Tag Archives: Home Middle

ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ଗୁରୁତର ଅପରାଧ ନୁହେଁ, ହାଇକୋର୍ଟଙ୍କ ରାୟ ନେଇ ବିବାଦ…

ଆହ୍ଲାବାଦ୍‌,୨୩।୧୧: ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ବିବାଦୀୟ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯୌନ ସମ୍ପର୍କକୁ ’ଗୁରୁତର ଅପରାଧ ଭାବେ ଗ୍ରହଣ କରାଯାଇ ପାରିବ ନାହିିଁ। ଏହା ସହିତ କୋର୍ଟ ଦୋଷୀ...

ଅଟଳ ବିହାରୀଙ୍କ ନାମରେ ନାମିତ ହେବ ଯମୁନା ଏକ୍ସପ୍ରେସ ୱେ…

ନୋଏଡା,୨୩।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ସରକାର ଯମୁନା ଏକ୍ସପ୍ରେସ ୱେର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରେଟର ନୋଏଡାକୁ ଜୁଆର ବିମାନବନ୍ଦରର ଭୁମି ପୂଜନ କରିବା ପାଇଁ ଆସୁଛନ୍ତି।...

ଦୈନିକ ସଂକ୍ରମଣ ୮ ହଜାରରୁ କମ୍‌…

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୮ ହଜାର ତଳେ ରହିଛି। ଗୋଟିଏ ଦିନ ପୂର୍ବରୁ ଏହା ୯ ହଜାର ତଳେ ଥିଲା। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ହଜାର ୫୭୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

କ୍ଷମା ନୁହେଁ, ସମାଧାନ ଚାହୁଁ

ଲକ୍ଷ୍ନୌ, ୨୩।୧୧: ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସୋମବାର ଲକ୍ଷ୍ନୌରେ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଆଇନ ପ୍ରତ୍ୟାହାର ନ...

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର ପାଇଁ ପାଣି ଭିତରୁ ବାହାରିଥିଲା। ଟେକ୍ଟୋନିକ୍‌ ପ୍ଲେଟ୍‌ ଗତିବିଧି ଯୋଗୁ ଜଳମଗ୍ନ ପୃଥିବୀରୁ...

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ସଭିଙ୍କୁ ବାଧିବ

ନୂଆଦିଲ୍ଲୀ,୨୩।୧୧: କୃଷିଜାତ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଆସିଲେ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ। ଏଭଳି କହିଛନ୍ତି କୃଷି ଆଇନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସଦସ୍ୟ ଅନିଲ ଘାନଓ୍ବତ।...

୩ କୃଷି ଆଇନ ଖାରଜ ପାଇଁ ଅଣାଯିବ ବିଲ୍‌

ନୂଆଦିଲ୍ଲୀ,୨୨।୧୧: ୩ ବିବାଦୀୟ କୃଷି ଆଇନକୁ ଖାରଜ କରିବା ପାଇଁ ଏକ ବିସ୍ତୃତ ବିଲ ଅଣାଯିବ। କେନ୍ଦ୍ର ସରକାର ଏହି ବଲ୍‌କୁ ପ୍ରସ୍ତୁତ ହେବା ପରେ ସଂସଦରେ ପାରିତ ହେବ ବୋଲି ସୂତ୍ରରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩...

ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ କମ୍‌ ନମ୍ବର ଅବା ଫେଲ୍‌ ହେଲେ ପୂର୍ବ ମାର୍କ ବଜାୟ ରଖୁ ସିବିଏସ୍‌ଇ, ଡିସେମ୍ବରରେ ଶୁଣାଣି …

ନୂଆଦିଲ୍ଲୀ,୨୨।୧୧: ସିବିଏସ୍‌ଇ ଦ୍ୱାଦଶ ବୋର୍ଡରେ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଦେଇ କମ୍‌ ନମ୍ବର ଅବା ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କର ପୂର୍ବ ମାର୍କ ବଜାୟ ରହିବା ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ ଡିସେମ୍ବର ୬ କୁ ଘୁଞ୍ଚାଇ ଦିଆଯାଇଛି। ସିବିଏସ୍‌ଇକୁ...

ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ, କରୋନା ମୃତ୍ୟୁ କ୍ଷତିପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୨।୧୧: କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କୁ ଭର୍ସନା କରାଯାଇଛି। ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏଭଳି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ...

ଭରଣପୋଷଣରେ ଖିଲାପ ଅଭିଯୋଗରେ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ…

ଚଣ୍ଡିଗଡ଼,୨୨।୧୧: ଭରଣପୋଷଣ ଆଦେଶର ଖିଲାପ ଅଭିଯୋଗରେ ଅଭିଯୁକ୍ତଙ୍କୁ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି ସମୟରେ କୁହାଯାଇଛି। ବିଚାରପତି ମଞ୍ଜୁରୀ ନେହେରୁ କୌଲଙ୍କ ନେତୃତ୍ୱରେ...

ସାବରିମାଲା ପ୍ରସାଦରେ ହଲାଲ ଗୁଡ଼ ବିବାଦ, ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୧: ସାବରିମାଲା ମନ୍ଦିରରେ ପ୍ରସାଦ ଏବଂ ନୈବେଦ୍ୟ ପାଇଁ ବ୍ୟବହୃତ ହେଉଥିବା ଅଶୁଦ୍ଧ ହଲାଲ ଗୁଡ଼ ବିବାଦରେ କେରଳ ହାଇକୋର୍ଟ ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଛନ୍ତି। ବିଚାରପତି ଅନୀଲ କେ. ନରେନ୍ଦ୍ରମ୍‌ ଏବଂ ପି.ଜି. ଅଜିତ୍‌ କୁମାରଙ୍କ ନେତୃତ୍ୱରେ...

ନିଜ ପସନ୍ଦରେ ବିବାହ କରିଥିବା ଦମ୍ପତିଙ୍କୁ ଧମକ ଦେଲେ କାର୍ଯାନୁଷ୍ଠାନ, ଡିଜିପିଙ୍କୁ ନିର୍ଦ୍ଦେଶ…

ଡେରାଡୁନ୍‌,୨୨।୧୧: ନିଜ ପସନ୍ଦରରେ ବିବାହ କରୁଥିବା ଦମ୍ପତିଙ୍କୁ ସେମାନଙ୍କ ପରିବାର ସଦସ୍ୟ ଅବା ବାହାରର କୌଣସି ବ୍ୟକ୍ତିଙ୍କ ଠାରୁ ଧମକ ମିଳିବାର ଅଭିଯୋଗ ଆସିଲେ, ଏନେଇ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri