Tag Archives: Home Middle

ଉପରୁ ଛୁଇଁଲେ ବି ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୯ା୧୧:ଜଣେ ୧୨ ବର୍ଷୀୟା ବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ସେସନ୍ସ କୋର୍ଟ ପୋକ୍ସୋ (ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ) ଆଇନ...

ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର

ନୂଆଦିଲ୍ଲୀ,୧୯ ।୧୧: ଦେଶ ଓ ଦେଶର ସେନାଙ୍କ ପାଇଁ ଶୁକ୍ରବାର ଅର୍ଥାତ୍ ୧୯ ନଭେମ୍ବର ଏକ ବିଶେଷ ଦିନ ହେବାକୁ ଯାଉଛି । କାରଣ ଶୁକ୍ରବାର ଭାରତୀୟ ବାୟୁସେନାକୁ ମିଳିବ ସବୁଠାରୁ ହାଲୁକା ଆଟାକ ହେଲିକପ୍ଟର । ଆଉ ସବୁଠାରୁ...

କୋର୍ଟରେ ଜଜ୍‌ଙ୍କୁ ପିଟିଲେ ପୋଲିସ ଅଧିକାରୀ

ମଧୁବନି(ବିହାର),୧୮।୧୧: କୋର୍ଟ ମଧ୍ୟରେ ଜଜ୍‌ଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଦୁଇ ଜଣ ପୋଲିସ କର୍ମୀ। ବିହାରର ମଧୁବନି ଜିଲାରେ ବୁଧବାର ଘଟିଛି ଏହି ଘଟଣା। ଝାଁଝରପୁର କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଦୁଇ ଜଣ...

‘ଯାହା ହେଉଛି ହେଉ, ମୁଁ ଚାଷୀଙ୍କ ସପକ୍ଷରେ କହିବି’

ନୂଆଦିଲ୍ଲୀ,୧୮।୧୧: ପରିଣାମ ଯାହା ହେଉ ପଛେ, ମୁଁ ଚାଷୀଙ୍କ ସପକ୍ଷରେ କହିବା ଜାରି ରଖିବି। ଏଭଳି କହି ଭାଜପାର ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ମେଘାଳୟ ରାଜ୍ୟପାଳ କହିଛନ୍ତି,...

ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ , ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୧୧: ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ କରିବାକୁ କେତେକ ଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି...

୫ ଲକ୍ଷ କୋଟିରୁ ଅଧିକ ରିକଭରି କରିଛନ୍ତି ସରକାର, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ହୋଇଛି ସୁଦୃଢ଼…

ନୂଆଦିଲ୍ଲୀ,୧୮।୧୧: ଦେଶରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମ୍ପ୍ରତି ସୁଦୃଢ଼ ହୋଇ ପାରିଛି। ୨୦୧୪ରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ୬-୭ ବର୍ଷ ମଧ୍ୟରେ ବହୁ ସଂଶୋଧନ ଆଣିଛନ୍ତି। ଫଳରେ ୫ ଲକ୍ଷ କୋଟିରୁ ଅଧିକ ରିକଭରି ସମ୍ଭବ...

ଅରୁଣାଚଳ ପ୍ରଦେଶରେ ୬୦ କୋଠା ନିର୍ମାଣ କରିଛି ଚାଇନା, ସାଟେଲାଇଟ୍‌ ଫଟୋ କଲା ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ଚାଇନା ୬୦ କୋଠା ନିର୍ମାଣ କରିଛି। ସାଟେଲାଇଟ୍‌ ଫଟୋରୁ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପୂର୍ବରୁ ଚାଇନା ଏଠାରେ ପ୍ରଥମ କେତେକ କୋଠାଘର ନିର୍ମାଣ କରିଥିଲା। ୨୦୧୯ ମାର୍ଚ୍ଚ ୧୯...

୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବ ହିନ୍ଦୁ ମହାସଭା…

ମଥୁରା,୧୮।୧୧: ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ସ୍ଥାପନ କରିବା ଲାଗି ହିନ୍ଦୁ ମହାସଭା ପକ୍ଷରୁ ଘୋଷଣା କରାଯାଇଛି। ପ୍ରଭୁଙ୍କ ବାସ୍ତବିକ ଜନ୍ମସ୍ଥାନରେ ପ୍ରତିମା ସ୍ଥାପନ ଲାଗି ମହାସଭା କହିଛି। ଏହା ସହିତ ଶାହି ମସଜିଦ୍‌ ଇଦ୍‌ଗାହରେ...

ଲାଞ୍ଚ କାରବାର ତାଲିକାରେ ତଳକୁ ଖସିଲା ଭାରତ, ଚାଇନା-ପାକିସ୍ତାନ-ବାଂଲାଦେଶ-ନେପାଳରେ ସ୍ଥିତି ଖରାପ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଲାଞ୍ଚ କାରବାର ମାମଲାରେ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଗତ ବର୍ଷଠାରୁ ଏହା ୫ଟି ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ ୧୯୪ ଦେଶ ମଧ୍ୟରେ ଭାରତ ସ୍ଥାନ ୭୭ ଥିଲା। ତେବେ ଚଳିତ ବର୍ଷ...

ଯୌନ ନିର୍ଯାତନା ମାମଲା, ହାଇକୋର୍ଟଙ୍କ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ଫଇସଲା ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧୧: ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ଫଇସଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତିି। ଶୀର୍ଷ କୋର୍ଟ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଏଭଳି ଘଟଣାରେ କ’ଣ ହାତରେ ଗ୍ଲୋଭସ୍‌ ପିନ୍ଧି ଅପରାଧୀ ଅପରାଧ...

ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ହେବ ଆତଙ୍କବାଦ ମୁକ୍ତ…

ନୂଆଦିଲ୍ଲୀ,୧୮।୧୧: ଜମ୍ମୁ -କଶ୍ମୀରରେ ଆତଙ୍କବାଦକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ଲୋପ ହେବ ବୋଲି ସେ କହିିଛନ୍ତି। ମନୋଜ ସିହ୍ନାଙ୍କ ଏହି ବିବୃତ୍ତି...

ଆହ୍ବାନ ସମୟରେ ପରିବର୍ତ୍ତନ ଲୋଡ଼ା…

ନୂଆଦିଲ୍ଲୀ,୧୮।୧୧: ପରିସ୍ଥିତି ଅନୁସାରେ ବଦଳିବାର ଜରୁରୀ। ବିଶେଷ ଭାବେ ଆହ୍ବାନ ମୂଳକ ସମୟରେ ପରିବର୍ତ୍ତନ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସିଡ୍‌ନୀ ଡାଏଲଗ୍‌ରେ ଭାରତର ‘ପ୍ରାଦୌଗିକ ବିକାଶ ଏବଂ କ୍ରାନ୍ତି’ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri