Tag Archives: Home Middle

ଓମିକ୍ରନ୍‌ଠାରୁ ସୁରକ୍ଷା ଦେବ ବୁଷ୍ଟର ଡୋଜ, ‘ଡବଲ ଡୋଜ’ ଉପରେ ବି ଫାଇଜରର ବଡ ଦାବି

ନ୍ୟୁୟର୍କ,୯ ।୧୨: କୋଭିଡ-୧୯ ମହାମାରୀ ପାଇଁ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର କହିଛି ଗୋଟିଏ ଡୋଜ ବୁଷ୍ଟର ଓମିକ୍ରନ୍‌ଠାରୁ ସୁରକ୍ଷା ଦେଇପାରିବ । ଫାଇଜର ଓ ଏହାର ସହଯୋଗୀ ବାୟୋଏନଟେକ କହିଛି, ଗବେଷଣାରୁ ଜଣାପଡିଛି କି ଓମିକ୍ରନ୍ ବିରୋଧରେ...

ଆସନ୍ତା କାଲି ହେବ ସିଡିଏସ୍‌ଙ୍କ ଶେଷ କୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୯ ।୧୨: ତାମିଲନାଡୁର କନ୍ନୁରରେ ବୁଧବାର ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଗୁରୁବାର ଉଭୟଙ୍କ ପାର୍ଥିବ ଶରୀରକୁ...

ଗୁରୁବାର ଆନ୍ଦୋଳନରୁ ହଟିବେ ଚାଷୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ ୧୫ ମାସ ଧରି ଚାଲିଥିବା ଆନ୍ଦୋଳନ ଶେଷ ହେବାକୁ ଯାଉଛି। ଏମ୍‌ଏସ୍‌ପି ଲାଗି ଆଶ୍ୱାସନା ସହ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ସରକାର ରାଜି ହୋଇଥିବାରୁ ଚାଷୀ ସଂଗଠନଗୁଡ଼ିକ ଆନ୍ଦୋଳନ...

ରୋହିତଙ୍କୁ ଦିନିକିଆ ଦଳର ନେତୃତ୍ୱଭାର

ନୂଆଦିଲ୍ଲୀ,୮।୧୨: ଟି୨୦ ଫର୍ମାଟରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଉଥିବା ରୋହିତ ଶର୍ମାଙ୍କୁ ବୁଧବାର ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏଥିସହ ବରିଷ୍ଠ ଓପନିଂ ବ୍ୟାଟରଙ୍କୁ ବରିଷ୍ଠ ମିଡଲ ଅର୍ଡର ବ୍ୟାଟର ଅଜିଙ୍କ୍ୟ ରାହାନେଙ୍କ ବଦଳରେ ଦିଆଯାଇଛି ଟେଷ୍ଟ ଫର୍ମାଟରେ...

ବିପିନ ରାଓ୍ବତଙ୍କ ପୂର୍ବରୁ ଏସବୁ ନେତାମାନଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ଯାଇଛି ଜୀବନ

ନୂଆଦିଲ୍ଲୀ,୮ା୧୨: ସିଡିଏସ୍‌ ବିପିନ ରାଓ୍ବତଙ୍କ ବୁଧବାର ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାନି ଘଟିଛି। ଏହି ଦୁର୍ଘଟଣା ସତେ ଯେମିତି ପୂର୍ବ ଘଟଣାର ସ୍ମୃତି ଫେରାଇ ଆଣିଛି। ଏହା ପୂର୍ବରୁ ଅନେକ ଭାରତୀୟ ରାଜନେତାଙ୍କ ବିମାନ ଦୁର୍ଘଟଣାରେ ପ୍ରାଣହାନି...

ଚପର ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୮।୧୨: ତାମିଲନାଡୁର କୁନୁରଠାରେ ବୁଧବାର ଘଟିଥିବା ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ରହିଛନ୍ତି ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ। ଦୁର୍ଘଟଣା ବେଳେ ଚପରରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ...

ବିପିନ୍‌ ରାଓ୍ବତଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ

କୁନ୍ନୁର,୮ା୧୨: ତାମିଲନାଡୁର କୁନ୍ନୁର ନିକଟରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ ଥିଲେ। ତାଙ୍କ ସହ ସ୍ତ୍ରୀ ମଧୁଲିକାଙ୍କ ସମେତ ଆଉ ୧୪ ଜଣ ମଧ୍ୟ...

ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ଥଇଥାନ ନୀତି ନିର୍ଦ୍ଧାରଣ ଲାଗି ନିର୍ଦ୍ଦେଶ …

ନୂଆଦିଲ୍ଲୀ,୮।୧୨: ରେଳ ଲାଇନ କଡ଼ରେ ଥିବା ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ଥଇଥାନ ଲାଗି ନୀତି ନିର୍ଦ୍ଧାରଣ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ପଞ୍ଜାବ ଏବଂ ହରିୟାଣାରେ ବାସ କରୁଥିବା ଝୁମ୍ପୁଡ଼ି ବାସିନ୍ଦାଙ୍କ ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଶୀର୍ଷକୋର୍ଟ...

୨୦୨୭ ପୂର୍ବରୁ ଯୁଦ୍ଧ କରିପାରେ ଚାଇନା

ହଂକଂ,୮ା୧୨: ତାଇଓ୍ବାନ ପ୍ରତି ଚାଇନାର ଆକ୍ରୋଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ତାଇଓ୍ବାନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (PLA) ବାରମ୍ବାର ତାଇଓ୍ବାନର ଆକାଶ ମାର୍ଗରେ ଅନୁପ୍ରବେଶ କରୁଛି। ବିଶେଷକରି ସାମୁଦ୍ରିକ...

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ…

କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁର ଜିଲାରେ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ମଧ୍ୟାହ୍ନ ୧୨ଟା ୨୦ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତଙ୍କ ସମେତ ୧୪ ଜଣ ସେନା ଅଧିକାରୀ ଯାତ୍ରା କରୁଥିଲେ।...

ସୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡାଦେଶ ଆଶଙ୍କା…

ନାପିଦ୍ୱ,୮।୧୨: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଅପରାଧରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପୂର୍ବରୁ ଏହି ଦଣ୍ଡକୁ ଚାରି ବର୍ଷ କରାଯାଇଥିଲା। କିନ୍ତୁ ପରେ ଏହାକୁ...

ବାୟୁସେନାର ଶକ୍ତି ହେବ ବୃଦ୍ଧି, ମିଳିବ ଏଇଏସ୍‌ଏ ରାଡାର…

ନୂଆଦିଲ୍ଲୀ,୮।୧୨: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବାକୁ ଯାଉଛି। ସ୍ବଦେଶୀ ଭାବେ ବିକଶିତ ରାଡାର – ଆକ୍ଟିଭ ଇଲେକ୍ଟ୍ରୋନିକ ସ୍କାନ (ଏଇଏସ୍‌ଏ)ର ସାମିଲ କରିବା ଲାଗି ବାୟୁସେନା ପ୍ରସ୍ତୁତ ହେଉଛି। ବାୟୁସେନାରେ ରାଡାର ସାମିଲ ହେବା ଦ୍ୱାରା, ଭାରତ ପୃଥିବୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri