Tag Archives: Home Middle

କରୋନା ମହାମାରୀ: ନାଜାଲ ଭ୍ୟାକ୍ସିନର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୨୧ ।୧୨: କରୋନା ମହାମାରୀକୁ ଦୂରେଇବା ଲାଗି ଭ୍ୟାକ୍ସିନ ଏକମାତ୍ର ଉପାୟ ହୋଇଥିବା ବେଳେ ଭାରତ ବାୟୋଟେକ ଇତିମଧ୍ୟରେ ଡ୍ରଗ୍ସ ରେଗୁଲେଟରକୁ ନାକରେ ଦିଆଯାଇପାରିବା କୋଭିଡ ଟିକାର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଛି । ପୂର୍ବରୁ ଦୁଇଟି...

‘ତୁମର ଖରାପ ଦିନ ଖୁବ୍‌ ଶୀଘ୍ର ଆସିବି’

ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ। ସୋମବାର ରାଜ୍ୟ ସଭାରେ ନାର୍କୋଟିକ୍‌...

ମାଲ୍ୟା, ଚୋକ୍‌ସି, ନିରବଙ୍କଠାରୁ ଆଦାୟ ହୋଇଛି ୧୩ ହଜାର କୋଟି

ନୂଆଦିଲ୍ଲୀ,୨୦।୧୨: ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଭଳି ପଳାତକଙ୍କଠାରୁ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ଏ ନେଇ ସୋମବାର ଲୋକସଭାରେ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ। ବିରୋଧୀଙ୍କ ହଟ୍ଟଗୋଳରେ ଲୋକସଭାରେ ଅତିରିକ୍ତ ଖର୍ଚ୍ଚ...

ଅଫିସରେ ମହିଳା ଆର୍‌ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହିଳା ରାଜସ୍ବ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ ସୋମବାର ସକାଳେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା...

ଗୁଜରାଟ ଉପକୂଳରୁ ଜବତ ହେଲା ପାକିସ୍ତାନୀ ବୋଟ୍‌

ଅହମ୍ମଦାବାଦ,୨୦।୧୨: ଗୁଜରାଟର ଉପକୂଳରେ ପାକିସ୍ତାନର ଏକ ମାଛଧରା ବୋଟ ଧରାପଡ଼ିଛି। ବୋଟରୁ ତଟରକ୍ଷ ବାହିନୀ ଓ ଗୁଜରାଟ ଏଟିଏସ୍‌ ୭୭ କେଜି ହିରୋଇନ ଜବତ କରିଛନ୍ତି। ଏହାର ମୂଲ୍ୟ ୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ୬ ଜଣ କ୍ରୁ...

ନିର୍ବାଚନ ଆଇନ ସଂଶୋଧନ ବିଲ, ୨୦୨୧ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୦।୧୨: ନିର୍ବାଚନ ଆଇନ (ସଂଶୋଧନ) ବିଲ,୨୦୨୧ ଲୋକ ସଭାରେ ଆଗତ କରାଯାଇଛି। ଏହି ବିଲରେ ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପି, ବିଏସପି ଭଳି...

ରୁଷିଆ-ଚାଇନା ସମ୍ପର୍କକୁ ନେଇ ଚିନ୍ତାରେ ଭାରତ

ମସ୍କୋ,୨୦ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କ ନିକଟତର ହେବା ଭାରତ ପାଇଁ ଚିନ୍ତାର ବିଷୟ। ସମ୍ପ୍ରତି ଦୁଇ ନେତାଙ୍କ ଭର୍ଚୁଆଲ ବୈଠକ ପରେ ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ଏକ ବିବୃତ୍ତି ଜାରି...

ଓଡିଶାର ଦୀର୍ଘତମ ସେତୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୀର୍ଘତମ ସେତୁକୁ ସୋମବାର ଲୋକାର୍ପିତ କରିଛନ୍ତି। ୧୧୧ କୋଟି ବ୍ୟୟରେ ଏହି ସେତୁ ନିର୍ମିତ ହୋଇଛି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ।...

ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼ ଅଫିସ,୨୦ା୧୨: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା...

ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୦।୧୨(ବ୍ୟୁରୋ):ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ସୋମବାର ଶୁଭାରମ୍ଭ କରିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହା ଶୁଭାରମ୍ଭ ହୋଇଛି। ଏହାର ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲାକୁ ବାୟୁ...

ଆଜିଠୁ ୪ ଜିଲାକୁ ଏୟାର ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର/ ସମ୍ବଲପୁର,୨୦ା୧୨(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ୪ଟି ଜଲାରେ ଏହି ସେବା ଯୋଗାଇ ଦିଆଯିବ। ସେଗୁଡ଼ିକ ହେଲା ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର...

ଫଶିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦।୧୨: ବହୁ ଚର୍ଚ୍ଚିତ ପାନାମା ପେପର ଲିକ ମାମଲାରେ ବଚ୍ଚନ ପରିବାରର ବୋହୂ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସୋମବାର ଦିଲ୍ଲୀର ଲୋକନାୟକ ଭବନରେ ଇଡିରେ ହାଜର ହେବେ। ଇଡି ତାଙ୍କୁ ପଚରାଉଚରା ପାଇଁ ଡାକିଛି। ଦୀର୍ଘ ଦିନ ଧରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri