Tag Archives: Home Middle

ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ଚାଇନା…

ବେଜିଂ,୬।୧୦: ତାଇଓ୍ବାନ ଆକାଶ ମାର୍ଗରେ ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଇ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଏବେ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା, ବ୍ରିଟେନ, କାନାଡ଼ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧପୋତ ଲଗାତାର ପଇଁତରା...

ବିତିଲାଣି ଅଢ଼େଇ ବର୍ଷ, ଲୋକ ସଭାରେ ଏବେ ବି ଖାଲି ଉପବାଚସ୍ପତି ପଦବୀ…

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌କୁ ଇତିମଧ୍ୟରେ ଅଢ଼େଇ ବର୍ଷ ପୂରଣ ହେଲାଣି। ତେବେ ବର୍ତ୍ତମାନ ସୁଦ୍ଧା ଲୋକ ସଭାର ଉପବାଚସ୍ପତି ପଦବୀ ଖାଲି ପଡ଼ିଛି। ଏହି ସାମ୍ବିଧାନିକ ପଦବୀ ଏତେ ଦିନ ପର୍ଯ୍ୟନ୍ତ ପୂ ପୂର୍ବରୁ...

ମାନିଲା ପ୍ରଶାସନ, ରାହୁଲ-ପ୍ରିୟଙ୍କାଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି…

ଲକ୍ଷ୍ନୌ,୬।୧୦: ଶେଷରେ ଉତ୍ତରପ୍ରଦେଶ ପ୍ରଶାସନ ମାନିଛି। ଲକ୍ଷ୍ମୀପୁର ଖିରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିଛି। ଏହା ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଅନୁମତି...

ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ…

ନୂଆଦିଲ୍ଲୀ,୬।୧୦: ଉତ୍ସବ ପାଳନ କରିବାକୁ ମନା ନାହିଁ। କିନ୍ତୁ ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଦିଲ୍ଲୀରେ ବାଣ ବିକ୍ରି ମନା ଏବଂ ଏହାର ବ୍ୟବହାର ବନ୍ଦ କରିବା...

ଅନୁକମ୍ପାମୂଳକ ନିଯୁକ୍ତି ଅଧିକାର ନୁହେଁ…

ନୂଆଦିଲ୍ଲୀ,୬।୧୦: ସରକାରଙ୍କୁ ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁକମ୍ପା ମୂଳକ ନିଯୁକ୍ତି ଦୟା ମନୋଭାବ ଯୋଗୁ କରାଯାଇଥାଏ। ହଠାତ୍‌ ସଙ୍କଟ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଏଭଳି କରାଯାଇଥାଏ। ମାତ୍ର ଏହା ଅଧିକାର ନୁହେଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କୁହାଯାଇଛି।...

ଅନୁଶାସନହୀନତା ପାଇଁ ତାଗିଦ୍‌ ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୦: ଅନୁଶାସନହୀନତା ପାଇଁ କୌଣସି ଶିକ୍ଷାର୍ଥୀ ତାଗିଦ୍‌ କରିବା ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଛାତ୍ରୀ ଛାତ୍ରଙ୍କୁ ମାଡ ମାରିବା ଠିକ ନୁହେଁ, ଏହାର ଅର୍ଥ ନୁହେଁ ଯେ, କୌଣସି ଶିକ୍ଷକ...

୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ୨୦୩ ଦିନ ପରେ ଦୈନିକ ସଂକ୍ରମଣ କମି ୧୮ ହଜାର ୮୩୩ ରେ ପହଞ୍ଚିଛି। ଏହି...

ରୋଷେଇ ପୁଣି ଘରେ ମହଙ୍ଗା ମାଡ଼…

ନୂଆଦିଲ୍ଲୀ,୬।୧୦: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ ହୋଇଛି। ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ୧୪.୨ କିଲୋଗ୍ରାମ୍‌ ସିଲଣ୍ଡର ଦାମ୍‌ ୧୫ ଟଙ୍କା ବଢ଼ିଛି। ଫଳରେ ଏବେ ଏହାର ଦାମ୍‌ ଦିଲ୍ଲୀ-ମୁମ୍ବାଇରେ ୮୯୯.୫୦...

ମହାକାଶରେ ହେବ ଫିଲ୍ମ ଶୁଟିଂ

ମସ୍କୋ, ୬ା୧୦: ଏଣିକି ମହାକାଶରେ ଶୁଭିବ ଲାଇଟ୍‌ସ, କ୍ୟାମେରା ଏବଂ ଆକ୍ସନ ଶବ୍ଦ। ପର୍ଯ୍ୟଟନ ପରେ ଏବେ ଦୁନିଆ ଦେଖିବ ସ୍ପେସ୍‌ରେ ଫିଲ୍ମ ଶୁଟିଂ ଦୃଶ୍ୟ। ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ରୁଷିଆ ଏଭଳି ବିରଳ ରେକର୍ଡର ଅଧିକାରୀ...

ତାଇଓ୍ବାନ ସୀମାରେ ଚାଇନା ଯୁଦ୍ଧବିମାନ

ତାଇପେଇ/ବେଜିଂ/ ଓ୍ବାଶିଂଟନ,୬।୧୦: ତାଇଓ୍ବାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (ଏଡିଆଇଜେଡ୍‌)ରେ ଚାଇନାର ୫୬ ଯୁଦ୍ଧବିମାନ ଅନୁପ୍ରବେଶ କରିଛି। ଏହାକୁ ନେଇ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଦାୟିତ୍ୱହୀନ ତଥା ଉତ୍ତେଜନାମୂଳକ କାର୍ଯ୍ୟରୁ କ୍ଷାନ୍ତ ରହିବା...

ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୁରୁଣା ଯାନ ଉପରେ ଏଭଳି ଅତ୍ୟଧିକ ଫି...

ଚେନ୍ନାଇରେ ବିଦାୟୀ ମ୍ୟାଚ୍‌ ଖେଳିବାକୁ ଚାହେଁ

ଚେନ୍ନାଇ,୬।୧୦: ଚଳିତ ଆଇପିଏଲ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଅନ୍ତିମ ସିଜନ ହୋଇପାରେ ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ପରବର୍ତ୍ତୀ ଆଇପିଏଲ ସିଜନରେ ଖେଳିବେ ବୋଲି ଇଣ୍ଡିଆ ସିମେଣ୍ଟର ୭୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri