Tag Archives: Home Middle

ରୋହିତଙ୍କୁ ଦିଆଗଲା ନେତୃତ୍ୱ

ନୂଆଦିଲ୍ଲୀ,୯।୧୧: ବିରାଟ କୋହଲି ଭାରତୀୟ ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବା ପରେ ରୋହିତ ଶର୍ମାଙ୍କୁ ଦିଆଯାଇଛି ଗୁରୁଦାୟିତ୍ୱ। ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ଏଥିଲାଗି ମଙ୍ଗଳବାର...

ଓଡ଼ିଶାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ରାଜଧାନୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ। ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେ ରାଜ୍ୟ ଅତିଥି ଭବନ ଯାଇଛନ୍ତି। କିଛି ସମୟ ବିଶ୍ରାମ ନେବା ପରେ ସେ ଲୋକ...

ଏ ବର୍ଷ ବି ହେବନାହିଁ ଐତିହାସିକ ବାଲିଯାତ୍ରା

କଟକ ଅଫିସ,୯।୧୧: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲା ପ୍ରଶାସନ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ କଟକ ଜିଲାପାଳ ଭବାନୀ...

ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ…

ଲକ୍ଷ୍ନୌ,୯।୧୧: ଅକ୍ଟୋବର ୩ରେ, ଲଖିମପୁର ଖେରିରେ କୃଷକମାନେ ଏକ କାର୍‌ ଦ୍ୱାରା ଚାପି ହୋଇଯିବା ଘଟଣାରେ ଏକ ନୂଆ ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ଫୋରେନ୍ସିକ ଲ୍ୟାବ୍‌ର ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦଙ୍ଗା ସମୟରେ ଘଟିଥିବା ଗୁଳି ବିନିମୟରେ...

ରାଫାଲ ସ୍କାମ୍‌, କଂଗ୍ରେସ ମୁଣ୍ଡରେ ଅଠା ବୋଳିଲା ଭାଜପା…

ନୂଆଦିଲ୍ଲୀ,୯।୧୧: ରାଫାଲ ଯୁଦ୍ଧ ବିମାନ ସ୍କାମ୍‌ ମାମଲାରେ ଫ୍ରାନ୍ସର ପତ୍ରିକା ମିଡିଆପାର୍ଟ ଦ୍ୱାରା ପ୍ରକାଶିତ ତଥ୍ୟ ଉପରେ କଂଗ୍ରେସ ଭାଜପାକୁ ଘେରିବା ଉଦ୍ୟମ କରିଛି। ତେବେ ଭାଜପା ପକ୍ଷରୁ ଏହାର ପାଲଟା ଜବାବ୍‌ ପ୍ରଦାନ କରାଯାଇଛି। ଭାଜପା ପକ୍ଷରୁ ଏହି...

ଜେଲ୍‌ରୁ ହ୍ୟାକିଙ୍ଗ୍‌, ବିଚାରପତି-ଗୃହମନ୍ତ୍ରୀଙ୍କ ସଚିବ-ଆଇପିଏସ୍‌ ଅଫିସରଙ୍କ ଫୋନ୍‌ ହ୍ୟାକ୍‌…

ଭୋପାଳ,୯।୧୧: ମଧ୍ୟପ୍ରଦେଶର ଉଜ୍ୱୟନୀ ଜେଲର ଅଧିକାରୀମାନଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ କଏଦୀଙ୍କ ଦ୍ୱାରା ଡିଜିଟାଲ ଠକେଇ ଅଭିଯୋଗ ଅଣାଯାଇଛି। କଏଦୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ ଚାପ ପକାଇ ଜେଲ କର୍ତ୍ତୃପକ୍ଷ ଆଇପିଏସ ଅଧିକାରୀ, ବିଚାରପତି...

ପାକିସ୍ତାନ ହାତରେ ଚାଇନାର ବିଧ୍ୱଂସକ ଯୁଦ୍ଧପୋତ, ଭାରତର ଚିନ୍ତା ବଢ଼ିଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୯।୧୧: ଏଲ୍‌ଏସିରେ ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଚାଇନା ଏବେ ସମୁଦ୍ରରେ ଭାରତକୁ ଘେରିବା ଲାଗି ଉଦ୍ୟମ କରୁଛି। ଏଥିରେ ଚାଇନା ପାକିସ୍ତାନର ସହାୟତା ନେଇଛି। ଏବେ ପାକିସ୍ତାନକୁ ଚାଇନା ଏକ ବିନାଶକାରୀ ଯୁଦ୍ଧ ଜାହାଜ ଦେଇଛି, ଯାହା...

୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ କରିଛନ୍ତି। ସୂଚନାନୁସାରେ, ସ୍ପେସ ଏକ୍ସ କ୍ରୁର ସମସ୍ତ ଚାରିଜଣ ସଦସ୍ୟ ସ୍ପେସ ଷ୍ଟେସନ...

୩୧ ଡିସେମ୍ବର ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କାଠିକର ପାଠ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି। ଜାରି ରହିଛି। ୨୦୨୧ ଶେଷ ସୁଦ୍ଧା ଦେଶର ସମସ୍ତ ୯୪ କୋଟି ବୟସ୍କଙ୍କୁ କରୋନା ଟିକା ଦେବା କାଠିକର ପାଠ ମନେ...

ତୈଳ ରାଜନୀତି ଘେରରେ ଉପଭୋକ୍ତା, ୧୦ ଅଣ-ଭାଜପା ଶାସିତ ରାଜ୍ୟରେ କମୁନି ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ,୯।୧୧: ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡୁ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିବା ପରେ ଭାଜପା ଶାସିତ ସମସ୍ତ ରାଜ୍ୟ ମଧ୍ୟ ଇନ୍ଧନ ଉପରେ ଭାଲ୍ୟୁ ଆଡ ଟ୍ୟାକ୍ସ...

୪୦ ଜୀବନ ଯିବାପରେ ୫୬୮ ଜଣ ଗିରଫ, ମଦମୃତ୍ୟୁର ହିସାବ ୧୬ ନଭେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ…

ପାଟନା,୯।୧୧: ବିହାରର ଗୋପାଳଗଞ୍ଜ, ବେତିୟା ଏବଂ ସମସ୍ତିପୁରରେ ବିଷାକ୍ତ ମଦ ପିଇବା ପରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ଏବେ ପୋଲିସ କ୍ରମାଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି। ନଭେମ୍ବର ୧୬ ରେ ମୁଖ୍ୟମନ୍ତ୍ରୀ ନୀତୀଶ...

୨୬୬ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୧୨୬ ରେ ପହଞ୍ଚିଛି। ୨୬୬ ଦିନ ପରେ ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri