Tag Archives: Home Middle

ରାଜ୍ୟରେ ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୫୨ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ...

୨୫ ଦେଶରେ ଓମିକ୍ରନ୍‌ ଆତଙ୍କ, ଲୋକ ସଭାରେ ହେବ ଆଲୋଚନା…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଚି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ...

ସପ୍ତାହରେ ସଂକ୍ରମଣ ୪୦୩% ବୃଦ୍ଧି

ଜୋହାନ୍ସବର୍ଗ, ୨ା୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ପ୍ରଥମ ଚିହ୍ନଟ ହେବା ପରଠାରୁ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସପ୍ତାହକ ମଧ୍ୟରେ ସେଠାରେ କୋଭିଡ୍‌ ପଜିଟିଭ୍‌ ମାମଲା ୪୦୩ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ୪,୪୭୩ ସଂକ୍ରମିତ...

କେଉଁ ସରକାରଙ୍କ ସମୟରେ ଗୁଜରାଟରେ ଦଙ୍ଗା ହୋଇଥିଲା ?

ନୂଆଦିଲ୍ଲୀ,୨।୧୨: ୨୦୦୨ରେ ଗୁଜରାଟରେ ମୁସଲମାନ ବିରୋଧୀ ହିଂସା କେଉଁ ସରକାରଙ୍କ ଅମଳରେ ସଂଗଠିତ ହୋଇଥିଲା ? ଏଭଳି ଏକ ମଲ୍ଟିପୁଲ ଚୟସ ପ୍ରଶ୍ନ ଆସିଥିଲା ଦ୍ୱାଦଶ ଶ୍ରେଣୀର ସମାଜ ବିଜ୍ଞାନ (ସୋସିଓଲୋଜି) ଟର୍ମ ୧ ଏକ୍ସାମରେ। ପ୍ରଶ୍ନର ଉତ୍ତର ପାଇଁ...

ମୃତ ଚାଷୀଙ୍କ ସଂଖ୍ୟା ଜାଣିନୁ, କେମିତି ଦେବୁ କ୍ଷତିପୂରଣ

ନୂଆଦିଲ୍ଲୀ, ୧।୧୨: ବିବାଦୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ମୃତ୍ୟୁ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ତେଣୁ ସେମାନଙ୍କ ପରିବାରକୁ ଆର୍ଥତ୍କ ସହାୟତା କେମିତି...

ସେମିଫାଇନାଲରେ ଭାରତ

ଭୁବନେଶ୍ୱର,୧।୧୨: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଡିଫେଣ୍ଡିଂ ଚାମ୍ପିୟନ ବୁଧବାର ସନ୍ଧ୍ୟାରେ ଆୟୋଜିତ କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇ ଦେଇଛି। ମ୍ୟାଚ୍‌ରେ ଭାରତ ପାଇଁ...

ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି, ଲୋକ ସଭାରେ ପ୍ରଶ୍ନ…

ନୂଆଦିଲ୍ଲୀ ,୧।୧୨: ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି ବୋଲି ଲୋକ ସଭାରେ ବୁଧବାର ପ୍ରଶ୍ନ ଉଠିଛି। ଶୂନ୍ୟକାଳରେ ଉତ୍ତରପ୍ରଦେଶ କାନପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସତ୍ୟଦେବ ପାଚୌରି ଏଭଳି ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ହିନ୍ଦୀ...

୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ…

ନୂଆଦିଲ୍ଲୀ ,୧।୧୨: କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରାଯାଇଛି।...

ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି, ସରକାର ଦେଲେ ସୂଚନା…

ନୂଆଦିଲ୍ଲୀ,୧।୧୨: ସମ୍ପ୍ରତି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି ବୋଲି ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଏଭଳି କହିଛନ୍ତି। ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତଥା କଶ୍ମୀର ପଣ୍ଡିତଙ୍କୁ...

ହାର୍ଟ ସର୍ଜରୀ ବଦଳାଇ ଦେଲା ଭାଗ୍ୟ, କାରଣ ଜାଣିଲେ…

ଜଣେ ବ୍ୟକ୍ତିଙ୍କର ହାର୍ଟ ସର୍ଜରୀ ପରେ ଭାଗ୍ୟ ବଦଳିଯାଇଛି। କାରଣ ତାଙ୍କ ଅଜାଣତରେ ଆକାଉଣ୍ଟକୁ ୭ କୋଟି ଟଙ୍କା ଆସିଛି। ଏହା ଜାଣିବା ପରେ ଏହି ବ୍ୟକ୍ତିଙ୍କର ଖୁସି କହିଲେ ନ ସରେ। ଆମେରିକାର ମାସାଚ୍ୟୁଟ୍‌ସରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ...

ଓମିକ୍ରନ୍‌ ଆଗରେ ବର୍ତ୍ତମାନର କରୋନା ଟିକା ଅକାମୀ, ମାନିଲେ ଭାକ୍ସିନ୍‌ ନିର୍ମାତା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ଆରମ୍ଭ ହୋଇଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଭୂତାଣୁ ଓମିକ୍ରନ୍‌ର ସ୍ପାଇକ ପ୍ରୋଟିନରେ ବହୁ ପରିବର୍ତ୍ତନ ହୋଇଛି।...

ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ-ଚାଇନା ମିଳିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ଏଲ୍‌ଓସି ବାଟେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ତେବେ ଏବେ ପାକିସ୍ତାନ ସହିତ ଏନେଇ ଚାଇନା ହାତ ମିଳାଇଛି। ହୋଇଥିବା ଏକ ଅନୁପ୍ରବେଶ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ଗୁପ୍ତ ତଥ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri