Tag Archives: Home Middle

୨୦୩୦ ସୁଦ୍ଧା ବନ୍ଦ ହେବ ଜଙ୍ଗଲ ନଷ୍ଟ

ଗ୍ଲାସ୍‌ଗୋ, ୩ା୧୧: ଜଳବାୟୁରେ ନକାରାତ୍ମକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଥିବା ବନାଞ୍ଚଳ ନଷ୍ଟ ଓ ମୃତ୍ତିକା କ୍ଷୟ ୨୦୩୦ ସୁଦ୍ଧା ବନ୍ଦ କରିବାକୁ ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱର ପ୍ରାୟ ଶହେ ନେତା। ଜଙ୍ଗଲ ସୁରକ୍ଷା ତଥା...

ସେମିରେ ପହଞ୍ଚିଲା ଅପରାଜେୟ ପାକିସ୍ତାନ

ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଅପରାଜେୟ ଧାରା ରଖିଛି ପାକିସ୍ତାନ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ବାବର ଆଜାମଙ୍କ ଦଳ ୪୫ ରନ୍‌ରେ ନାମ୍ବିଆକୁ ହରାଇ ଦେଇଛି। ସୁପର-୧୨ ପର୍ଯ୍ୟାୟରେ ଏହା ପାକିସ୍ତାନର କ୍ରମାଗତ ୪ର୍ଥ ବିଜୟ। ୪ ମ୍ୟାଚ୍‌ରୁ ୮...

ଭିଜିବ ଦୀପାବଳି

ଭୁବନେଶ୍ୱର,୨।୧୧(ବ୍ୟୁରୋ): ଭିଜିବ ଦୀପାବଳି। ଉତ୍ତର ଶ୍ରୀଲଙ୍କାଠାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯାଏ ଲମ୍ବିଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲି ପାଗ ଲାଗିରହିଛି। ଏଥିସହ ଦକ୍ଷିଣ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ କିଛି...

କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ରେ ବରିଷ୍ଠ ଓପନର ରୋହିତ ଶର୍ମା ଦଳର ନେତୃତ୍ୱ ନେଇପାରନ୍ତି। କେବଳ ଘୋଷଣା ବାକି ଅଛି। କିନ୍ତୁ...

୭,୯୬୫ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ, ବୃଦ୍ଧି ପାଇବ ସେନାର ଶକ୍ତି…

ନୂଆଦିଲ୍ଲୀ,୨।୧୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୭,୯୬୫ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୧୨ଟି ହାଲକା ୟୁଟିଲିଟି ହେଲିକପ୍ଟର, ଶର୍ଟ...

ବିନା ପ୍ରମାଣରେ ଜୀବନ ପ୍ରତି ବିପଦ ଦର୍ଶାଇ ବିଚାରାଧୀନ ମାମଲାର ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ…

ନୂଆଦିଲ୍ଲୀ,୨।୧୧: କୌଣସି ପ୍ରର୍ଯ୍ୟାପ୍ତ ପ୍ରମାଣ ବିନା ବିଚାରାଧୀନ ମାମଲାକୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟ କୋର୍ଟକୁ ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। କେବଳ ସିଆରପିସି ଧାରା ୪୦୬ ଅନ୍ତର୍ଗତ ଏଭଳି କରାଯାଇ ପାରିବ...

ଭାଗ୍ୟ ଭଲ ଆର୍ୟନଙ୍କୁ ମିଳିଛି ଜାମିନ୍‌, ଦେଶରେ ପଡ଼ିରହିଛି ଏଭଳି ୨ ଲକ୍ଷ ମାମଲା, କହିଲେ ବିଚାରପତି ଲୋକୁର…

ନୂଆଦିଲ୍ଲୀ,୨।୧୧: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ୍‌ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ୍‌ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ଜାମିନ୍‌ ମିଳିବା ଘଟଣାରେ ସୁପ୍ରିମ୍‌କୋର୍ଟ ବିଚାରପତି ମଦନ ବି. ଲୋକୁର କହିଛନ୍ତି ଯେ, ଭାଗ୍ୟ ତାଙ୍କୁ ବେଲ୍‌ ମିଳିଛି। ଦେଶରେ ଏଭଳି...

ରୋହିଙ୍ଗ୍ୟାଙ୍କୁ ତତ୍କାଳ ନିର୍ବାସିତ କରିବା ଯୋଜନା ନାହିଁ, ସାନି ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨।୧୧: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ କୌଣସି ପଦକ୍ଷେପ ଗ୍ରହଣ କରାଯିବାର ଯୋଜନା ରାଜ୍ୟ ସରକାର କରି ନାହାନ୍ତି ବୋଲି...

ପରିସ୍ଥିତି ପାଇଁ କିଏ ଦାୟୀ ? ବିସିସିଆଇ ନା ଟିମ ଇଣ୍ଡିଆ, ଖେଳାଳିଙ୍କ ଶରୀର-ମନ କ୍ଳାନ୍ତ…

ନୂଆଦିଲ୍ଲୀ,୨।୧୧: ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍‌ରେ କେବଳ ପରାଜୟ ପାଇଛି। ଉଭୟ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ବଡ଼ ପରାଜୟ ସ୍ବୀକାର କରିଛି ଟିମ୍‌ ଇଣ୍ଡିଆ। ବର୍ତ୍ତମାନ ସେମିଫାଇନାଲରେ ପହଞ୍ଚିବା ଟିମତ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡିଛି। ଏହି...

ଅଦରକାରୀ କାଗଜ ବିକିି ୪୦ କୋଟି ରାଜସ୍ବ ପାଇଛନ୍ତି ସରକାର…

ନୂଆଦିଲ୍ଲୀ,୨।୧୧: କେନ୍ଦ୍ର ସରକାର ଅଦରକାରୀ କାଗଜ ବିକି ୪୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ଏନେଇ କେନ୍ଦ୍ରୀୟମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏହାଦ୍ୱାରା ଅଦରକାରୀ କାଗଜ ଜମି ରହିଥିବା ୮ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି।...

ଶକ୍ତିଶାଳୀ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି ଆମେରିକା, ଆଖିପିଛୁଳାକେ ପୋଡ଼ି ପାଉଁଶ ହେବ କ୍ଷେପଣାସ୍ତ୍ର…

ଓ୍ବାଶିଂଟନ,୨।୧୧: ଆମେରିକା ଏକ ଅତ୍ୟାଧୁନିକ ୩୦୦ କିଲୋଓ୍ବାଟ୍‌ କ୍ଷମତା ବିଶିଷ୍ଟ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି। ଆଖିପିଛୁଳାକେ ଏହା ଯେକୌଣସି କ୍ଷେପଣାସ୍ତ୍ରକୁ ପୋଡ଼ି ପାଉଁଶ କରିଦେବ। ଏହାର ପରରକ୍ଷଣ ଆସନ୍ତା ୨୦୨୨ ବର୍ଷରେ କରାଯିବ ବୋଲି ଆମେରିକା କହିଛି। ଏହି...

୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରଖିଛି ଆଇଏସ୍‌ଆଇ…

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ପ୍ରସ୍ତୁତ ରଖିଛି। ଶୀତଦିନେ ତୁଷାରପାତ ପୂର୍ବରୁ ଆତଙ୍କବାଦୀଙ୍କୁ ଲଞ୍ଚ୍‌ପ୍ୟାଡ୍‌ ଛାଡ଼ିବାକୁ ଆଇଏସ୍‌ଆଇ ନିର୍ଦ୍ଦେଶ ଦେଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ କ୍ରମାଗତ ଭାବେ ସୀମା ପାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri