Tag Archives: Home Middle

‘୯୦ ଦିନ ମଧ୍ୟରେ ଟ୍ରାଏଲ ଶେଷ କର’

ବଲାଙ୍ଗୀର ଅଫିସ,୨୮।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟେଓ୍ବାଲା, ଏଆଇସିସି ଓଡିଶା ପ୍ରଭାରୀ ଏ. ଚେଲାକୁମାର, କଂଗ୍ରେସ ବିଧାୟକ ଦଳ ନେତା ତଥା...

ଶେଷରେ ଓହରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୮।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) କ୍ଲବ ଏଟିକେ ମୋହନ ବାଗାନର ବୋର୍ଡ ଅଫ୍‌ ଡିରେକ୍ଟର୍ସରୁ ଗୁରୁବାର ଓହରି ଯାଇଛନ୍ତି। ଏଟିକେ ମୋହନ ବାଗାନ କ୍ଲବ...

ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ,୨୮।୧୦: ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି ଯେ, ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧ କୌଣସି ସମ୍ପ୍ରଦାୟ ବିରୋଧୀ ନୁହେଁ। ତେବେ...

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯାଇଛି ଯେ, ବ୍ୟକ୍ତିଗfତ ବ୍ୟବହାର, ପରିବାର ସଦସ୍ୟ ଅବା ସମ୍ପର୍କୀୟଙ୍କ...

ନିର୍ବାଚନ ପୂର୍ବରୁ ଦୀପାବଳି, ୩୦ ଲକ୍ଷ ବୁଥ୍‌ କର୍ମୀଙ୍କ ପାଖକୁ ଭାଜପା ପଠାଇଲା ଉପହାର…

ଲକ୍ଷ୍ନୌ,୨୮।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବୁଥ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ବ୍ୟଦ୍ଦି କରାଇବା ଲାଗି ଭାଜପା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୩୦ ଲକ୍ଷ ବୁଥ୍‌ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କ...

କରୋନା ମହାମାରୀରେ ବହୁ ଆହ୍ବାନର ମୁକାବିଲା କରିଛି ଦେଶ, ମିଳିଛି ବିଦେଶରୁ ସହଯୋଗ…

ନୂଆଦିଲ୍ଲୀ,୨୮।୧୦: କରୋନା ମହାମାରୀ ବିରୋଧରେ ଭାରତ ଏକଜୁଟ ହୋଇ ଲଢ଼ିଛି। ଏକ୍ଷେତ୍ରରେ ପୃଥିବୀର ବହୁ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି। ସଙ୍କଟ ସମୟରେ ବେଶକୁ ବନ୍ଧୁ ରାଷ୍ଟ୍ରଙ୍କ ସହାୟତା ଜାରି ରହିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ଚମଡ଼ା ଉତାରି ଦେଉଛନ୍ତି, ଡିଟେନଶନ ସେଣ୍ଟରରେ ସୈନ୍ୟ ବାହିନୀର ବର୍ବରତା…

ନାପିତ୍ୱ,୨୮।୧୦: ମ୍ୟାନ୍‌ମାରରେ ସୈନ୍ୟ ବାହିନୀର ବର୍ବରତା ସୀମା ଟପୁଛି। ଦେଶର ବିଭିନ୍ନ ଅଟକ କେନ୍ଦ୍ର (ଡିଟେନଶନ ସେଣ୍ଟର)ରେ ଲୋକଙ୍କ ଉପରେ ନାନା ପ୍ରକାର ନିର୍ଯାତନା କରାଯାଉଛି। ନିକଟରେ ଜଣେ ଗ୍ରାମୀଣ ଯୁବକଙ୍କ ଚମଡ଼ା ଉତାରିବା ସହିତ ତାଙ୍କ ଛାତିକୁ ବାରମ୍ବାର...

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୨୨ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ...

ଭୋଟ ବିଭାଜନ କଂଗ୍ରେସ ପତନର ମୁଖ୍ୟ କାରଣ…

ନୂଆଦିଲ୍ଲୀ,୨୮।୧୦: ଦେଶରେ କଂଗ୍ରେସ ପତନର ମୁଖ୍ୟ କାରଣ ହେଉଛି ଭୋଟ ବିଭାଜନ। ଦେଶରେ ଭୋଟରଙ୍କ ବିଭାଜନକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଭଳି କହିଛନ୍ତି। ଭୋଟରଙ୍କ ସ୍ତରକୁ ଦେଖିଲେ ଜଣାପଡୁଛି ଯେ, ରାଜନୈତିକ ଦଳ ମଧ୍ୟରେ ଏକ ତୃତୀୟାଂଶରୁ...

ପିକେଙ୍କ ଭବିଷ୍ୟବାଣୀ, ଭାଜପା କ୍ଷମତାରେ ରହିବ ବହୁ ବର୍ଷ, ମୋଦିଙ୍କ ଶକ୍ତି ରାହୁଲଙ୍କୁ ଅଜଣା…

ପଣଜୀ,୨୮।୧୦: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ଏପରିସ୍ଥଳେ ସେ ଏକ ଭବିଷ୍ୟବାଣୀ କରିଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, ଭାରତୀୟ ଜନତା...

ମାଗଣା ଯାତ୍ରା ସୁବିଧା ବନ୍ଦ କଲା ଏୟାର ଇଣ୍ଡିଆ, ସରକାରୀ ବାବୁ ଏବେ କିଣିବେ ଟିକଟ…

ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ତୁରନ୍ତ ଏୟାର ଇଣ୍ଡିଆର ବକେୟା ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ଟିକେଟ କେବଳ ନଗଦ ଆକାରରେ କିଣିବାକୁ କୁହାଯାଇଛି। ଟାଟା ଗ୍ରୁପର...

ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ମାଡ଼ିଗଲା ଟ୍ରକ୍‌, ୩ ମୃତ…

ଚଣ୍ଡିଗଡ଼,୨୮।୧୦: ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ଏକ ଟ୍ରକ ମାଡ଼ିଯାଇଛି। ଏଥିରେ ୩ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ହରିୟାଣା ବାହାଦୂରଗଡ଼ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଚାଷୀ ମାନେ ରୋଡ୍‌ ଡିଭାଇଡରରେ ବସି ଘରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri