Tag Archives: Home Middle

ଓଡ଼ିଶାରେ ୪୦% ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନାହିଁ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ପଜିଟିଭ୍‌ ଚିହ୍ନଟ ପରେ ସେମାନେ...

ମୋଦି-ପୁଟିନ ସାକ୍ଷାତ୍‌କାର: ମୋଦି କହିଲେ ବିଶ୍ୱରେ ଅନେକ କିଛି ବଦଳିଛି ହେଲେ ଆମ ବନ୍ଧୁତ୍ୱ ନୁହେଁ

ନୂଆଦିଲ୍ଲୀ,୬ ।୧୨: ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ସୋମବାର ସାକ୍ଷାତ୍‌କାର ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏଇ କିଛି ବର୍ଷ ମଧ୍ୟରେ ଦୁଇ...

ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ…

ନୂଆଦିଲ୍ଲୀ,୬।୧୨: ଯୌତୁକ ଭଳି ସାମାଜିକ ଅପରାଧକୁ ରୋକିବା ପାଇଁ ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ ବୋଲି ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ସୋମବାର ଏହା ଉପରେ ଶୁଣାଣି କରି ଶୀର୍ଷକୋର୍ଟ...

ସ୍ପୁଟନିକ ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଲା ଆର୍ଜେଣ୍ଟିନା

ବୁନୋସ ଏରିସ,୬ ।୧୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଆର୍ଜେଣ୍ଟିନା ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ ଲାଇଟ୍ ଭ୍ୟାକ୍ସିନକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି । ଏହାପରେ ଏହାକୁ ବୁଷ୍ଟର ଶଟ୍ କିମ୍ବା ଭ୍ୟାକ୍ସିନ ଡୋଜ ଭାବେ ବ୍ୟବହାର...

ନେପାଳରେ ପଶିଲା ଓମିକ୍ରନ

କାଠମାଣ୍ଡୁ,୬ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନେପାଳରେ ପହଞ୍ଚିଛି। କଏଠାରେ ୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଆଉ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଭାରତ ସମେତ ୩୦ରୁ ଅଧିକ ଦେଶ ଏହି ନୂଆ...

ମାସେ ମଧ୍ୟରେ ଏସ୍‌ଆଇଟି ଯାଞ୍ଚ୍‌ ଶେଷ ହେବ…

ନୂଆଦିଲ୍ଲୀ,୬।୧୨: ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇ ଯାଇଥିବା ଫାୟାରିଂ ଘଟଣା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଲୋକ ସଭାରେ ବକ୍ତବ୍ୟ ରଖିଛନ୍ତି। ମାସେ ମଧ୍ୟରେ ଏହି ମାମଲାର ଯାଞ୍‌ ଏସ୍‌ଆଇଟି ଦ୍ୱାରା ଶେଷ ହେବ ବୋଲି ସେ ସୂଚନା...

ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଭରା ପୋଷ୍ଟର ଜାରି…

ଶ୍ରୀନଗର,୬।୧୨: ଜମ୍ମୁ-କଶ୍ମୀରରେ ଗଜନାଭି ଫୋର୍ସ ନାମକ ଆତଙ୍କବାଦୀ ସଂଗଠନର ପକ୍ଷରୁ ଦୁଇଟି ପୋଷ୍ଟର କାଶ୍ମୀରର ରାଜୌରୀର ଥାନାମାଣ୍ଡିର ଆଜମତାବାଦ ଅଞ୍ଚଳରେ ଲଗାଯାଇଛି। ପ୍ରକାଶ ପାଇଛି। ଆଜମାତାବାଦର କାନ୍ଥରେ ଉଭୟ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରଗୁଡିକରେ, ଭାରତୀୟ ସେନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି।  ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହି ରିପୋର୍ଟରେ ଭାରତକୁ ଏସିଆର ମଧ୍ୟମ...

ଚନ୍ଦ୍ରରେ ରହସ୍ୟମୟ କୁଡ଼ିଆ, ଫଟୋ ପଠାଇଲା ରୋଭର…

ବେଜିଂ,୬।୧୨: ଚନ୍ଦ୍ରର ଦୂର ପାର୍ଶ୍ୱରେ ଏକ ରହସ୍ୟମୟ କୁଡ଼ିଆ ରହିଛି। ଚାଇନାର ରୋଭର ପଠାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଚାଇନାର ଚାଙ୍ଗ-୪ ପ୍ରୋବ୍‌ ଦ୍ୱାରା ଚନ୍ଦ୍ରକୁ ପଠାଯାଇଥିବା ୟୁଟୁ-୨ ରୋଭର ଦ୍ୱାରା ଚନ୍ଦ୍ରର ଦୂର ପାର୍ଶ୍ୱକୁ ନିଆଯାଇଥିବା ଫଟୋରେ ଏଭଳି...

ଅସାଲ୍ଟ ରାଇଫଲ ଚୁକ୍ତି ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ବ୍ଳାଡ଼ିମୀର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ପ୍ରତିପକ୍ଷ ଜେନେରାଲ ସେର୍ଜେଇ ଶୋଇଗୁଙ୍କୁ ଭେଟିଛନ୍ତି। ଶୋଇଗୁଙ୍କ ସହ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଛନ୍ତି ଯେ ବହୁପକ୍ଷବାଦ, ବିଶ୍ୱ...

ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ…

ନାପିଦ୍ୱ,୬।୧୨: ମ୍ୟାନ୍‌ମାରର ଏକ କୋର୍ଟ ଅଙ୍ଗ୍‌ ସାନ୍‌ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ କରିଛି। ଦେଶରେ ଘଟିଥିବା ସାମରିକ ବିଦ୍ରୋହ ସମୟରେ ସେ ପ୍ରତିରୋଧାତ୍ମକ କାର୍ଯ୍ୟ କରିଥିବା ଏବଂ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଏଭଳି...

ବୁଷ୍ଟର ଡୋଜ୍‌ ନେବାକୁ ଦେଶ ଛାଡୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଓମିକ୍ରନ୍‌ ଭୟରେ ବହୁ ଭାରତୀୟ ଦେଶ ଛାଡୁଛନ୍ତି। ସେମାନେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ପଳାୟନ କରୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri