Tag Archives: Home Middle

୩ ବର୍ଷରେ କେନ୍ଦ୍ର ପାଇଛି ୮ ଲକ୍ଷ କୋଟିର ତୈଳ ଟିକସ

ନୂଆଦିଲ୍ଲୀ,୧୫ା୧୨: କେନ୍ଦ୍ର ସରକାର ଗତ ୩ ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଆକାରରେ ୮.୦୨ ଲକ୍ଷ କୋଟି ଟଙ୍କା ପାଇଛନ୍ତି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୭୧ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିତ୍ବା ଅର୍ଥମନ୍ତ୍ରୀ ନିର୍ମଳା...

ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୪।୧୨(ବ୍ୟୁରୋ): ବିବାହ ପ୍ରେଶେସନରେ ମାନୁନାହାନ୍ତି କରୋନା କଟକଣା। ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ। ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ଦୃଦ୍‌ରୋଗ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।...

୬ ମାସ ମଧ୍ୟରେ ପିଲାଙ୍କ ପାଇଁ ଟିକା

ନୂଆଦିଲ୍ଲୀ,୧୪।୧୨: ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ୍‌-୧୯ ଟିକା ଉପଲବ୍ଧ କରିବାକୁ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଯୋଜନା କରୁଛି। ଏ ନେଇ ଏସ୍‌ଆଇଆଇ ସିଇଓ ଆଦର ପୁନାଓ୍ବାଲା ମଙ୍ଗଳବାର କହିଛନ୍ତି। ୩ ବର୍ଷ...

ଆସ୍ଥାର ଅର୍ଥଶାସ୍ତ୍ର, ଜିଡ଼ିପିରେ ୨.୩୨ ପ୍ରତିଶତ ଯୋଗଦାନ…

ନୂଆଦିଲ୍ଲୀ, ୧୪।୧୨: ଦେଶରେ ଅସଂଖ୍ୟ ମନ୍ଦିର ଏବଂ ତୀର୍ଥସ୍ଥାନ ଅଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଭାବନା ସଂଲଗ୍ନ ହୋଇଛି, ତେଣୁ ରାଜନୀତିର ସମୀକରଣ ମଧ୍ୟ ବିଶ୍ୱାସର କେନ୍ଦ୍ର ସହ ଯୋଡ଼ି ହେବାରେ ଲାଗିଛି। ବିଶ୍ୱାସ ଏବଂ ରାଜନୀତି ସହିତ...

୫ ବର୍ଷ ମଧ୍ୟରେ ବୁଡ଼ିଯିବ ମୁମ୍ବାଇ ଭଳି ବହୁ ସହର,ଭାଙ୍ଗୁଛି ବିଶାଳକାୟ ହିମ ପାହାଡ଼…

ଓ୍ବାଶିଂଟନ, ୧୪।୧୨: ଆଣ୍ଟାର୍କଟିକାରେ ବିଶାଳକାୟ ହିମପାହାଡ଼ରେ ଫାଟ ଦେଖାଦେଇଛି। ଏହି ହିମ ପାହାଡ଼ର ଲମ୍ବ ୧୭୦,୩୧୨ କିଲୋମିଟର। ଏହା ଆମେରିକାର ଫ୍ଲୋରିଡା ରାଜ୍ୟ ସହିତ ସମାନ ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ହିମ...

ଚାରଧାମ ପ୍ରୋଜେକ୍ଟରେ ସଡ଼କ ଚୌଡ଼ା କରିବାକୁ ମଞ୍ଜୁରୀ, ଚାଇନା ଉପରେ ବି ନଜର…

ନୂଆଦିଲ୍ଲୀ, ୧୪।୧୨: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆଦି ଧାମକୁ ସଂଯୋଗ କରିବା ଲାଗି ପ୍ରସ୍ତାବିତ ଚାରଧାମ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ବର୍ଷସାରା ଏସବୁ ଧାମ ସହିତ ଯୋଗାଯୋଗ ରକ୍ଷା କରାଯାଇପାରିବ। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ...

କଂଗ୍ରେସ ଏକ ଭଙ୍ଗା ମହଲ, ସାମନାରେ କଟାକ୍ଷ…

ମୁମ୍ବାଇ, ୧୪।୧୨: ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଏବଂ ଏନସିପିର ମହାଅଘାଡ଼ିରେ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ କଂଗ୍ରେସକୁ ଟାର୍ଗେଟ କରିଛି। ସାମନାରେ ଏହା ଲେଖାଯାଇଛି ଯେ ବର୍ତ୍ତମାନ...

ଲଖିମପୁର କାଣ୍ଡ ଏକ ଷଡ଼ଯନ୍ତ୍ର, ଏସ୍‌ଆଇଟି ରିପୋର୍ଟ…

ନୂଆଦିଲ୍ଲୀ, ୧୪।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି କାଣ୍ଡ ଏକ ଷଡ଼ଯନ୍ତ୍ର ବୋଲି ଏସ୍‌ଆଇଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏନେଇ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ୧୪ ଜଣଙ୍କ ଉପରେ ହତ୍ୟା ମାମଲାର ବିଚାର କରାଯିବ ବୋଲି ଏସ୍‌ଆଇଟି କହିଛି।...

ହ୍ବାଟସ୍‌ଆପ୍‌ର ବଡ଼ ପଦକ୍ଷେପ, ଥାର୍ଡ ପାର୍ଟି ଆପ୍‌ ଦେଖିପାରିବେନି ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ…

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ...

ନେପାଳକୁ ଚାଇନାର ନାଲିଆଖି…

କାଠମାଣ୍ଡୁ, ୧୪।୧୨: ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର କମ୍ୟୁନିଷ୍ଟ ସରକାର ନିଜର ହସ୍ତକ୍ଷେପ ନୀତି ଜାରି ରଖିଛନ୍ତି। ଏବେ ଚାଇନା ନେପାଳକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି। ମଙ୍ଗଳବାର ଠାରୁ ନେପାଳରେ ସଂସଦ ଅଧିବେଶନ ହେଉଥିବା ବେଳେ ଏହାର...

ଦୈନିକ ସଂକ୍ରମଣ ୬ ହଜାର ତଳେ…

ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୫...

ପ୍ରଧାନମନ୍ତ୍ରୀଙ୍କ ଅନ୍ଧାରୀ ବିଜେ…

ବାରାଣସୀ,୧୪।୧୨: ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ରାତି ଗୋଟାଏରେ ବନାରସ ରେଲଓ୍ବେ ଷ୍ଟେଶନରେ ପହଞ୍ଚିଛନ୍ତି। ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ଟୁଇଟରରେ ବନାରସ ଷ୍ଟେସନର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହା ସହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri