Tag Archives: Home Middle

ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ, ହାଇକୋର୍ଟଙ୍କ ରାୟ…

ଲକ୍ଷ୍ନୌ,୨୦।୧୧: ମାନହାନୀ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ,ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ। ବିଚାରପତି ସୌମିତ୍ର...

ଅଭିଯୁକ୍ତଙ୍କ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ଜରୁରୀ, ହାଇକୋର୍ଟଙ୍କ ଗୁରୁତ୍ୱାରୋପ…

ଚେନ୍ନାଇ,୨୦।୧୧: ମାନସିକ ସମସ୍ୟା ରହିଥିବା ଅଭିଯୁକ୍ତଙ୍କ ଯାଞ୍ଚ୍‌ ଜରୁରୀ। ପ୍ରଥମେ ସେମାନଙ୍କୁ ଆବଶ୍ୟକ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ବୋଲି ପୋଲିସ, ଜେଲ୍‌ ଅଧିକାରୀ ଏବଂ ରିମାଣ୍ଡିଙ୍ଗ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉଦ୍ଦେଶ୍ୟରେ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠଙ୍କ...

ମନ୍ତ୍ରୀଙ୍କ ପ୍ରେସ୍‌ ସୂଚନା ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁ, ସୁପ୍ରିମ୍‌କୋର୍ଟରେ ଆବେଦନ…

ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ର ମୁଖ୍ୟ ଅବା ଅନ୍ୟ ମନ୍ତ୍ରୀଙ୍କ ପ୍ରେସ୍‌ ସୂଚନା କାର୍ଯ୍ୟକ୍ରମ ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁବୋଲି ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ଏହା ଦ୍ୱାରା ପ୍ରେସ୍‌ ସୂଚନା ସମ୍ପର୍କରେ ଶ୍ରବଣ ଶକ୍ତି ବାଧିତ ଦିବ୍ୟାଙ୍ଗମାନେ ସହଜରେ...

କୁଲଗାମ୍‌ରେ ଏନ୍‌କାଉଣ୍ଟର…

ଶ୍ରୀନଗର,୨୦।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ...

ପ୍ରତିବର୍ଷ ୩୦ ହେଲିକପ୍ଟର ନିର୍ମାଣ କରିବ ଏଚଏଏଲ୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ରାଷ୍ଟ୍ରାୟତ୍ତ ଏରୋସ୍ପେସ ଏବଂ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ୍‌) ବର୍ଷକୁ ପ୍ରାୟ ୩୦ଟି ଲାଇଟ କମ୍ବାଟ ହେଲିକପ୍ଟର (ଏଲସିଏଚ୍‌) ନିର୍ମାଣ କରିବ ବୋଲି ଆଶା କରାଯାଉଛି। ଏନେଇ ଏଚଏଏଲ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

ଭାରତରେ ଦିଆଯିବ ବୁଷ୍ଟର ଡୋଜ୍‌, ଆସନ୍ତା ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସେହିପରି ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଏବେ ଦେଶରେ ବୁଷ୍ଟର ଡୋଜ୍‌...

ବାଜିମାରିଲେ ଝିଅ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥର ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ ହାର ୬୭.୭୬% ଥିବା ବେଳେ ପୁଅଙ୍କ ପାସ ହାର ୬୨.୭% ରହିଛି । ଅନ୍ୟପକ୍ଷରେ...

ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର…

ନୂଆଦିଲ୍ଲୀ,୨୦।୧୧: ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ-୨୦୨୧ର ଘୋଷଣା କରାଯାଇଛି। ଏଥିରେ ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର ସମ୍ମାନ ଲାଭ କରିଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ପୁଣି ଏହି ତାଲିକାର ଶୀର୍ଷରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣ -୨୦୨୧...

ନିର୍ମାଣ ହେବ ଭାସମାନ ସହର, ଜାତିସଂଘ ଯୋଗାଇବ ସହାୟତା…

ସିଓଲ,୨୦।୧୧: ପ୍ରାୟ ଦୁଇ ବର୍ଷ ପୂର୍ବେ ବିଲଡର୍ସ, ଇଞ୍ଜିନିୟର୍‌ ଏବଂ ସ୍ଥପତିମାନଙ୍କର ଏକ ଗୋଷ୍ଠୀ ମିଳିତ ଜାତିସଂଘରେ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଏକ ଭାସମାନ ସହର ନିର୍ମାଣ ବିଷୟରେ ଥିଲା। ଯାହା ଜଳ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷାଫଳ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ମିଳିଛି। ଅଫ୍‌ଲାଇନରେ ୧୨,୩୨୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଏଥିରେ ୮୪୬୦ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର...

୨୦୨୨ରେ ଦୁଇଟି ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…

ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି ପାଇପାରିବ। ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଥିବା ଏଲଏସିଠାରେ ଚାଇନା ଦ୍ୱାରା ସୃଷ୍ଟି...

କୋଭିଡ କଟକଣା ଭିତରେ ଯାତ୍ରା, ଅପେରା, ମେଲୋଡିକୁ ମିଳିଲା ଅନୁମତି

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୋଭିଡ କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ପାଇଁ ସରକାର ଅନୁମତି ଦେଇଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏସ୍‌ଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଶନିବାର ଠାରୁ ନୂଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri