Tag Archives: Home Middle

ରାଜ୍ୟରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ...

ବିଦାୟ ଜେନେରାଲ: ଶେଷ ସାଲ୍ୟୁଟ ଦେବେ ଶ୍ରୀଲଙ୍କା, ନେପାଳ, ଭୁଟାନ, ବାଂଲାଦେଶର ସେନା ଅଧିକାରୀ

ନୂଆଦିଲ୍ଲୀ,୧୦ ।୧୨: ରାଜଧାନୀ ଦିଲ୍ଲୀର ୩, ରାଜାଜୀ ମାର୍ଗରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ରଖାଯାଇଛି । ଦର୍ଶନ...

ସିଡିଏସ୍ ବିପିନ ରାୱତଙ୍କ ରାଜକୀୟ ସମ୍ମାନ ସହ ହେବ ଶେଷ କୃତ୍ୟ ସମ୍ପନ୍ନ, ସକାଳ ୧୧ଟାରୁ ଶେଷ ଦର୍ଶନ

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କର ଶୁକ୍ରବାର ଶେଷ କୃତ୍ୟ ଦିଲ୍ଲୀଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ସମ୍ପନ୍ନ ହେବ । ଯେତେବେଳେ ରାୱତଙ୍କ ଅନ୍ତିମ ଯାତ୍ରା ବାହାରିବ, ସେତେବେଳେ ଯେ...

ହସ୍ପିଟାଲରେ ମିହର ଦାସ

ଭୁବନେଶ୍ୱର,୯।୧୨: ଭେଟେରାନ ଓଡ଼ିଆ ଫିଲ୍ମ ଅଭିନେତା ମିହର ଦାସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସେ କୀଡନି ଜନିତ ରୋଗରେ ଆକ୍ରାନ୍ତା ଥିଲେ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ...

ନିଷ୍ପତ୍ତି ପଛର କାରଣ କହିଲେ ଗାଙ୍ଗୁଲି

ଦୁବାଇ,୯।୧୨: ବିରାଟ କୋହଲିଙ୍କୁ ହଟାଇ ବୁଧବାର ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାର ଦିଆଯାଇଥିଲା। କିନ୍ତୁ ପ୍ରକାଶ କରାଯାଇ ନ ଥିଲା ଏତେ ବଡ଼ ପରିବର୍ତ୍ତନ ପଛର କାରଣ। ଏହା ଉପରେ ପ୍ରଥମ ଥର ପାଇଁ ଗୁରୁବାର...

ପାର୍ଟି କ୍ଷମତାରେ ଅଛି ବୋଲି ଆମିଷ ଷ୍ଟଲ ଭାଙ୍ଗିବା କ‘ଣ ଠିକ୍‌ ? ଏଏମ୍‌ସିକୁ ହାଇକୋର୍ଟଙ୍କ ପ୍ରଶ୍ନ…

ଅହମଦାବାଦ,୯।୧୨: ଗୁଜରାଟର ଅମହଦାବାଦରେ ରାସ୍ତା ପାର୍ଶ୍ୱରେ ଥିବା ଆମିଷ ଷ୍ଟଲ ଭଙ୍ଗାରୁଜା ଘଟଣାରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ପାର୍ଟି କ୍ଷମତାରେ ଅଛି ବୋଲି ଏଭଳି କାର୍ଯ୍ୟ କରିବା କ‘ଣ ଠିକ୍‌। ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ(ଏଏମ୍‌ସି)କୁ ହାଇକୋର୍ଟଙ୍କ ପକ୍ଷରୁ ଏଭଳି...

ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ମେହରୁଲି ଅଞ୍ଚଳରେ ଥିବା କୁତବ୍‌ ମିନାର ପରିସରରେ ୨୭ ମନ୍ଦିରର ପୁନରୁର୍ଦ୍ଧାର ନେଇ ଏକ ମାମଲା କୋର୍ଟରେ ଦାଖଲ ହୋଇଛି। ଏହାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ, ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର...

ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି ଘୋଷଣା କରେ ଚାଇନାର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଚାଇନା କହିଛି ଏହାର...

ଦୁର୍ଘଟଣା ନା ଷଡ଼ଯନ୍ତ୍ର ? ଶିବସେନା-ପୂର୍ବତନ ବ୍ରିଗେଡ଼ିୟରଙ୍କ ପ୍ରଶ୍ନ…

କୁନ୍ନୁର,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ ଶହୀଦ୍‌ ହୋଇଛନ୍ତି। ଏଥିରେ ରାଓ୍ବତଙ୍କ ସ୍ତ୍ରୀ ମଧୁଲିକାଙ୍କ ମୃତ୍ୟୁ ଘଟିଛି। ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଜୀବିତ ରହିଛନ୍ତି। ସେ...

ୟୁପିଏ ହାତ ଧରିବ କି ଶିବସେନା ? କଳ୍ପନା ଜଳ୍ପନା ଜାରି…

ମୁମ୍ବାଇ,୯।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପିଏକୁ ଦୁର୍ବଳ ବୋଲି କହିବା ପରେ ଶିବସେନା କଂଗ୍ରେସର କ୍ଷତକୁ ଭଲ କରିବା ପାଇଁ କାର୍ଯ୍ୟ କରୁଛି। କାରଣ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ...

ଘରକୁ ଫେରିବେ ଚାଷୀ , ଟ୍ରିପିଲ-ଏମ୍‌କୁ ଥିଲା ଅପେକ୍ଷା…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ସିଙ୍ଗୁ ଏବଂ ଗାଜିପୁର ସୀମାରେ ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାନେ ଗୁରୁବାରଠାରୁ ଘରକୁ ଫେରିପାରିବେ। ବୁଧବାର ସନ୍ଧ୍ୟାରେ ଏମଏସପି, କ୍ଷତିପୂରଣ ଏବଂ ମକଦ୍ଦମା ଆଦି ଟ୍ରିପିଲ-ଏମ୍‌ ସମେତ କେତେକ ପ୍ରସଙ୍ଗରେ କେନ୍ଦ୍ର ସରକାର ଚାଷୀଙ୍କ ଦାବିକୁ...

ମିଳିଲା ବ୍ଲାକ୍‌ ବକ୍ସ: ଏବେ ଖୋଲିବ କୁନ୍ନୁର ଦୁର୍ଘଟଣାର ସତ କାହାଣୀ

ନୂଆଦିଲ୍ଲୀ,୯ା୧୨: ତାମିଲନାଡୁ କୁନ୍ନୁରରେ ବୁଧବାର ମଧ୍ୟାହ୍ନରେ ଘଟିଥିବା ଚପର ଦୁର୍ଘଟଣାର ଗୁମର ଖୋଲିବ ବ୍ଲାକ୍‌ ବକ୍ସ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଏହି ବକ୍ସକୁ ଉଦ୍ଧାର କରିଛନ୍ତି। କିପରି ହେଲିକପ୍ଟର ଦୁର୍ଘଟଣା ହେଲା, ଏହା ପଛରେ କାରଣ କ’ଣ ରହିଛି। ସେନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri