Tag Archives: Home Middle

‘ସହାୟ’ ଏବେ ଅସହାୟ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଅନେକ ଲୋକ ଭିକ୍ଷାବୃତ୍ତି କରୁଛନ୍ତି। ସହରକୁ ଭିକାରିମୁକ୍ତ କରାଯାଇ ପାରୁନାହିଁ। ଏପରି କି ସହରାଞ୍ଚଳରେ ଥିବା ଭିକାରି, ବୃଦ୍ଧ, ଅସହାୟ, ଶାରୀରିକ ଅକ୍ଷମମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ହୋଇଥିବା ନିଷ୍ପତ୍ତି ବି ଠିକ୍‌ ଢଙ୍ଗରେ...

କୋଭାକ୍ସିନ ନେଇଥିଲେ ବିନା ବାଧାରେ କରିପାରିବେ ବ୍ରିଟେନ ଯାତ୍ରା

ଲଣ୍ଡନ,୯ ।୧୧: ଭାରତ ବାୟୋଟେକର କୋଭିଡ-୧୯ ଭ୍ୟାକ୍ସିନ ‘କୋଭାକ୍ସିନ’ ନେଇଥିବା ଲୋକେ ଏଣିକି ବିନା ବାଧାରେ ବ୍ରିଟେନ ଯାତ୍ରା କରିପାରିବେ । ବ୍ରିଟିଶ ସରକାର ଘୋଷଣା କରିଛନ୍ତି କି ୨୨ ନଭେମ୍ବରରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ସୂଚିରେ ସାମିଲ କରିବେ...

କମଳା ନେହେରୁ ହସ୍ପିଟାଲରେ ଲାଗିଲା ନିଆଁ: ୪ ଶିଶୁ ମୃତ, ୩୬ ସୁରକ୍ଷିତ

ଭୋପାଳ,୯ ।୧୧: ମଧ୍ୟପ୍ରଦେଶ ଭୋପାଳର ହମିଦିୟା ହସ୍ପିଟାଲ କ୍ୟାମ୍ପସରେ ଥିବା କମଳା ନେହେରୁ ହସ୍ପିଟାଲରେ ସୋମବାର ରାତିରେ ନିଆଁ ଲାଗି ଯାଇଛି । ଏହା ବିଲଡିଂର ତୃତୀୟ ମହଲାରେ ଥିବା ପେଡିଆଟ୍ରିକ ବିଭାଗରେ ଲାଗିଯିବାରୁ ୱାର୍ଡରେ ଥିବା ୪ ଜଣ...

ଶେଷ ମ୍ୟାଚ ଜିତିଲା ଭାରତ

ଦୁବାଇ,୮।୧୧: ସେମିଫାଇନାଲରୁ ବାଦ୍‌ ପଡ଼ିଥିବା ଭାରତ ଚଳିତ ଟି୨୦ ବିଶ୍ୱକପର ଶେଷ ମ୍ୟାଚରେ ବିଜୟ ସହ ଅଭିଯାନ ଶେଷ କରିଛି। ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ସୁପର-୧୨ର ଶେଷ ଲିଗ ମ୍ୟାଚରେ ଭାରତ ୯ ଉଇକେଟରେ ନାମ୍ବିଆକୁ...

୨୯ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୮।୧୧: ନଭେମ୍ବର ୨୯ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ସୋମବାର ଏନେଇ ସୁପାରିସ କରିଛି। ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ୍‌-୧୯...

ଶେଷ ମ୍ୟାଚରେ ଟସ୍‌ ଜିତିଲେ

ଦୁବାଇ,୮।୧୧: କ୍ୟାପଟେନ କୋହଲି ଟି୨୦ ଫର୍ମାଟର ଶେଷ ମ୍ୟାଚରେ ଟସ୍‌ ଜିତିଛନ୍ତି। ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସୁପର-୧୨ର ଶେଷ ଲିଗ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ...

ଟି-୨୦ ଓ୍ବାଲର୍‌ଡ କପ୍‌ରୁ ଭାରତ ବାହାର, ବିଜ୍ଞାପନ ଆୟରେ ୧ ହଜାର କୋଟି କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୮।୧୧: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଭାରତୀୟ ପ୍ରଶଂସକମାନେ ଏହା ଦ୍ୱାରା କେବଳ ନିରାଶ ନୁହଁନ୍ତି, ମ୍ୟାଚର ବିଜ୍ଞାପନ ସ୍ଲଟ କିଣୁଥିବା ଏବଂ ବିକ୍ରୟ କରୁଥିବା...

ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭବାନୀପାଟଣା,୮।୧୧(ଡି.ଏନ୍‌.ଏ.): ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। କଳାହାଣ୍ଡି ଜିଲା ଭବାନୀପାଟଣାରେ ଆୟୋଜିତ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ନର୍ଲାଠାରେ ତାଙ୍କ ଗାଡ଼ି ଉପରକୁ...

ମହାକାଶରେ ପାଦ ଥାପିଲେ ଚାଇନାର ଏହି ମହିଳା

ବେଜିଂ,୮ା୧୧: ସୋମବାର ଚାଇନାର ମହିଳା ମହାକାଶଚାରୀ ଓ୍ବାଙ୍ଗ୍‌ ୟାପିଙ୍ଗ ଇତିହାସ ଚରିଛନ୍ତି। ଓ୍ବାଙ୍ଗ୍‌୍‌ ତାଙ୍କ ପୁରୁଷ ସହକର୍ମୀ ଝାଇ ଜିଗାଙ୍ଗଙ୍କ ସହିତ ନିର୍ମାଣାଧୀନ ସ୍ପେସ ଷ୍ଟେଶନ ବାହାରେ ୬ଘଣ୍ଟାରୁ ଅଧିକ ସମୟ ଅତିବାହିତ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ସୋମବାର...

ହାଜତ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ,୮।୧୧: ହାଜତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶର ଜୈନପୁରର ଜଣେ ୨୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ ଘଟଣାର ତଦନ୍ତ...

ଘରୋଇ ହିଂସା ଆଇନ, ପୀଡିତାଙ୍କ ସହାୟତା ପାଇଁ କେନ୍ଦ୍ରର ଜବାବ୍‌ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧: ଘରୋଇ ହିଂସା ଆଇନରେ ପୀଡିତା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାବଧାନ କାର୍ଯ୍ୟକାରୀ କରିବାକୁ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ୍‌ ଲୋଡିଛନ୍ତି। ସୁପ୍ରିମକୋର୍ଟ ସୋମବାର ଏସମ୍ପର୍କିତ ରିଟ୍‌ ପିଟିଶନ ଉପରେ...

ନିର୍ବାଚନ ପରବର୍ତ୍ତୀ ହିଂସା, ସିବିଆଇ-ଏସ୍‌ଆଇଟିକୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ…

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ନୂତନ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋଲକାତା ହାଇକୋର୍ଟ ଉଭୟ ସିବିଆଇ ଏବଂ ଏସଆଇଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri