Tag Archives: Home Middle

ଭାରତରେ ଓମିକ୍ରନ୍‌ ଆତଙ୍କ, ୧୫ ଦିନରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଛନ୍ତି ୧,୦୦୦ ଯାତ୍ରୀ…

ନୂଆଦିଲ୍ଲୀ,୩୦।୧୧: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଶ୍ୱାନେ ଇନଷ୍ଟିଚ୍ୟୁଟ୍‌ କରୋନାର ଦ୍ୱିତୀୟ ଏନ୍ତୁଡ଼ିଶାଳ ପାଲଟିଛି। ଏପରିସ୍ଥଳେ ଭାରତରେ ଓମିକ୍ରନ୍‌କୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ...

କୃଷକ ଆନ୍ଦୋଳନ ଯୋଗୁ ବର୍ଷକରେ ୬୦ ହଜାର କୋଟି କ୍ଷତି…

ନୂଆଦିଲ୍ଲୀ,୩୦।୧୧: ଦିଲ୍ଲୀ ଏବଂ ଏହାର ଆଖପାଖ ରାଜ୍ୟରେ କୃଷକଙ୍କ ଆନ୍ଦୋଳନ ଯୋଗୁ ଏକ ବର୍ଷ ମଧ୍ୟରେ ପ୍ରାୟ ୬୦ ହଜାର କୋଟି ମୂଲ୍ୟର କାରବାର କ୍ଷତି ହୋଇଛି। ଏହି ବ୍ୟବସାୟିକ କ୍ଷତି ମୁଖ୍ୟତଃ ୨୦୨୦ ନଭେମ୍ବର, ଡିସେମ୍ବର ଏବଂ ୨୦୨୧...

ଏଲ୍‌ଓସିରେ ଅନୁପ୍ରବେଶ ପାଇଁ ଆଇଏସ୍‌ଆଇର ଷଡ଼ଯନ୍ତ୍ର…

ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍‌ଓସି ଦେଇ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ହୋଇଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଏନେଇ ଯୋଜନା କରାଯାଇଛି। ଆଇଏସ୍‌ଆଇ ପକ୍ଷରୁ ଏହାର କାର୍ଯ୍ୟାଳୟଗୁଡ଼ିକୁ ଲଞ୍ଚପ୍ୟାଡ୍‌ ଭାବେ ବ୍ୟବହାର କରାଯାଉଛି। ଜମ୍ମୁର...

୭ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୩୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ୯୯୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି...

ଓମିକ୍ରନ୍‌ ପାଇଁ ଅଲଗା ଟିକା ପ୍ରସ୍ତୁତି ନେଇ ଯୋଜନା…

ଓ୍ବାଶିଂଟନ/ନୂଆଦିଲ୍ଳୀ,୩୦।୧୧: ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ୍‌ ସଂକ୍ରମଣ ନେଇ ସଙ୍କଟ ଜନକ ପରିସ୍ଥିତି ଉପୁଜିଥିବା ବେଳେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଅଲଗା ଟିକା ପ୍ରସ୍ତୁତି ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। କମ୍ପାନୀ ଗୁଡ଼ିକ ଅନ୍ୟ ପ୍ରକାର ଟିକା...

ଓମିକ୍ରନ୍‌ ବଡ଼ ବିପଦ

ନୂଆଦିଲ୍ଲୀ, ୩୦ା୧୧: କରୋନା କବଳରୁ ମୁକୁଳି ବିଶ୍ୱ ସଜାଡ଼ି ହେବାକୁ ଅଣ୍ଟା ଭିଡ଼ିଲାବେଳକୁ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପୁଣି ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣର ଭୟାବହତାକୁ ଦେଖି ପ୍ରାୟ ସବୁ ଦେଶ ଆଲର୍ଟ ରହିଛନ୍ତି। ବିଭିନ୍ନ ସ୍ଥାନରେ କଡ଼ା କଟକଣା...

ଡେଲ୍ଟାଠୁ ୬ଗୁଣ ସଂକ୍ରାମକ ଓମିକ୍ରନ୍‌

ହାଇଦ୍ରାବାଦ, ୩୦ା୧୧: ସମଗ୍ର ବିଶ୍ୱକୁ ଡରାଇଥିବା କୋଭିଡ୍‌ ନୂଆ ଭାରିଆଣ୍ଟ ବି.୧.୧.୫୨୯ ବା ‘ଓମିକ୍ରନ’ ଦ୍ୱିତୀୟ ଲହରରେ ଆସିଥିବା ‘ଡେଲ୍ଟା’ ଭାରିଆଣ୍ଟଠାରୁ ୬ଗୁଣା ଅଧିକ ସଂକ୍ରାମକ। ମନୋକ୍ଲୋନାଲ ଆଣ୍ଟିବଡି ଥେରାପି କିମ୍ବା କକ୍‌ଟେଲ୍‌ ଚିକିତ୍ସା ଓମିକ୍ରନ ସଂକ୍ରମିତଙ୍କଠାରେ ପ୍ରଭାବୀ ହୋଇ...

ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୩୦ ।୧୧: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଛନ୍ତି । ହେଲେ ଏହି ସମୟରେ କଂଗ୍ରେସର ଅନୁଗାମୀ ମାନେ ଅଲଗା ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । କୃଷି...

୧୩ ଦେଶରେ ପହଞ୍ଚିଲା ଓମିକ୍ରନ: ବିଦେଶୀଙ୍କ ପାଇଁ ଜାପାନ ମନା

ନୂଆଦିଲ୍ଲୀ/ଟୋକିଓ /ଲିସବନ,୩୦ ।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୧୩ଟି ଦେଶରେ ପହଞ୍ଚି ସାରିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ କୁହାଯାଇଛି କି ଓମିକ୍ରନ ଆକ୍ରାନ୍ତ...

ଟୁଇଟର ସିଇଓ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୨୯।୧୧: ଟୁଇଟରର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋରସି ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କମ୍ପାନୀର ଦାୟିତ୍ୱ ନେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ। ସେ ଏବେ ଟୁଇଟରର ଟେକ୍‌ନୋଲୋଜି...

୪୪ କୋଟି ଛୁଆଙ୍କୁ ଟିକା ଦେବାକୁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୨୯।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଓ ଭୟ ବଢ଼ୁଥିବା ବେଳେ ଦେଶର ୪୪ କୋଟିରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକାକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌-୧୯ ଟାକ୍ସଫୋର୍ସ ଅଧ୍ୟକ୍ଷ ଡା. ଏନ୍‌. କେ. ଅରୋରା କହିଛନ୍ତି।...

ଓମିକ୍ରନ୍‌କୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୯ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି ତଥାପି ଅନ୍ୟ ଦେଶ ଭଳି ଆମ ଦେଶ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତାରେ ପଡ଼ିଛି। ତେବେ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri