Tag Archives: Home Middle

ପଞ୍ଜାବ ସୀମାରେ ପାକିସ୍ତାନର ‘ମେଡ୍‌ ଇନ୍‌ ଚାଇନା’ ଡ୍ରୋନ୍‌…

ଚଣ୍ଡିଗଡ଼, ୧୮।୧୨: ପଞ୍ଜାବର ଫେରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନକୁ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ବିଏସଏଫ ଅନୁଯାୟୀ, ଏହି ଡ୍ରୋନ ପାକିସ୍ତାନ ପଟୁ ଆସିଥିବାବେଳେ ଏହା ଉପରେ...

ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ, ୧୮।୧୨: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରଟି ଓଡିଶାର ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଅବ୍ଦୁଲ୍‌ କାଲାମ ଦ୍ୱୀପରୁ ପୂର୍ବାହ୍ନ ୧୧ଟା ୬ରେ ଉତ୍‌କ୍ଷେପଣ କରାଯାଇଛି। ଅଗ୍ନି ପ୍ରାଇମ୍‌ ମିଜାଇଲ୍‌ ହେଉଛି...

୨୦୨୪ ପର୍ଯ୍ୟନ୍ତ ରହିବ କରୋନା ଆତଙ୍କ,ବିଶେଷଜ୍ଞଙ୍କ ଅନୁମାନ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୮।୧୨:  ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ନୂଆ ଭାରିଆଣ୍ଟ୍‌ ଆସିବା ଯୋଗୁ ସଙ୍କଟ ବଢ଼ିଚାଲିଛି। ଏପରିସ୍ଥଳେ ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ମହାମାରୀ ପୃଥିବୀରେ ୨୦୨୪ ପର୍ଯ୍ୟନ୍ତ ରହିବାର ଆଶଙ୍କା ରହିଛି। ଆମେରିକାର...

ସିଗାରେଟ ପ୍ୟାକେଟରେ କରତାରପୁର ସାହିବଙ୍କ ପ୍ରସାଦ ବଣ୍ଟନ, ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ…

ଲାହୋର/ନୂଆଦିଲ୍ଲୀ, ୧୮।୧୨: ପାକିସ୍ତାନରେ ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ଏହା ଭାରତ ସମେତ ପୃଥିବୀର ସମସ୍ତ ଶିଖ୍‌ ସମ୍ପ୍ରଦାୟଙ୍କୁ ମର୍ମାହତ କରିଛି। କରତାରପୁରର ଗୁରୁଦ୍ୱାର ଦରବାର ସାହିବରେ ଶ୍ରଦ୍ଧାଳୁମାନଙ୍କୁ ସିଗାରେଟ ପ୍ୟାକେଜିଙ୍ଗ ସାମଗ୍ରୀରେ ନିର୍ମିତ ଡିସପୋଜେବଲ ପେପର...

୪ ବର୍ଷରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା-୩୧ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୮।୧୨: ଦେଶରେ ଗତ ୪ ବର୍ଷ ମଧ୍ୟରେ ମାର୍ଚ୍ଚ ୨୦୧୭ଠାରୁ ଇତିମଧ୍ୟରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏସବୁ ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ...

ବିଶେଷଜ୍ଞଙ୍କ ଚେତାବନୀ, ଓମିକ୍ରନ୍‌ରୁ ମୁକ୍ତି ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ…

ଆମଷ୍ଟରଡାମ୍‌/ଜେନେଭା/ନୂଆଦିଲ୍ଲୀ, ୧୮।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଓମିକ୍ରନ ସମଗ୍ର ପୃଥିବୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏପର୍ଯ୍ୟନ୍ତ ଓମିକ୍ରନ୍‌ ୭୭ ଦେଶରେ ବ୍ୟାପିଛି ଏବଂ କରୋନାର...

ଲଗାତାର ୭ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୮ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭...

ପୁଣି ତାଣ୍ଡବ, ବିଟ୍ରେନ୍‌ରେ ଦିନକୁ ୯୩ ହଜାର ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ଲଣ୍ଡନ,୧୮।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ରିଟେନ୍‌ରେ ସ୍ଥିତି ଅଣାୟତ୍ତ ବେହାରେ ଲାଗିଛି। ଓମିକ୍ରନ୍‌ ଏଠାରେ ତାଣ୍ଡବ ରଚିବା ଆରମ୍ଭ କରିଛି। ଏଠାରେ ଦିନକୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୯୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୨ ଜଣ ଲୋକାଲ...

ୟୁପି ବିଧାନସଭା ନିର୍ବାଚନ ମଧ୍ୟରେ ଏଣ୍ଟ୍ରି କଲା ଓମିକ୍ରନ୍‌: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୩

ଲକ୍ଷ୍ନୌ,୧୮ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ବଡ ବଡ ରାଲିର ଆୟୋଜନ କରୁଛନ୍ତି । ଆଉ ଏହାରି ଭିତରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଣ୍ଟ୍ରି ମାରିଛି...

ନିର୍ବାଚନ କମିଶନର ନିରପେକ୍ଷତା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୧୨: ଯଦି ନିର୍ବାଚନ କମିଶନ(ଇସି) ଭଳି ଏକ ନିରପେକ୍ଷ ତଥା ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ବୈଠକ କରେ, ତେବେ ନିର୍ବାଚନ କିପରି ନିରପେକ୍ଷ ହୋଇପାରିବ? ରାଜ୍ୟ ସଭାରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ନେତା ମଲ୍ଲିକାର୍ଜୁନ...

୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ା୧୨: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri