Tag Archives: Home Middle

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଦେଶ

ନୂଆଦିଲ୍ଲୀ,୧୪ ।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ୧୩୨ତମ ଜନ୍ମଦିନ ଅବସରରେ ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶାନ୍ତିବନ ଯାଇ...

ମଣିପୁର ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏମ୍‌ଏନ୍‌ପିଏଫ୍‌

ସୁରଜଚାନ୍ଦପୁର,୧୪ ।୧୧: ମଣିପୁରରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି । କର୍ଣ୍ଣେଲଙ୍କ ପରିବାରର ୨ ସଦସ୍ୟଙ୍କର ବି ଏହି ଆକ୍ରମଣରେ ମୃତ୍ୟୁ ହୋଇଛି...

ଏନ୍‌କାଉଣ୍ଟରରେ ୨୬ ମାଓବାଦୀ ନିହତ

ନାଗପୁର,୧୩।୧୧:ମହାରାଷ୍ଟ୍ରର ଗଡଚିରୋଲି ଜିଲା ମର୍ଡିଣ୍ଟୋଲା ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ସମୟରେ ସି -୬୦ ପୋଲିସ କମାଣ୍ଡୋର ଏକ ଟିମ୍‌ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ। ସେହି ସମୟରେ ଯବାନଙ୍କୁ ଦେଖି...

ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ‘ମୋଦି ଶାଢ଼ି’

ନୂଆଦିଲ୍ଲୀ,୧୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଛି। ଏହି ଉପହାର ହେଉଛି ଏକ ଶାଢ଼ି। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ରହିଛି। ଏହି ଉପହାର ପାଇ ବୁଣାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି। ପଦ୍ମଶ୍ରୀ ତଥା କିମ୍ବଦନ୍ତୀ ବଙ୍ଗୀୟ ବୁଣାକାର...

ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୩।୧୧: ଓଡ଼ିଶାର ସୁନା ପୁଅ ପ୍ରମୋଦ ଭଗତଙ୍କୁ ମିଳିଛି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ। ଶନିବାର ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ପ୍ରମୋଦଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇଁ ତାଙ୍କୁ...

ପାକ୍‌ ଦେଇ ଆଫଗାନିସ୍ତାନକୁ ଗହମ ଯୋଗାଇ ପାରିବ ଭାରତ

ଇସଲାମାବାଦ,୧୩ା୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ସେ ଆଫଗାନିସ୍ତାନର ଆବେଦନ ଉପରେ ବିଚାର କରିବାକୁ ପ୍ରସ୍ତୁତ। ଯେଉଁଥିରେ ପାକିସ୍ତାନ ଦେଇ ଭାରତୀୟ ଗହମ ଆମଦାନୀ କରିବାକୁ ଅନୁମତି ମାଗିଛି ଆଫଗାନିସ୍ତାନ। ଏହା ସହିତ ସେ ଅନ୍ତର୍ଜାତୀୟ ସମୁଦାୟକୁ ମାନବିକ...

ପ୍ରଦୂଷିତ ସହର ତାଲିକା ଶୀର୍ଷରେ ଦିଲ୍ଲୀ, ଶ୍ରେଷ୍ଠ ୧୦ରେ ଭାରତର ୩ ସହର…

ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସହିତ ଏବେ ବାୟୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟ ଜନକ ରହିଛି। ନିଶ୍ୱାସ ନେବାକୁ ମଧ୍ୟ ଲୋକଙ୍କୁ କଷ୍ଟ ହେଉଛି। ଏପରିସ୍ଥଳେ ପୃଥିବୀର ବାୟୁର ଗୁଣବତ୍ତା ଉପରେ ନଜର...

ଆତଙ୍କବାଦୀ ଆକ୍ରମଣ, କମାଣ୍ଡିଂ ଅଫିସର ଶହୀଦ୍‌…

ସୂରଜଚାନ୍ଦପୁର,୧୩।୧୧: ମଣିପୁରର ସୁରଜଚାନ୍ଦପୁର ଜିଲାରେ ଏକ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ଏବଂ ତାଙ୍କ ପରିବାର ସଦସ୍ୟ ଶହୀଦ୍‌ ହୋଇଛନ୍ତି। ସିଙ୍ଗନଗଟ ସବଡିଭିଜନର ଏସ ସେହକେନ ଗ୍ରାମ ନିକଟରେ ଏହି ଆକ୍ରମଣ ହୋଇଛି। କଲୋନେଲ ବିପ୍ଲବ ତ୍ରିପାଠୀ...

ତୁଷାରପାତ ପୂର୍ବରୁ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର, ପାକିସ୍ତାନ ସହ ହାତ ମିଳାଇଛି ଚାଇନା…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ଶୀତଦିନେ ହେଉଥିବା ତୁଷାରପାତ ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର ରଚିଛନ୍ତି। ଏନେଇ ପାକିସ୍ତାନ ସହିତ ଚାଇନା ହାତ ମିଳାଇଛି। ବରଫପାତ ପୂର୍ବରୁ ଚାଇନାର ପିଏଲ୍‌ଏ ଏବଂ ପାକିସ୍ତାନୀ ସୈନ୍ୟବାହିନୀ ମିଳିତ ଭାବେ ଭାରତରେ ଆତଙ୍କବାଦୀଙ୍କୁ...

ଜମ୍ମୁ-କଶ୍ମୀରରେ ୩୮ ପାକିସ୍ତାନୀ ଆତଙ୍କବାଦୀ, ଗୋଇନ୍ଦା ରିପୋର୍ଟ…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ଶାନ୍ତି ଭଙ୍ଗ କରିବାକୁ କ୍ରମାଗତ ଷଡଯନ୍ତ୍ର କରୁଛନ୍ତି। ଟାର୍ଗେଟ କିଲିଂ ଠାରୁ ଆରମ୍ଭ କରି ଯୁବକମାନଙ୍କୁ ପ୍ରତାରଣା କରି ଆତଙ୍କବାଦ ପଥରେ ଠେଲିଦେବା ଯୋଜନା ଜାରି ରଖିଛନ୍ତି। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି...

ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୫ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଏବଂ କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ...

ରାଜଧାନୀରେ ୨ ଦିନିଆ ଲକଡାଉନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀରେ ୨ ଦିନିଆ ଲକଡାଉନ୍‌ ଘୋଷଣା ପାଇଁ ବିଚାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri