Tag Archives: Home Middle

୧ ନଭେମ୍ବରରୁ ଖୋଲିବ ସ୍କୁଲ…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ସ୍କୁଲ ୧ ନଭେମ୍ବରରୁ ଖୋଲିବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ) ବୁଧବାର ସୂଚନା ଦେଇଛନ୍ତି। ତେବେ ସ୍କୁଲ ଗୁଡ଼ିକ ପ୍ରଯ୍ୟାୟ କ୍ରମେ ଦୁର୍ଗାପୂଜା ଛୁଟି ପରେ ଖୋଲାଯିବ।...

ଅନ୍ଧାରରେ କରୋନା ଏନ୍ତୁଡ଼ିଶାଳ, କାର୍‌ଠାରୁ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା…

ବେଜିଂ,୨୯।୯: ଚାଇନାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସଙ୍କଟ ଯୋଗୁ ଏବେ ଅନ୍ତର୍ଜାତୀୟସ୍ତରରେ ବହୁ ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ ଏବଂ ଚାହିଦା ମଧ୍ୟରେ ବୃଦ୍ଧି ପାଉଥିବା ଅନ୍ତା ଯୋଗୁ କରୋନାର ଏନ୍ତୁଡ଼ିଶାଳ ଅନ୍ଧାରରେ ରହିଛି।...

ରେକର୍ଡ କଲା ଭାରତ, ପ୍ରତି ୪ ଜଣରେ ଜଣଙ୍କୁ ଟିକା…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ନୂଆ ରେକର୍ଡ କରିଛି। ଦେଶର ପ୍ରତି ୪ ଜଣରେ ଜଣଙ୍କୁ ଟିକାଦାନ କରାଯାଇଛି। ୨୪.୮ ପ୍ରତିଶତ ଲୋକଙ୍କୁ ଟିକାର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି। ଅପରପକ୍ଷରେ ୪୩.୫ ପ୍ରତିଶତ...

ସିଦ୍ଧୁଙ୍କ ସହ କଥାବାର୍ତ୍ତା ବନ୍ଦ କଲେ ହାଇକମାଣ୍ଡ, ନୂଆ ଅଧ୍ୟକ୍ଷ ଖୋଜା…

ଚଣ୍ଡିଗଡ଼,୨୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଜାରି ରହିଛି। ରାଜ୍ୟ ଅଧ୍ୟକ୍ଷ ପଦରୁ ନଭଜୋତ୍‌ ସିଂ ସିଦ୍ଧୁ ଇସ୍ତଫାଦେବା ପରେ ଏବେ ହାଇକମାଣ୍ଡ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି। ହାଇକମାଣ୍ଡ ସିଦ୍ଧୁଙ୍କ ଆଚରଣ ନେଇ ଅସନ୍ତୁଷ୍ଟ ହୋଇଛନ୍ତି। ସିଦ୍ଧୁଙ୍କୁ...

ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ, ୬୦ ଛାତ୍ର ପଜିଟିଭ୍‌…

ବେଙ୍ଗାଲୁରୁ,୨୯।୯: କର୍ନାଟକର ବେଙ୍ଗାଲୁରୁର ଏକ ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ ସୃଷ୍ଟି ହୋଇଛି। ସ୍କୁଲର ୬୦ ଛାତ୍ରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଛାତ୍ରମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍‌ ଛାତ୍ରଙ୍କ ମଧ୍ୟରୁ ୨...

ପାର୍ବଣକୁ ଭୟ, କେରଳରେ ସଙ୍କଟ ଜାରି…

ନୂଆଦିଲ୍ଲୀ,୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର...

ମାସେ ବଢ଼ିଲା କୋଭିଡ୍‌ କଟକଣା

ନୂଆଦିଲ୍ଲୀ, ୨୯।୯: କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁତ୍ଥିବାରୁ ଜନସ୍ବାସ୍ଥ୍ୟ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅକ୍ଟୋବର...

ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୯।୯: କ୍ରିକେଟରରୁ ରାଜନେତା ସାଜିଥିବା ନବଜୋତ୍‌ ସିଂ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ସିଦ୍ଧୁଙ୍କ ଇସ୍ତଫା...

ମାଡ଼ିଆସିଥିଲେ ୧୦୦ ଚାଇନା ସୈନ୍ୟ

ଡେରାଡୁନ/ନୂଆଦିଲ୍ଲୀ,୨୯।୯(ପି.ଟି.): ଏଲ୍‌ଏସି ଠିକ୍‌ ଭାବେ ନିର୍ଦ୍ଧାରଣ ହୋଇ ନ ଥିବାରୁ ଭାରତ-ଚାଇନା ସୀମାରେ ଅନେକ ସମୟରେ ଦ୍ୱନ୍ଦ୍ୱ ଓ ବିବାଦ ସୃଷ୍ଟି ହେଉଛି। ଏହି କ୍ରମରେ ଅଗଷ୍ଟ ୩୦ରେ ୧୦୦ରୁ ଊର୍ଦ୍ଧ୍ୱ ପିଏଲ୍‌ଏ ସୈନ୍ୟ ଉତ୍ତରାଖଣ୍ଡର ବାରାହୋତିକୁ ଅନୁପ୍ରବେଶ କରି...

ଗୋଟିଏ ଦିନ, ଏକା ସମୟରେ ଖେଳାଯିବ ଶେଷ ଦୁଇ ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୯: ସମାନ ତାରିଖ ଓ ସମାନ ସମୟ। ଚଳିତ ଆଇପିଏଲ୍‌ ସିଜନର ଅନ୍ତିମ ଦୁଇ ଲିଗ୍‌ ମ୍ୟାଚ୍‌ ଏକାସାଙ୍ଗରେ ଖେଳାଯିବ। ଏ ନେଇ ମଙ୍ଗଳବାର ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲରେ ନିଷ୍ପତ୍ତି ହୋଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୮ ତାରିଖ...

କୋଭାକ୍ସିନ୍‌କୁ ସ୍ବୀକୃତି ପ୍ରସଙ୍ଗ, ଅଧିକ ତଥ୍ୟ ଲୋଡ଼ିଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୨୮।୯: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ସ୍ବୀକୃତି ଦେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଅଧିକ ତଥ୍ୟ ଲୋଡ଼ା ଯାଇଛି। କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବା ଲାଗି ଅଧିକ ତଥ୍ୟ ଆବଶ୍ୟକ ବୋଲି...

୩୫ ଫସଲ କିସମ ଲୋକାର୍ପିତ: ଦେଶର ବିକାଶରେ ବିଜ୍ଞାନ-କୃଷି ମଧ୍ୟରେ ସମନ୍ବୟ ଜରୁରୀ…

ନୂଆଦିଲ୍ଲୀ,୨୮।୯: ଦେଶର ବିକାଶରେ ବିଜ୍ଞାନ ଏବଂ କୃଷି ମଧ୍ୟରେ ସମନ୍ବୟ ଜରୁରୀ। ଏହାଦ୍ୱାରା ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ଭବ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂରେ ୩୫ଟି ଫସଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri