Tag Archives: Home Middle

ସଂଶୋଧିତ କୃଷି ଆଇନକୁ ଫେରାଇ ନିଆଯିବାର ସାମ୍ବିଧାନିକ ଉପାୟ…

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ଶେଷ କରିବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ସଂସଦରେ ଆଇନ ନ...

ତିନି ରାଜଧାନୀ ଆଇନ ପ୍ରସ୍ତାବ ଫେରାଇନେବେ ଆନ୍ଧ୍ରପ୍ରଦେଶ ସରକାର…

ହାଇଦ୍ରାବାଦ,୨୨।୧୧: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ତିନି ରାଜଧାନୀ ଆଇନ ପ୍ରସ୍ତାବକୁ ଫେରାଇ ନିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଶୁଭ୍ରାମନ୍ୟମ ଶ୍ରୀରାମ ଏନେଇ...

ଇସ୍ରୋ ବୈଜ୍ଞାନିକଙ୍କୁ ନିର୍ଯାତନା, ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ,୨୨।୧୧: ଇସ୍ରୋ ଗୁପ୍ତଚରୀ ମାମଲାରେ ୪ ବୈଜ୍ଞାନିକଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଆଗୁଆ ଜାମିନ୍‌ ବିରୋଧରେ ନୋଟିସ୍‌ ଜାରି କରିଛନ୍ତି। ୧୯୯୪ରେ କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଗୁପ୍ତଚରୀ ଅଭିଯୋଗ ଅଣାଯାଇ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ସମେତ ୪ ଇସ୍ରୋ...

ଅଭିନନ୍ଦନଙ୍କୁ ବୀର ଚକ୍ର…

ନୂଆଦିଲ୍ଲୀ,୨୨।୧୧: ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ରରେ ସମ୍ମାନୀତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ସମୟରେ ଅଭିନନ୍ଦନ ବାୟୁସେନାର ଓ୍ବିଙ୍ଗ୍‌ କମାଣ୍ଡା ଭାବେ କାର୍ଯ୍ୟ କରୁଥିଲେ।...

ଆବାସିକ ସ୍କୁଲର ୨୮୮ ଛାତ୍ରୀ କରୋନା ପଜିଟିଭ୍‌…

ଖାମ୍ମାମ,୨୨।୧୧: ଦେଶରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଏପରିସ୍ଥଳେ ତେଲେଙ୍ଗାନାରେ ଏକ ଅବାସିକ ସ୍କୁଲର ୨୮୮ ଛାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଖାମ୍ମାମ ଜିଲାର ଏକ ସରକାରୀ ଆବାସିକ ସ୍କୁଲରେ ଏଭଳି ଘଟିଛି। ଆବାସିକ ସ୍କୁଲରେ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୫୩୮ ଦିନ ପରେ ଏହା ସର୍ବନିମ୍ନ ରହିଛି। ଏହି...

ଭୋକ ଜ୍ୱାଳାରେ ଆଫ୍‌ଗାନ ଶିଶୁ

କାବୁଲ, ୨୨।୧୧ : ପାଦେ ପାଦେ ବିପଦ। କେତେବେଳେ ବର୍ଷୁଛି ଗୁଳି ତ ଆଉ କେତେବେଳେ ବିସ୍ଫୋରଣ। ସବୁଠି ତ୍ରାହି ତ୍ରାହି ଏବଂ ହା’ ଅନ୍ନର ଚିତ୍କାର। ଆତଙ୍କୀ ଗୋଷ୍ଠୀର କ୍ଷମତା ଲୋଭ ଓ ଏହାକୁ ନେଇ ସୃଷ୍ଟି ହୋଇଥିବା...

ଚାଇନା, ପେଗାସସ୍‌, ଦରଦାମ୍‌ ପ୍ରସଙ୍ଗରେ ଘେରିବେ ବିରୋଧୀ

ନୂଆଦିଲ୍ଲୀ,୨୨।୧୧: ସପ୍ତାହେ ପରେ ସଂସଦର ଶୀତ ଅଧିବେଶନ। ଏହି ଅଧିବେଶନ ଚଳାଇବା କେନ୍ଦ୍ର ସରକାରଙ୍କ ପାଇଁ ସହଜ ହେବ ନାହିଁ। କାରଣ ବିରୋଧୀଙ୍କ ହାତରେ ଚାଇନାର ଅତିକ୍ରମଣ, ପେଗାସସ୍‌ ସ୍ପାଏଓ୍ବେର, ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଭଳି ପ୍ରସଙ୍ଗ ରହିଛି। ସରକାରଙ୍କୁ...

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଜିଦ୍‌ରେ ଚାଷୀ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ ବୋଲି ରବିବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଚାଷୀମାନେ ନିଜ ଦାବିରେ...

ଖର୍ଚ୍ଚ ହୋଇପାରୁନି ନିର୍ଭୟା ପାଣ୍ଠି

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ପାଣ୍ଠି ମାଧ୍ୟମରେ ଓଡ଼ିଶାକୁ ଅର୍ଥ ଦିଆଯାଉଛି। ହେଲେ ଏହାର ସିଂହ ଭାଗ ଖର୍ଚ୍ଚ...

‘ପୂର୍ବ ସ୍ଥିତି ଫେରିନି, ଆଉ ୮ ମାସର ମାଗଣା ରାଶନ ଦିଅ’

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ): କୋଭିଡ୍‌ ମହାମାରୀ ପୂର୍ବରୁ ଅର୍ଥନୈତିକ କାର୍ଯ୍ୟକଳାପ ଯେପରି ଥିଲା, ଏପର୍ଯ୍ୟନ୍ତ ସେ ସ୍ଥିତି ଫେରିନି। ଏବେବି ଲୋକେ ଜୀବନଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏପରି ସ୍ଥିତିରେ ସରକାର ଲୋକଙ୍କୁ ଆଶ୍ୱସ୍ତ ପ୍ରଦାନ କରିବା ଆବଶ୍ୟକ। ତେଣୁ...

ପଠାନକୋଟରେ ଗ୍ରେନେଡ ମାଡ, ସମଗ୍ର ଜିଲାରେ ହାଇ ଆଲର୍ଟ

ପଠାନକୋଟ,୨୨ ।୧୧: ପଞ୍ଜାବର ପଠାନକୋଟରେ ଥିବା ସେନା ଗେଟ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଗ୍ରେନେଡ ମାଡ ହୋଇଛି । ସେନା କ୍ୟାମ୍ପର ତ୍ରିବେଣୀ ଦ୍ୱାର ଗେଟରେ ବାଇକରେ ଆସି କେତେଜଣ ଅଜ୍ଞାତ ବ୍ୟକ୍ତି ଗ୍ରେନେଡ ମାଡ କରିଥିଲେ ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri