Tag Archives: Home Middle

ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ପାରିତ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭା ଉଭୟ ଗୃହରେ ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମଧ୍ୟାହ୍ନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌...

କରୋନାର ନୂଆ ଏନ୍ତୁଡ଼ିଶାଳର ସନ୍ଧାନ ମିଳିଲା, ୯୦ ପ୍ରତିଶତ ଓମିକ୍ରନ୍‌ ଆକ୍ରାନ୍ତ…

କେପ୍‌ ଟାଉନ୍‌,୨୯।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଠାରେ ଥିବା ଶ୍ୱାନେ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏବେ କରୋନାର ନୂଆ ଏନ୍ତୁଡ଼ିଶାଳ ପାଲଟିଛି। ଏଠାରେ ୯୦ ପ୍ରତିଶତ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି। ଫଳରେ...

କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକସଭାରେ ପାରିତ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକସଭାରେ ସୋମବାର ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଲ୍‌ ଆଗତ ହେବାର କିଛି ମିନିଟ୍‌ ମଧ୍ୟରେ ଏହା ପାରିତ ହୋଇଥିଲା। ତେବେ...

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ ନିର୍ମାଣ କାର୍ଯ୍ୟ ବନ୍ଦଥିବାବେଳେ ସେଣ୍ଟ୍ରାଲ ଭିଷ୍ଟାରେ କାହିଁକି ରହିଛି ଜାରି…

ନୂଆଦିଲ୍ଲୀ,୨୯।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିବା ସହିତ ପ୍ରଶ୍ନ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ଥିବାବେଳେ ସେଣ୍ଠ୍ରାଲ ଭିଷ୍ଟା...

ବାହାରେ ପ୍ରଦର୍ଶନ, ଭିତରେ ହଟ୍ଟଗୋଳ, ଲୋକ ସଭା-ରାଜ୍ୟ ସଭା ଅଚଳ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହ ଅଚଳ ହୋଇପଡ଼ିଛି। ବାହାରେ ବିରୋଧୀଙ୍କ ପକ୍ଷରୁ ପ୍ରଦର୍ଶନ ଆରମ୍ଭ କରାଯିବା ସହିତ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଅଧିବେଶନ ଆରମ୍ଭ ହେବା...

ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି, ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ ପରିବର୍ତ୍ତନ କରିଥାଏ…

ରୋମ/ନୂଆଦିଲ୍ଲୀ,୨୯।୧୧: କରୋନା ମହାମାରୀର ଦକ୍ଷିଣ ଆଫ୍ରିକାରେ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି କରାଯାଇଛି। କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ନିଜକୁ ଅଧିକ ପରିବର୍ତ୍ତନ କରିଥାଏ। ଏହାର ୩୦ ପ୍ରକାର ମ୍ୟୁଟେଶନ ରୂପ ରହିଛି ବୋଲି...

ଦେଶ ହିତରେ ଚର୍ଚ୍ଚା ପାଇଁ ସରକାର ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୯।୧୧: ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର  ଦେଶ ହିତକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ। ପ୍ରତ୍ୟେକ ପ୍ରଶ୍ନର...

ବାହାରୁ ଆସୁ ନାହାନ୍ତି ଆତଙ୍କବାଦୀ,କଶ୍ମୀର ଯୁବବର୍ଗ ଧରୁଛନ୍ତି ବନ୍ଧୁକ,ଓମାର ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି।...

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୯ ।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୦୯ କୁ ବୃଦ୍ଧି ପାଇଛି। କେବଳ ବରଗଡରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ...

ଏବେ ଆରମ୍ଭ ହେବ ସର୍ଜିକାଲ ଅପରେଶନ୍‌…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଟାର୍ଗେଟ୍‌ କିଲିଂ ସହିତ ସମ୍ପୃକ୍ତ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏବେ ସର୍ଜିକାଲ ଅପରେଶନ୍‌ ପାଇଁ ଯୋଜନା କରାଯାଇଛି। ଆତଙ୍କବାଦର ମୁକାବିଲା ପାଇଁ ଜମ୍ମୁ-କଶ୍ମୀର ପୋଲିସ, ଗୁପ୍ତଚର ଏଜେନ୍ସି ଏବଂ ସେନାବାହିନୀ ମଧ୍ୟରେ ସମନ୍ବୟ ମାଧ୍ୟମରେ...

ରାଜ୍ୟରେ ୧୯୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୧୯୭ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ...

୫୪୪ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ,୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୩୦୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୩୬ ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri