Tag Archives: Home Middle

ପୁଲଓ୍ବାମା ଆକ୍ରମଣ ପାଇଁ ଆମାଜନରୁ ମଗାଯାଇଥିଲା ବିସ୍ଫୋରକ

ନୂଆଦିଲ୍ଲୀ,୨୧।୧୧: ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମା ଆମତ୍ଘାତୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଇ-କମର୍ସ ପୋର୍ଟାଲ ଆମାଜନ ଜରିଆରେ ଅଣାଯାଇଥିଲା। କନ୍‌ଫେଡେରେଶନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ପୁଲଓ୍ବାମା ଆକ୍ରମଣ ମାମଲାରେ ଗିରଫ ହୋଇଥିବା...

ନାବାଳିକା ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ବଳାତ୍କାର ସହିତ ସମାନ, ହାଇକୋର୍ଟଙ୍କ ରାୟ…

ଭୋପାଳ,୨୧।୧୧: ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର୍‌ ବେଞ୍ଚ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାବାଳିକା ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ବିଚାରପତି ଜି.ଏସ୍‌. ଅହଲୁୱାଲିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅପରାଧ...

ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର, ଏହା ପ୍ରଭାବିତ ହେବା ଅନୁଚିତ…

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାଗରିକଙ୍କ ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର। ଏହା ପ୍ରଭାବିତ ହେବେ ଅନୁଚିତ। ବିଚାରପତି ନଜମି ୱାଜିରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ଅତ୍ୟାବଶ୍ୟକ ନାଗରିକ ସୁବିଧା...

ବୀମା କମ୍ପାନୀଙ୍କୁ ଝଟ୍‌କା, ଯେ କୌଣସି ମତେ ଦେବାକୁ ପଡ଼ିବ ଦୁର୍ଘଟଣା କ୍ଷତି ପୂରଣ…

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ମୋଟର ଦୁର୍ଘଟଣାରେ ଯେକୌଣସି ମତେ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀଗୁଡ଼ିକୁ କୁହାଯାଇଛି। ଏହାଦ୍ୱାର ବୀମା କମ୍ପାନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଜଷ୍ଟିସ ସଞ୍ଜୀବ...

ପାଇଲଟ ଖୁସି: କହିଲେ କଂଗ୍ରେସ ଏବେ ଏକଜୁଟ…

ଜୟପୁର,୨୧।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରେ ବହୁ ପ୍ରତୀକ୍ଷିତ ଅଦଳବଦଳ ହେବ। ଏହା ଅନ୍ତର୍ଗତ ୧୫ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ ୪ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ।...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ଚାଇନା ଉପରେ ନଜର, ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିଶାଖାପାଟନମ୍ 

ମୁମ୍ବାଇ,୨୧ ।୧୧: ବଢିବ ନୌସେନାର ଶକ୍ତି । ରବିବାର ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିଶାଖାପାଟନମ୍ । ଏହି ଯୁଦ୍ଧପୋତର ଲମ୍ବ ୧୩୬ ମିଟର, ଚଉଡା ୧୭ ମିଟର ଥିବା ବେଳେ ଏହାର ଓଜନ ରହିଛି ୭୪୦୦ଟନ । ଏହା...

ମୋଦିଙ୍କ ବିବାଦୀୟ ନୀତି

ନୂଆଦିଲ୍ଲୀ, ୨୧।୧୧: ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନାଦେଶ ପାଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଅନେକ ବିବାଦୀୟ ନୀତି କାର୍ଯ୍ୟକାରୀ କରିବା ସହ କେତେକକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ୩ କୃଷି...

‘ମୁଁ ପାଣ୍ଡିଆନ ସାର୍‌ଙ୍କ ପରି ହେବି’

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ରାଜ୍ୟରେ ସ୍କୁଲ ରୂପାନ୍ତରଣ ପର୍ବ ଜାରି ରହିଛି । ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୫ ଜିଲାର ୧୪୮ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଜଗତ୍‌ସିଂହପୁରର ୧୪ ସ୍କୁଲ,...

କୃଷି ବିଲ୍‌ରେ ବିଜେଡି ଅସ୍ପଷ୍ଟ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୁସରଣ କରି ବିବାଦୀୟ ୩ କୃଷି ଆଇନ ଢାଞ୍ଚାରେ ରାଜ୍ୟ ସରକାର ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ବିପଣନ(ବିକାଶ ଓ ସୁଗମତା) ବିଲ୍‌-୨୦୨୦ ଆଣିବାକୁ ଯୋଜନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ...

ରାଜସ୍ଥାନ ମନ୍ତ୍ରିମଣ୍ଡଳର ପୁର୍ନଗଠନ ଆଜି, ୫ ବିଧାୟକଙ୍କ ସମେତ ୧୫ ମନ୍ତ୍ରୀ ନେବେ ଶପଥ

ଜୟପୁର,୨୧ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରବିବାର ତାଙ୍କ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରିବାକୁ ଯାଉଛନ୍ତି । ରବିବାର ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ମୋଟ ୧୫ ନେତାଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯିବ । ନୂଆ ମନ୍ତ୍ରୀଙ୍କ...

କଙ୍ଗନାଙ୍କ ଉପରେ ଦେଶଦ୍ରୋହ

ନୂଆଦିଲ୍ଲୀ, ୨୧।୧୧: ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଉପରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା। ଭାରତୀୟ ଯୁବ କଂଗ୍ରେସ (ଆଇୟାଇସି) ଜାତୀୟ ସମ୍ପାଦକ ଅମ୍ରେଶ ରଞ୍ଜନ ପାଣ୍ଡେ ଓ ଅମବୁଜ ଦିକ୍ସିତ ନୂଆଦିଲ୍ଲୀସ୍ଥିତ ପାର୍ଲାମେଣ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri