Tag Archives: Home Middle

ବିବାଦକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କୋହଲି

ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ...

ସୂର୍ଯ୍ୟକୁ ଛୁଇଁଲା ପାର୍କର ପ୍ରୋବ୍‌, ମହାକାଶ ଇତିହାସରେ ପ୍ରଥମ ଘଟଣା…

ନୂଆଦିଲ୍ଲୀ, ୧୫।୧୨: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବାର ଏକ ଅଦ୍ୱିତୀୟ କାର୍ଯ୍ୟ କରିଛି। ଏହି ସଫଳତା, ଥରେ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। ମାତ୍ର ଏହା ସତ୍ୟରେ ପରିଣତ ହୋଇପାରିଛି।...

ସାର୍ବଜନୀକ ହେବ ନାହିଁ ଜାତିଗତ ଜନଗଣନା ତଥ୍ୟ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ ୨୦୧୧ ଜନଗଣନାରେ ପ୍ରକାଶିତ ସାମାଜିକ-ଆର୍ଥିକ ପଛୁଆବର୍ଗର ପରିସଂଖ୍ୟାନ ତଥ୍ୟ ସାର୍ବଜନୀକ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ରର ଯୁକ୍ତିକୁ ଗ୍ରହଣ କରିଛନ୍ତି। ଓବିସିଙ୍କ ସଂଖ୍ୟା ଜାଣିବା ପାଇଁ ୨୦୧୧ରେ ଜାତି ଜନଗଣନା କରାଯାଇ ନାହିଁ...

ଶେଷରେ ଆଖିବୁଜିଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ

ବେଙ୍ଗାଲୁରୁ,୧୫।୧୨: ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଶେଷରେ ଆଖି ବୁଜିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। କ୍ରାସ୍‌ ସମୟରେ ତାଙ୍କ ଶରୀରର ୪୦% ଅଂଶ...

ଓମିକ୍ରନ୍‌ ବିରୋଧରେ ଟିକା କାମ ଦେବନି, ନୂଆ ଟିକା ଆବଶ୍ୟକ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଅପରପକ୍ଷରେ ନୂଆ ଭାରିଆଣ୍ଟର ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସର୍ବାଧିକ ଟିକାକରଣ ଉପରେ ଧ୍ୟାନ ଦିଆଯାଉଛି। ଅପରପକ୍ଷରେ, ନୀତି ଆୟୋଗର ସଦସ୍ୟ ଡ.ଭି.କେ ପଲଙ୍କ ବିବୃତ୍ତି ନେଇ ଅଜଣା...

ଖେଳ ଉପରେ କେହି ନୁହନ୍ତି, ଖେଳ ହିଁ ସର୍ବୋତ୍ତମ, କହିଲେ କ୍ରୀଡ଼ାମନ୍ତ୍ରୀ…

ନୂଆଦିଲ୍ଲୀ, ୧୫।୧୨: ଭାରତୀୟ କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏହାପୂର୍ବରୁ ଅଧିନାୟକତ୍ୱକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିରାଟ କୋହଲିଙ୍କୁ ଏକଦିବସୀୟ ଅଧିନାୟକତ୍ୱରୁ ହଟାଯିବା ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜରୁ ବାଦ...

ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ, ହାଇକୋର୍ଟଙ୍କ ରାୟ…

କୋଚି, ୧୫।୧୨: ଭାରତରେ, ଯୌତୁକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରାଯାଇଥାଏ। ଯୌତୁକ ଯୋଗୁ ବହୁ କ୍ଷେତ୍ରରେ ଝିଅଙ୍କୁ ବିବାହ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଯୌତୁକ ବର୍ଗରେ କେଉଁ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରାଯିବା ଏବଂ...

କୋଭାକ୍ସିନ୍‌ ନେଇଥିବା ଲୋକଙ୍କୁ ପ୍ରଥମେ ବୁଷ୍ଟର !…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଉପରେ ଚିନ୍ତା କରାଯାଉଛି। ଭାରତରେ, ଯେଉଁମାନେ କୋଭାକ୍ସିନ ଟିକା...

ଆମେରିକାର ବାଣିଜ୍ୟ ଯୁଦ୍ଧ, ଚାଇନା ସାମଗ୍ରୀ କିଣିବା ମନା…

ଓ୍ବାଶିଟନ, ୧୫।୧୨: ଆମେରିକାର ପ୍ରତିନିଧିସଭାରେ ଉଇଗର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନର ଅନ୍ତିମ ସଂସ୍କରଣ ପାରିତ ହୋଇଛି। ଏହି ବିଲରେ ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ଉଇଗର ସ୍ବୟଂଶାସିତ ଅଞ୍ଚଳରେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ନିର୍ମିତ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ...

ସକ୍ରିୟ ମାମଲା ୮୮ ହଜାର ତଳେ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୬...

ରାଜ୍ୟରେ ଚିହ୍ନଟ ହେଲେ ୨୧୮ କରୋନା ଆକ୍ରାନ୍ତ

  ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯୧ ଜଣ...

ଇନ୍ଧନ ଟ୍ୟାଙ୍କର ଲୁଟୁଥିବା ସମୟରେ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୬୦ରୁ ଅଧିକ ଲୋକ…

ମେକ୍ସିକୋ ସିଟି,୧୫।୧୨: ଉତ୍ତର ହାଇତିରେ ଏକ ଇନ୍ଧନ ପରିବହନକାରୀ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଇତିର ଉତ୍ତର ବନ୍ଦର ସହର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri