Tag Archives: Home Middle

ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ଲାଗି କ୍ରୀଡ଼ା ଉପକରଣଠାରୁ ଆରମ୍ଭ କରି ବ୍ୟବସ୍ଥିତ କରାଯିବ ଖେଳପଡ଼ିଆ।...

ପ୍ରତିଶ୍ରୁତିରେ ବିତିଲାଣି ୨୨ ବର୍ଷ

କେନ୍ଦୁଝର, ୨୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚାୟତର ତମାଙ୍ଗ ଗ୍ରାମର କାଞ୍ଜିଆଝରଣ ସାହିରେ ବସବାସ କରୁଥିବା ପାହାଡିଆ ଭୂୟାଁ ଆଦିବାସୀମାନେ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛନ୍ତି। ସାହିକୁ ସବୁଦିନିଆ ରାସ୍ତା ନାହିଁ କି...

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ, ସମସ୍ତଙ୍କ ପାଖରେ ରହିବ ହେଲଥ୍‌ ଆଇଡି…

ନୂଆଦିଲ୍ଲୀ,୨୭।୯: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ପୁଣି ପାଦେ ଆଗକୁ ବଢ଼ିଛି। ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଏଣିକି ଦେଶର ସମସ୍ତଙ୍କ ପାଖରେ...

ଏଲ୍‌ଏସିରେ ସୈନ୍ୟ ଶିବିର ନିର୍ମାଣ କରୁଛି ଚାଇନା…

ନୂଆଦିଲ୍ଲୀ/ଲଦାଖ,୨୭।୯: ପୂର୍ବ ଲଦାଖରେ ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ମୁହାଁମୁହିଁ ହେବାର ସତର ମାସ ବିତିଛି। ତେବେ ମଧ୍ୟ ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଉତ୍ତେଜନା ବୃଦ୍ଧିି ଭଳି କାର୍ଯ୍ୟ ଜାରି...

ସବୁଜିମା ସଙ୍କଟ, ରାଜରାସ୍ତା ପାଇଁ ୫୦୦୦ରୁ ଅଧିକ ଗଛ ହାଣ ମୁହଁରେ …

ନୂଆଦିଲ୍ଲୀ,୨୭।୯: ଜାତୀୟ ରାଜପଥ ନିର୍ମାଣ ନେଇ ଏବେ ଦିଲ୍ଲୀରେ ସବୁଜିମା ଉପରେ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବ ଏବଂ ଉତ୍ତରପୂର୍ବ ଦିଲ୍ଲୀରେ ହେବାକୁ ଥିବା ୬ ଲେନ୍‌ ବିଶିଷ୍ଟ ରାଜପଥ ପାଇଁ ୧୪ ହେକ୍ଟରରୁ ଅଧିକ ବନଭୂମି ଅଧିଗ୍ରହଣ କରାଯିବ।...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୩ ଦିନ ଧରି...

ଯୌନ ନିର୍ଯାତିତ ପିଲାଙ୍କ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ଲଣ୍ଡନ, ୨୭ା୯: ଶିଶୁଙ୍କୁ ଯୌନ, ଶାରୀରିକ ନିର୍ଯାତନା ସେମାନଙ୍କ ପାଇଁ କାଳ ସାଜିପାରେ। ଗଭୀର ଭାବେ ପ୍ରଭାବିତ ହୋଇଥାନ୍ତି ଅବହେଳାର ଶିକାର ହେଉଥିବା ପିଲା। ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିବା ପିଲାମାନେ ଉପଯୁକ୍ତ ଯତ୍ନ, ସ୍ନେହ ଅଭାବରୁ...

ନ୍ୟାୟପାଳିକାରେ ମହିଳାଙ୍କୁ ମିଳୁ ୫୦% ସଂରକ୍ଷଣ

ନୂଆଦିଲ୍ଲୀ, ୨୭।୯: ନ୍ୟାୟପାଳିକାରେ ମହିଳାମାନଙ୍କ ନିମନ୍ତେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ରବିବାର ଆହ୍ବାନ ଦେଇଛନ୍ତି। ଦେଶର ଆଇନ ମହାବିଦ୍ୟାଳୟଗୁଡ଼ିକରେ ଅନୁରୂପ ସଂରକ୍ଷଣ ଦାବିକୁ ସେ ସମର୍ଥନ ଜଣାଇଛନ୍ତି।...

ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୭।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଆହ୍ବାନରେ ସୋମବାର ସାରା ଭାରତ ବନ୍ଦ ରହିବ। ବିବାଦୀୟ କୃଷି ଆଇନକୁ ରାଷ୍ଟ୍ରପତି...

କୃଷି ଆଇନ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରା, ୧୦ ମାସ ପୂରଣ ହେଲେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ସୋମବାର ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଏହି ଭାରତ ବନ୍ଦ ଆରମ୍ଭ ହୋଇଯାଇଛି ଯାହା ସନ୍ଧ୍ୟା...

ଉପକୂଳ ଅତିକ୍ରମ କଲା ‘ଗୁଲାବ’

ଭୁବନେଶ୍ୱର,୨୬।୯: ବାତ୍ୟା ‘ଗୁଲାବ’ ରବିବାର ରାତିରେ ଉପକୂଳ ଅତିକ୍ରମ କରିଛି। ପୂର୍ବ ଆକଳନ ଅନୁସାରେ, ରବିବାର ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ରାତି...

ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା, ସେତେଟା ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ୭୫ରୁ ୮୫ କି.ମି. ବେଗରେ ପବନ ବୋହିବ ଓ ସର୍ବାଧିକ ୯୫ କି.ମି. ରହିବା ସହ ପ୍ରବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri