Tag Archives: Home Middle

୭ ଡିଗ୍ରୀକୁ ଖସିଲା

ଦାରିଙ୍ଗବାଡି,୨।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଛି। ଯାହାକି ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସବୁଠାରୁ କମ୍‌ ତାପମାତ୍ରା ବୋଲି ବିଡିଓ...

ଭୟଭୀତ ହେବାର ଆବଶ୍ୟକତା ନାହିଁ

ବେଙ୍ଗାଲୁରୁ,୨।୧୨: ଗୁରୁବାର ପ୍ରଥମ ଥର ପାଇଁ ଦେଶରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱର ୩୦ତମ ଦେଶ ଭାବେ ଭାରତରେ ଚିହ୍ନଟ ହୋଇଛି କରୋନା ଭାଇରସର ନୂଆ ଷ୍ଟ୍ରେନ। କିନ୍ତୁ ଭୟଭୀତ ହେବାର...

୨୯ ଦେଶକୁ ମାଡ଼ିଲାଣି ଓମିକ୍ରନ: ୩୭୩ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୨ା୧୨: ଆଜି ଭାରତରେ ପଶିଛି ଓମିକ୍ରନ। ଏହାକୁ ମିଶାଇ ୨୯ ଦେଶକୁ ମାଡ଼ି ସାରିଲାଣି ଏହି ଭାରିଆଣ୍ଟ। ବର୍ତ୍ତମାନ ସୁଦ୍ଧା ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନାନୁଯାୟୀ, ଡେଲ୍‌ଟା...

ଅବସର ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍‌ ନିର୍ଦ୍ଧାରଣ କରାଯିବା ଜରୁରୀ…

ନୂଆଦିଲ୍ଲୀ,୨।୧୨: ଚାକିରିରୁ ଅବସର ନେବା ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍‌ ନିର୍ଦ୍ଧାରଣ କରାଯିବା ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ବି.ଭି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି...

ବିବାହ ପାଇଁ ପ୍ରପୋଜ୍‌ କରିବା ପୋକ୍ସୋ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୨।୧୨: ଜଣେ ନାବାଳିକାଙ୍କ ଓଢ଼ଣୀ ଟାଣିବା, ହାତ ଟାଣିବା ଏବଂ ବିବାହ ପାଇଁ ପ୍ରପୋଜ୍‌ କରିବା ପୋକ୍ସୋ ଆକ୍ଟ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ। କୋଲକାତା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ବିବେକ...

ଭାରତ ଛୁଇଁଲା ଓମିକ୍ରନ୍‌: କର୍ନାଟକରେ ୨ ଚିହ୍ନଟ

ନୂଆଦିଲ୍ଲୀ,୨।୧୨: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଏବେ ଭାରତକୁ ଆସିଛି। କର୍ନାଟକରେ ୨ ଜଣ ଓମିକ୍ରନ ଭାରିଆଣ୍ଟର ଶିକାର ହୋଇଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ ଏକ...

ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ପରେ ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି…

ନୂଆଦିଲ୍ଲୀ,୨।୧୨: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ପ୍ରଦୂଷଣର ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ...

ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଲୋଡ଼ିଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଓମିକ୍ରନ ଭାରିଆଣ୍ଟର ବଢୁୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତରେ ଏହାର କରୋନା ଟିକା କୋଭିଶିଲ୍ଡର ବୁଷ୍ଟର୍‌ ଡୋଜ ପ୍ରସ୍ତୁତି...

ବଡ଼ ଲୋକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବେଳେ ଛୋଟ ପିଲା ଯାଉଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଥିବା ମଧ୍ୟରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ ପୁଣି ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ଆମକୁ କହିଛନ୍ତି ଯେ ସ୍କୁଲ ବନ୍ଦ ଅଛି...

୧୫ ଡିସେମ୍ବରରୁ ଆସିପାରେ ନୂଆ ନିୟମ, ଟିକା ନ ନେଲେ ଟ୍ରେନ୍‌-ବସ୍‌ରେ ଯାତ୍ରା କରିବା ମନା !…

ନୂଆଦିଲ୍ଲୀ,୨।୧୨: କରୋନାର ଓମିକ୍ରନ ଭାରିଆଣ୍ଟ  ୨୫ ଟି ଦେଶରେ ବ୍ୟାପିଛି। ଏହାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡା ପ୍ରତିବନ୍ଧକ ପାଇଁ ପ୍ରସ୍ତୁତି ଚାଲିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) କୁ ମୁଖ୍ୟନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର...

ପୁଅ ବୟସ୍କ ହେବା ପର୍ଯ୍ୟନ୍ତ ଭରଣ-ପୋଷଣ ଦାୟିତ୍ୱ ବାପାଙ୍କର…

ନୂଆଦିଲ୍ଲୀ,୨।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦରେ ପିଲାଙ୍କର କୌଣସି ସମସ୍ୟା ନହେବା ଉଚିତ। ପୁଅ ବୟସ୍କ ହେବା ପର୍ଯ୍ୟନ୍ତ ଭରଣ ପୋଷଣ ଦାୟିତ୍ୱ ବାପାଙ୍କର। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଏ.ଏସ୍‌. ବୋପାନ୍ନାଙ୍କ ନେତୃଥ୍ବରେ ଗଠିତ ଖଣ୍ଡପୀଠ...

ଓମିକ୍ରନ୍‌ ଆତଙ୍କ ସହିତ ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨।୧୨: ଓମିକ୍ରନ୍‌ ଆତଙ୍କ ସହିତ ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ୭୬୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri