Tag Archives: Home Middle

ଡିସେମ୍ବର ୧ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଗୃହରେ ଆଗତ ହେବ। ରବିବାର ଏନେଇ ବିଧାନସଭା...

ଧାର, କରଜର ଫସଲ ଧୋଇଗଲା

ରାୟଗଡ଼ା ଅଫିସ/ବିଞ୍ଝାରପୁର/ କବିସୂର୍ଯ୍ୟନଗର/ ପଦ୍ମପୁର/ତେଲକୋଇ/ ବାଙ୍ଗିରିପୋଷି(ଡି.ଏନ.ଏ.)/ ନାଉଗଁା(ସ୍ବ.ପ୍ର.),୧୫।୧୧: ଚଳିତବର୍ଷର ଅସ୍ବାଭାବିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଯାହା ବି ଧାନ ଓ ଅଣଧାନ ଫସଲ ବଞ୍ଚତ୍ଥିଲା ତାହା ଗତ ୩ ଦିନ ଧରି ଲଗାଣ ବର୍ଷାରେ ପ୍ରାୟ ଉଜୁଡ଼ିଯାଇଛି। ଏହାଦ୍ୱାରା ଋଣ...

୧୫ ବର୍ଷର ସ୍ବପ୍ନ ପୂରା କଲେ ଓ୍ବାର୍ନର-ମାର୍ଶ

ଦୁବାଇ,୧୪।୧୧: ପୁଣି ଥରେ ଆଇସିସି ବିଶ୍ୱକପ୍‌ ଫାଇନାଲରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ହାତରେ ଲାଗିଛି ପରାଜୟ। ଏଥର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଦେଇ ଅଷ୍ଟ୍ରେଲିଆ ହାସଲ କରିଛି ଟି୨୦ ବିଶ୍ୱକପ୍‌। ଏଥିସହ ପୂରଣ ହୋଇଛି ଅଷ୍ଟ୍ରେଲିଆର...

ଅନ୍ତିମ ୧୦ ଓଭରରେ ନିର୍ଦ୍ଧୁମ ଛେଚିଲେ ଓ୍ବିଲିୟମସନ

ଦୁବାଇ,୧୪।୧୧: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ୧୦ ଓଭରରେ ୫୭/୧ ଥିଲା। ପରବର୍ତ୍ତୀ ୧୦ ଓଭରରେ ସବୁ କିଛି ବଦଳି ରଖି ଦେଇଥିଲେ ଅଧିନାୟକ କେନ ଓ୍ବିଲିୟମସନ। ମାତ୍ର ୪୮ ବଲରେ ସେ ଖେଳିଥିଲେ ୮୫...

ଆଖି ପିଛୁଳାକେ ନଷ୍ଟ କରିବ ଶତ୍ରୁ ଦେଶର କ୍ଷେପଣାସ୍ତ୍ର

ମସ୍କୋ,୧୪ା୧୧: ଆସନ୍ତା ମାସ ମଧ୍ୟଭାଗରେ ଭାରତ ରୁଷିଆର ପ୍ରସିଦ୍ଧ ଏସ୍‌-୪୦୦ କ୍ଷେପଣାସ୍ତ୍ର ପାଇବ ବୋଲି ଆଶା କରାଯାଉଛି। ଏହି କ୍ଷେପଣାସ୍ତ୍ର ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏ ସମ୍ବନ୍ଧରେ ଭାରତ ଏବଂ ରୁଷିଆ ୧୫ ଅକ୍ଟୋବର ୨୦୧୬ରେ...

ବିସିସିଆଇ ରୋଜଗାର ଉପରେ ଲାଗିବନି ଆୟକର…

ନୂଆଦିଲ୍ଲୀ,୧୪।୧୧: ବିଶ୍ୱ କ୍ରିକେଟରେ ବିସିସିଆଇ ହେଉଛି ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ବିସିସିଆଇ ଆଇସିସିକୁ ମଧ୍ୟ ସର୍ବାଧିକ ଟଙ୍କା ଦେଇଥାଏ। ଯେବେଠାରୁ ଆଇପିଏଲ ଆରମ୍ଭ ହୋଇଛି, ବୋର୍ଡର ଏକ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳୁଛି। ଏହା ସ୍ପଷ୍ଟ ଯେ...

ଲୋକଙ୍କୁ ପ୍ରଥମ ଡୋଜ୍‌ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍‌ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ…

ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଦୁଇ ଡୋଜ୍‌ ଟିକାପରେ...

ଏଲ୍‌ଏସିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢ଼ିଲା…

ଲଦାଖ,୧୪।୧୧: ଲଦାଖରେ ଚାଇନା ଏବଂ ପାକିସ୍ଥାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରବଳ ଶୀତରେ, ଶତ୍ରୁ ପକ୍ଷର ଯେ କୌଣସି କାର୍ଯ୍ୟର କଡ଼ା ମୁକାବିଲା ଲାଗି ଭାରତୀୟ ସେନା ଉପଯୁକ୍ତ ପଦକ୍ଷେପ ଗ୍ରହଣ...

ମାଓବାଦୀଙ୍କ ତାଣ୍ଡବ, ୪ ଜଣଙ୍କୁ ଫାଶୀରେ ଲଟକାଇଲେ…

ଗୟା,୧୪।୧୧: ବିହାରରେ ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମୌନୱାର ଗାଁରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଗୋଟି, ପରିବାରର ଚାରି ଜଣଙ୍କୁ ଫାଶୀରେ ଲଟକାଇ ହତ୍ୟା କରିଛନ୍ତି। ଚାରିଜଣଙ୍କୁ ଘର...

ତାଲିବାନ ବାଟରେ କଣ୍ଟା ବିଛାଉଛି ପାକିସ୍ତାନ, ଛୋଟ ଜିହାଦି ଗୋଷ୍ଠୀଙ୍କୁ ସମର୍ଥନ…

କାବୁଲ/ଇସଲାମାବାଦ୍‌,୧୪।୧୧: ଆଫଗାନିସ୍ତାନରେ ପାକିସ୍ତାନ ତାଲିବାନ ବାଟରେ କଣ୍ଟା ବିଛାଉଛି। ଦେଶରେ ଥିବା ଛୋଟ ଜିହାଦି ଗୋଷ୍ଠୀଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥନ କରୁଛି। ତାଲିବାନକୁ ବାଧା ଦେବା ପାଇଁ ଏଭଳି କରାଯାଉଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକିସ୍ତାନର...

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ, ସୀମାରେ ସମରସଜ୍ଜା…

ମସ୍କୋ,୧୪।୧୧: ରୁଷିଆ ଏବଂ ୟୁକ୍ରେନ୍‌ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ମୁହାଁମୁହିଁ ପରିସ୍ଥିତି ଯୋଗୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ଦୁଇ ଦେଶ ପକ୍ଷରୁ ସୀମାରେ ତୋପ ଏବଂ ଟ୍ୟାଙ୍କ ସହିତ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ଠୁଳ...

୨୦୨୧ରେ ଡାଇବେଟିସ୍‌ ନେଇଛି ୬୭ ଲକ୍ଷ ଜୀବନ…

ବ୍ରସେଲ୍ସ୍‌,୧୪।୧୧: ପୃଥିବୀର ବିଭିନ୍ନ ଦେଶ କରୋନା ମହାମାରୀ ସହ ଲଢୁୁଥିବାବେଳେ ଏକବିଂଶ ଶତାବ୍ଦୀରେ ଡାଇବେଟିସ୍‌ ସବୁଠାରୁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର ମୁକାବିଲା ପୃଥିବୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଡାଇବେଟିସ ଫେଡେରେସନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri