ଓ୍ବାଶିଂଟନ, ୧ା୧: ୨୦୨୨ରେ ବିଶ୍ୱବ୍ୟାପୀ ପ୍ରତି ସେକେଣ୍ଡରେ ୪.୩ ଜନ୍ମ ହେବେ। ସମାନ ସମୟରେ ୨ଜଣ ମୃତ୍ୟୁ ହେବ। ଏଭଳି ଆକଳନ କରିଛି ଆମେରିକାର ଜନଗଣନା ବ୍ୟୁରୋ। ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୮୦ କୋଟିରେ ପହଞ୍ଚତ୍ବ। ୨୦୨୧ରେ ବିଶ୍ୱ ଜନସଂଖ୍ୟା...

ଗଣିବେ ହଜାରେ କୋଟି

ନୂଆଦିଲ୍ଲୀ,୩୧।୧୨: ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ। ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ। ଗତ ସପ୍ତାହରେ ଦୁଇ ଚାଇନିଜ ମୋବାଇଲ କମ୍ପାନୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri